ଭାଜପା ଏମ୍ପିଙ୍କୁ ହତ୍ୟା ଧମକ
ଉନ୍ନାଓ,୧୧।୮: ଉତ୍ତରପ୍ରଦେଶ ଉନ୍ନାଓର ଭାଜପା ଏମ୍ପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଆଉ ଏହି ଧମକ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା କୁହାଯାଇଛି। କାରଣ ଯେଉଁ ନମ୍ବରରୁ ତାଙ୍କୁ ଫୋନ କରାଯାଇଛି ସେହି ନମ୍ବର ପାକିସ୍ତାନର। ଏନେଇ ସାକ୍ଷୀ…
ପାମ୍ପଡ଼ ରାଇତା
ଆବଶ୍ୟକ ସାମଗ୍ରୀ ଦହି- ୫୦୦ଗ୍ରାମ୍, ଛଣା ହୋଇଥିବା ମସଲା ପାମ୍ପଡ଼-୩ଟି (ବଡ଼), ଜିରା ଗୁଣ୍ଡ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ଧନିଆପତ୍ର- ୪ ଚାମଚ, ଲୁଣ ସ୍ବାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଦହିକୁ ଏକ ପାତ୍ରରେ ଢାଳି ଭଲଭାବେ…
‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ବନ୍ଦ: ଲୋକେ ଏହାକୁ ପାଳନ କରିବେ ଏପରି…
ମୁମ୍ବାଇ, ୧୧।୮: ଚଳିତ ବର୍ଷ ମୁମ୍ବାଇରେ ଜନ୍ମାଷ୍ଟମୀ ପରଦିନ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯିବ ନାହିଁ। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଏଭଳି କରାଯାଉଥିବା ଦହି ହାଣ୍ଡି ସମନ୍ନୟ ସମିତିର ଉପ ସଭାପତି କମଳେଶ ଭୋହିର୍ ସୂଚନା…
ମୋବାଇଲ୍ ଚାର୍ଜରେ ବସାଇ କଥା ହେଉଥିଲେ ମହିଳା, ଘଟିଲା ଏମିତି
ଚେନ୍ନାଇ,୧୧।୮: ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫାଟି ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୨୯ ବର୍ଷର ମୁଥୁଲକ୍ଷ୍ମୀ ମୋବାଇଲ ଚାର୍ଜିଂ ବସାଇ କଥା ହେଉଥିଲେ। ଫୋନ କଟିବା ପରେ ମୋବାଇଲ୍…
ମନ୍ସୁନରେ ମାନନ୍ତୁ
ବର୍ଷାଦିନେ ସଂକ୍ରମଣର ଭୟ ଅଧିକ ରହିଥାଏ। ତେଣୁ ଖାଇବାପିଇବା ସହିତ ପୋଷାକପତ୍ର ଆଦି ସବୁଥିରେ ସତର୍କ ରହିବାକୁ ହେବ। ସବୁବେଳେ ପାଣିକୁ ସିଝାଇ ପିଅନ୍ତୁ। ପ୍ରତିଦିନ ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ। ଫଳରେ ଶରୀରରେ ଥିବା ବିଷାକ୍ତ ପଦାର୍ଥ…
ରେଷ୍ଟୁରାଣ୍ଟର ମାଲିକାଣୀ ଏହି କ୍ରିକେଟରଙ୍କ ସ୍ତ୍ରୀ
ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ରୋମି ତାଙ୍କ ନାମ ଦେବାରତୀ ସାହା ପରିବର୍ତ୍ତନ କରିଥିଲେ। ସାହାଙ୍କ ପତ୍ନୀ ହେଉଛନ୍ତି ଏକ ରେଷ୍ଟୁରାଣ୍ଟର ମାଲିକ। କୋଲକାତାରେ ତାଙ୍କ ରେଷ୍ଟୁରାଣ୍ଟ…
ଘରକରଣା
ପାଣିରେ ଲେମ୍ବୁ ରସ ମିଶାଇ ମାଇକ୍ରୋୱେବ୍ ଭିତରେ ରଖି ଅନ୍ କରି ଦିଅନ୍ତୁ। ଏହାପରେ ଏକ କପଡ଼ାରେ ମାଇକ୍ରୋୱେବ୍ ଭିତରକୁ ସଫା କରନ୍ତୁ, ଭଲଭାବେ ସଫା ହୋଇଯିବ। ଚିମିନି, ବଲ୍ବ, ଏଗ୍ଜଷ୍ଟ ଫ୍ୟାନ୍କୁ ସଫା କରିବା ପାଇଁ ଗରମ ପାଣିରେ ଭିନେଗାର…
ସ୍ବାଧୀନତା ଦିବସ ପାଇଁ ଗାଇଡ୍ଲାଇନ୍ ଜାରି: ଜାଣନ୍ତୁ କ’ଣ କରିବେ ନାହିଁ…
ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଚଳିତବର୍ଷ କୋଭିଡ୍ ନିୟମ ମାନି ପାଳିତ ହେବ ସ୍ବାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। କୋଭିଡ୍ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ, ଏଥର ସ୍ବାଧୀନତା…
କଂଗ୍ରେସକୁ ଆଉ ଏକ ଝଟ୍କା: ଇସ୍ତଫା ଦେଲେ ୬ ବିଧାୟକ
ଇମ୍ଫାଲ,୧୧।୮: କଂଗ୍ରେସକୁ ଲାଗିଛି ଆଉ ଏକ ଧକ୍କା। ମଣିପୁରରେ କଂଗ୍ରେସର ୬ ବିଧାୟକ ବିଧାନସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଦଳର ବିଧାୟକ ହେନରୀ ସିଂ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏମାନେ ସମସ୍ତେ ସେହି ୮ବିଧାୟକଙ୍କ…
ସୁନା ବିନା ମନ ବୁଝେନା
ଗହଣାପ୍ରିୟ ନାରୀ। ସେଥିପାଇଁ ତ ସୁନା ପ୍ରତି ତା’ର ସ୍ବତନ୍ତ୍ର ଆକର୍ଷଣ। ସୁନା ଗହଣାରେ ସଜେଇ ହୋଇ ନାରୀଟିଏ ନିଜକୁ ବେଶ୍ ସମ୍ଭ୍ରାନ୍ତ ମନେକରେ। ହେଲେ ଆଜି ସୁନାର ଅତ୍ୟଧିକ ମୂଲ୍ୟ ବୃଦ୍ଧିର ପ୍ରଭାବରେ ମନକୁ ବୁଝେଇ ରହିଯିବାକୁ ହେଉଛି… ସୁନାର…
ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ଆରମ୍ଭ ହୋଇପାରେ ୪ଜି ସେବା
ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ଖୁବ୍ଶୀଘ୍ର ଆରମ୍ଭ ହୋଇପାରେ ୪ଜି ଇଣ୍ଟରନେଟ ସେବା। ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ୪ଜି ଇଣ୍ଟରନେଟ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ ୪ଜି ଇଣ୍ଟରନେଟ…
ଝାରସୁଗୁଡାରୁ ଗୋଟିଏ ଦିନରେ ସର୍ବାଧିକ ୬୭ ଆକ୍ରାନ୍ତ ଚିହ୍ନଟ
ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲାରୁ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୭ରେ…
Archives


