Home Left

ଭାବପ୍ରବଣ ପୋଷ୍ଟ କଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ,୧୨।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ସୋମବାର ତାଙ୍କ ବ୍ରେନ୍‌ ସର୍ଜରୀ କରାଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି। ବୁଧବାର ତାଙ୍କ କଂଗ୍ରେସ ନେତ୍ରୀ ତଥା…

ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌: ମିଥାନଲ୍‌ ମିଶ୍ରିତ ସାନିଟାଇଜର ପିଇବା ଯୋଗୁ ହୋଇଥିଲା ମୃତ୍ୟୁ

ହାଇଦ୍ରାବାଦ୍‌, ୧୨।୮: ଆନ୍ଧ୍ରପ୍ରଦେଶରେ ଗତ ମାସରେ ଘଟିଥିବା ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ପ୍ରକାଶମ୍‌ ଜିଲାର କୁରୁଚେଡୁରେ ଘଟିଥିବା ଏହି ଘଟଣାରେ ୧୬ ଜଣ ମୃତକ ମିଥାନଲ୍‌ ମିଶ୍ରିତ ସାନିଟାଇଜର ପିଇଥିବା ପୋଲିସ କହିଛି। ସେମାନେ ପରଫେକ୍ଟ ଗୋଲ୍ଡ ନାମକ ସାନିଟାଇଜର…

ନେତାରୁ ପୁଣି ଆଇଏଏସ୍‌ ପଦବୀକୁ ଫେରିବେ କି ଶାହ ଫୈଜଲ

ନୂଆଦିଲ୍ଲୀ, ୧୨।୮: ୨୦୦୯ ଆଇଏଏସ୍‌ ପରୀକ୍ଷାରେ ଟପ୍‌ ର଼୍ୟାଙ୍କ୍‌ ହାସଲ କରିଥିବା ଶାହ ଫୈଜଲ୍‌ ୨୦୧୯ରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ସେ ଜମ୍ମୁ-କଶ୍ମୀରରେ ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲ୍ସ ମୁମେଣ୍ଟ(ଜେକେପିଏମ୍‌) ଦଳ ଗଠନ କରିଥିଲେ। ଏହି ଦଳର ପ୍ରଥମ…

ଖିଲାପକାରୀ ଚାଷୀଙ୍କ ମୁହଁରେ ହସ: ପୁଣି ମିଳିବ ଫସଲ ଋଣ

ଜୟପୁର, ୧୨।୮: ଋଣ ଖିଲାପକାରୀ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ଋଣ ସୁଝି ନ ଥିବା ଚାଷୀଙ୍କୁ ପୁଣି ଫସଲ ବୀମା ଯୋଗାଇ ଦିଆଯିବ। ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତିି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟରେ ଚାଷୀଙ୍କ ହାତମୁଠା…

କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ନାହିଁ ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱ କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟ ବ୍ରଦର୍ସଙ୍କ ମଧ୍ୟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ନାମ ସାମିଲ ଅଛି। ଉଭୟ କ୍ରୁନାଲ ପାଣ୍ଡ୍ୟା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା…

ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ବାସ ଭବନରେ ଭଙ୍ଗାରୁଜା କରିଛନ୍ତି। ବିଧାୟକଙ୍କ ଜଣେ ସମ୍ପର୍କୀୟ ସୋସିଆଲ୍‌ ମିଡ଼ିଆରେ…

୬୯ ବର୍ଷ ପରେ କ୍ରିକେଟ ପଡିଆରେ ଘଟିଲା ଏମିତି ଚମତ୍କାର

ପ୍ରାୟତଃ କ୍ରିକେଟ ପଡ଼ିଆର ଖେଳାଳିମାନେ ବଲ ଏବଂ ବ୍ୟାଟ ସହିତ ଏକ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ସେମାନଙ୍କ ଦଳକୁ ଜିତିବାରେ ସାହାଯ୍ୟ କରନ୍ତି। କିନ୍ତୁ ଏହା ବହୁତ କ୍ୱଚିତ୍‌ ଘଟେ ଯେତେବେଳେ ସମାନ ମ୍ୟାଚରେ ଦୁଇ ଯାଆଁଳା ଭାଇ ଉଭୟ…

ଏହି ବସ୍ତିରେ ହାରୁଛି କରୋନା: ୧୦ ଦିନରେ ଶୂନ ମୃତ୍ୟୁ

ମୁମ୍ବାଇ, ୧୨।୮: ଏସିଆର ସର୍ବ ବୃହତ ମୁମ୍ବାଇର ଧରାବି ବସ୍ତିରେ କରୋନା ହାରିବାରେ ଲାଗିଛି। ଗତ ୧୦ ଦିନ ଧରି ଏଠାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଶୂନ ରହିଛି। ଏହି ସମୟ ମଧ୍ୟରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନାହିଁ। ମଧ୍ୟ…

ହାତୀ ଦିବସରେ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର, ୧୨।୮ (ବ୍ୟୁରୋ): ଅଗଷ୍ଟ ୧୨ ଅର୍ଥାତ୍‌ ବୁଧବାର ହେଉଛି ଅନ୍ତର୍ଜାତୀୟ ହସ୍ତୀ ଦିବସ। ଏହି ହାତୀ ଦିବସରେ ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅନ୍ତର୍ଗତ କେଶାପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି ।…

ନିଜେ ମାସ୍କ ନ ପିନ୍ଧି ଚାଲାଣ କାଟୁଥିଲେ ଥାନାଧିକାରୀ: ଘଟିଲା ଏମିତି କିଛି..

ଲକ୍ଷ୍ନୌ, ୧୨।୮: କରୋନା ସଂକ୍ରମରରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉତ୍ତରପ୍ରଦେଶର ଜଣେ ଥାନାଧିକାରୀ ମାସ୍କ ନ ପିନ୍ଧି ଚାଲାଣ କଟିବା ତାଙ୍କୁ ଭାରି ପଡିଛି। ବଣ୍ଡି ଥାନା ଅଧିକାରୀ ସୁଭାଷ ଚନ୍ଦ୍ର…

ରାଜନୀତି ବିଜ୍ଞାନରେ ପାଠ ପଢୁଥିଲେ ଏହି ଅଭିନେତ୍ରୀ, ମାତ୍ର ୩ଟି ଫିଲ୍ମରେ ବଦଳିଗଲା କ୍ୟାରିୟର୍‌

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବୁଧବାର ୨୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଭଲ ଛାତ୍ରୀ ଥିଲେ। ଛାତ୍ରାବସ୍ଥାରେ ବହୁତ ମୋଟା ଥିଲେ। ତେବେ ବଲିଉଡରେ…

ଗର୍ଭବତୀଙ୍କ ଡେଲିଭରୀ କଲେ ବିଧାୟକ…

ଅଇଜ୍ୱଲ, ୧୨।୮: ଡାକ୍ତରରୁ ବିଧାୟକ ସାଜିଥିବା ବିଧାୟକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ଡେଲିଭରୀ କରିଛନ୍ତି। ମିଜୋରାମର ବିଧାୟକ ଜେଡ୍‌.ଆର୍‌. ଥିୟାମସଙ୍ଗା ଏଭଳି କରି ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ସୋମବାର ସେ ନିଜ ବିଧାନସଭା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri