ପହିଲି ଭୋଗ ନୀତିରେ ବିଳମ୍ବ

ପୁରୀ ଅଫିସ,୧୬।୧୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନୀତି ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତଥର ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ଲକ୍ଷ୍ୟ କରାଯାଇଛି। ସାଧାରଣରେ ପହିଲି ଭୋଗ ସମୟ ୬ଟା ୨୦ରୁ ୬ଟା ୫୦ ମିନିଟ୍‌ ମଧ୍ୟରେ ଶେଷ ହେବ ବୋଲି କୁହାଯାଇଥିବା ବେଳେ ଏହା ୭ଟା ୩୦ ମିନିଟ୍‌ରେ ଶେଷ ହୋଇଛି। ଏଥିରେ ପ୍ରାୟ ୪୦ମିନିଟ୍‌ ବିଳମ୍ବ ହୋଇଛି। ତେବେ ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମାସେ ବ୍ୟାପୀ ଅନୁଷ୍ଠିତ ହେବ।
ଶ୍ରୀମନ୍ଦିର ଦ୍ୱାରଫିଟା ରାତ୍ର ୩ଟା ୪୦ମିନିଟ୍‌ରେ ହୋଇଥିବା ବେଳେ ଭିତର ଶୋଧ ପ୍ରକ୍ରିୟା ୪ଟା ୨୫ମିନିଟ୍‌ରେ କରାଯାଇଛି। ମଙ୍ଗଳ ଆଳତି ୪ଟା ୩୦ମିନିଟ୍‌, ମଇଲମ ୪ଟା ୩୫, ରୋଷ ହୋମ ଓ ତଡ଼ପ ଲାଗି ୪ଟା ୫୫, ଅବକାଶ ପୂଜା ୫ଟା ୨୦ମିନିଟ୍‌ରେ ସରିଛି। ୬ଟା ୨୫ମିନିଟ୍‌ରେ ମହାପ୍ରଭୁଙ୍କ ବେଶ ଶେଷ ହୋଇଥିବା ବେଳେ ସୂର୍ଯ୍ୟ ପୂଜା ୬ଟା ୩୦ମିନିଟ୍‌ରେ ସରିଛି। ସେହିପରି ଦ୍ୱାରପାଳ ପୂଜା ସକାଳ ୬ଟା ୪୫, ଗୋପାଳ ବଲ୍ଲବ ଏବଂ ପହିଲି ଭୋଗ ଡାକିଗଲେ ୭ଟାରେ ଅନୁଷ୍ଠିତ ହୋଇଛି। ପହିଲି ଭୋଗ ଛେକ ସକାଳ ୭ଟା ୧୦ ଏବଂ ବୟ ଆସିବା ୭ଟା ୧୫ମିନିଟ୍‌ରେ ଅନୁଷ୍ଠିତ ହୋଇଛି। ପହିଲି ଭୋଗ ପୂଜା ୭ଟା ୨୦ମିନିଟ୍‌ ଏବଂ ଭୋଗ ଶେଷ ୭ଟା ୩୦ମିନିଟ୍‌ରେ ସରିଛି। ପହିଲି ଭୋଗ ବାହାରି ୭ଟା୪୦ରେ ପାଣି ପଡିଛି। ସକାଳ ଧୂପ ଡାକିଗଲେ ୭ଟା ୫୫, ସକାଳ ଧୂପ ଛେକ ଆସିବା ୮ଟା ୫ମିନିଟ୍‌, ସକାଳ ଧୂପ ପୂଜା ୮ଟା ୨୦ମିନିଟ୍‌ରେ ଏବଂ ସକାଳଧୂପ ଟେରା ୯ଟା ୦୫ମିନିଟ୍‌ରେ ଶେଷ ହୋଇଛି। ସକାଳ ଧୂପ ପ୍ରସାଦ ବାହାରି ପାଣି ୯ଟା ୪୫ମିନିଟ୍‌ରେ ପଡିଛି। ସେହିପରି ଭୋଗମଣ୍ଡପ ପୂଜା ୧୧ଟା ୩୫ମିନିଟ୍‌ରେ ଶେଷ ହୋଇଛି। ମଧ୍ୟାହ୍ନ ଧୂପ ପୂଜା ୧୨ଟା ୧୫ମିନିଟ୍‌ରେ ସରିଛି। ୨ୟ ଭୋଗମଣ୍ଡପ ୧ଟା ୧୦ମିନିଟ୍‌ ମଧ୍ୟାହ୍ନ ଧୂପ ପ୍ରସାଦ ବାହାରି ପାଣି ପଡିବା ୧ଟା ୧୫ମିନିଟ୍‌ରେ ସରିଛି। ୨ୟ ଭୋଗମଣ୍ଡପ ପୂଜା ୨ଟା ୧୫ରେ ଆରମ୍ଭ ହୋଇ ୨ଟା ୨୫ରେ ଶେଷ ହୋଇଥିବାବେଳେ ଦକ୍ଷିଣୀ ଘର ଭୋଗ ୨ଟା ୫ମିନିଟରେ ହୋଇଛି। ଏହାପରେ ଶ୍ରାଦ୍ଧ ବେଶ ହୋଇ ଶେଷରେ ସନ୍ଧ୍ୟା ଆଳତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି…

ଲଗାତାର ୨ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ: ପୂରା ସିରିଜରୁ ବାଦ୍‌ ପଡିଲେ…

ନୂଆଦିଲ୍ଲୀ, ୨୫।୧୦: ଭାରତ ବନାମ ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି। ତୃତୀୟ ମ୍ୟାଚ ମଙ୍ଗଳବାର ୱେଲିଂଟନରେ ଖେଳାଯିବ। ଟିମ…

ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜାଣିଶୁଣି କେହି…

ନବରଙ୍ଗପୁର,୨୫ା୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ବସ୍‌ରେ ନିଆଁ ଲାଗି ଜଳିଯାଇଛି। ବସ୍‌ଟି ହୁତୁହୁତୁ ହୋଇ…

୬ ନଭେମ୍ୱର ଯାଏଁ ଚମକିବ ଭାଗ୍ୟ, ତ୍ରିଗ୍ରହୀ ଯୋଗରୁ ଏହି ୩ ରାଶିଙ୍କ ପ୍ରବଳ ଧନଲାଭ!

ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବା ତିନୋଟି ରାଶି ପାଇଁ ବେଶ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ନଭେମ୍ୱର ୬ ତାରିଖରେ ଶୁକ୍ର ଗ୍ରହ ତୁଳା ରାଶିରୁ କନ୍ୟା ରାଶିକୁ…

ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ.…

ଏହି ୪ ଗୁଣ ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ମିଳିଥାଏ ଗୋଟିଏ ପରେ ଗୋଟିଏ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏପରି କିଛି ବିଶେଷ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିକୁ ଜୀବନରେ ସଫଳତା ଏବଂ ପ୍ରସିଦ୍ଧି ଆଣିଦେଇଥାଏ। ଏହି ଗୁଣଗୁଡ଼ିକ…

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?