Home Left

୧୨୧ ପୋଲିସଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଉତ୍କର୍ଷ ମେଡାଲ

ନୂଆଦିଲ୍ଲୀ, ୧୩।୮(ଆଇଏଏନ୍‌ଏସ୍‌): ତଦନ୍ତରେ ଉତ୍କର୍ଷ ନିମନ୍ତେ ୨୦୨୦ ବର୍ଷ ଲାଗି ମର୍ଯ୍ୟାଦାଜନକ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ମେଡାଲ ଦେଶର ୧୨୧ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରୁ ୧୫ ଅଧିକାରୀ ପୁରସ୍କୃତ ହୋଇଥିବାବେଳେ…

ଦଳେଇପୁଟରେ ବୋମା ମାଡ଼

ଖୋର୍ଦ୍ଧା ଅଫିସ, ୧୩।୮: ଖୋର୍ଦ୍ଧା ସଦର ଥାନା ଅଧୀନ ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଅଫୁଟା ବୋମା ଓ ହୃଦାନନ୍ଦଙ୍କ ଘରର କ୍ଷତିଗ୍ରସ୍ତ ଝରକାର…

ଲଦାଖରେ ମୁତୟନ ହେଲା ହାଲ୍‌ ଯୁଦ୍ଧବିମାନ

ନୂଆଦିଲ୍ଲୀ, ୧୩।୮: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ଦୁଇଟି ହାଲୁକା ଲଢ଼ୁଆ ହେଲିକପ୍ଟର (ଏଲ୍‌ସିଏଚ୍‌)କୁ ଲଦାଖ ସେକ୍ଟରରେ ମୁତୟନ କରାଯାଇଛି। ଚାଇନା ସହ ସୀମାବିବାଦ ଲାଗି ରହିଥିବାବେଳେ ଉକ୍ତ ହେଲିକପ୍ଟର ଭାରତୀୟ ବାୟୁସେନାକୁ ତ୍ୱରିତ୍‌ ସହାୟତା ଯୋଗାଇଦେବ ବୋଲି…

ଶାଶୁଙ୍କ ସହ ଝଗଡା କରି ଏମିତି ପଦକ୍ଷେପ ନେଲେ ବୋହୂ

କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ରିକି ଆଶ୍‌ ନାମକ ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡଙ୍କ ପ୍ରପୋଜ କରିବା…

ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା

ମାଧେପୁରା, ୧୩।୮: ବିହାର ମାଧେପୁରା ଜିଲାର ଜଣେ ୫୦ ବର୍ଷୀୟ ଜେଡିୟୁ ନେତାଙ୍କୁ ମଙ୍ଗଳବାର ରାତିରେ ଗୁଳି କରି ହତ୍ୟା କରାଯାଇଥିବା ପୋଲିସ କହିଛି। ଜେଡିୟୁର ଗହ୍ମାରିଆ ବ୍ଲକ ସଭାପତି ଅଶୋକ ଯାଦବ ଯୋଗବଣି ଗ୍ରାମର ଏକ ଦୋକାନ ପାଖରେ ଛିଡ଼ାହୋଇଥିବାବେଳେ…

ଧରାପଡ଼ିଲା ଧରମଭାଇ-ଭଉଣୀ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କମିଶନରେଟ ପୋଲିସକୁ ଚକ୍‌ମା ଦେଖାଇ ରାଜଧାନୀରେ ଉତ୍ପାତ କରୁଥିଲେ ଜଣେ ଲେଡି ଲୁଟେରା। ଗ୍ୟାଙ୍ଗ୍‌ ଗଢ଼ି ସହରରେ ଲୁଟ୍‌ପାଟ କରୁଥିଲେ। ଧରମ ଭାଇ-ଭଉଣୀ ଗ୍ୟାଙ୍ଗ୍‌ ନାଁରେ ପରିଚିତ ଏହି ଗ୍ୟାଙ୍ଗ୍‌ ଶେଷରେ ଖଣ୍ଡଗିରି ପୋଲିସ ହାତରେ ଧରାପଡିଛି। ପୋଲିସ…

ପ୍ରଣବ ମୁଖାର୍ଜୀ ସଙ୍କଟାପନ୍ନ

ନୂଆଦିଲ୍ଲୀ, ୧୩ା୮ : ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ସେ ଏବେ ବି ସେନା ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଅଗଷ୍ଟ ୧୦ରେ ସେ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟସ୍ଥିତ ହସ୍ପିଟାଲରେ ଚିକିତ୍ସା…

ନିଜସ୍ବ ଆଇନ ଆଣିବ ଅଗ୍ନିଶମ ବିଭାଗ

କଟକ ଅଫିସ,୧୩।୮: ପୋଲିସ ଓ ଜେଲ୍‌ ମାନୁଆଲ ଭଳି ଅଗ୍ନିଶମ ବିଭାଗ ନିଜସ୍ବ ମାନୁଆଲ ବା ଆଇନ ଲାଗୁ କରିବା ପାଇଁ ଯୋଜନା କରୁଛି। ପୂର୍ବରୁ ପୋଲିସ ମାନୁଆଲ୍‌ ହିଁ ଅଗ୍ନିଶମ ବିଭାଗରେ କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ସଙ୍ଗଠନର ସୁପରିଚାଳନା ପାଇଁ…

ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ

ମସ୍କୋ,୧୩ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କଠାରେ ‘ସ୍ପୁଟନିକ୍‌ ଭି’ ଭାକ୍ସିନର ପ୍ରୟୋଗ କରାଯାଇଛି। ପୁଟିନ ନିଜେ ଏହା ଦାବି କରିବା ପରେ ତାଙ୍କର କେଉଁ ଝିଅଙ୍କୁ କରୋନା ଟିକା ଦିଆଯାଇଛି ସେନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ପୁଟିନ ନିଜ ବ୍ୟକ୍ତିଗତ…

ବନ୍ଦୀଶାଳାରେ କୃଷ୍ଣ ଜନ୍ମ ହୋଇଥିଲେ, ତୁମେ ବାହାରିବାକୁ ଚାହୁଁଛ

ନୂଆଦିଲ୍ଲୀ, ୧୩।୮: ସୁପ୍ରିମକୋର୍ଟରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ମନ୍ତବ୍ୟ ହାସ୍ୟରୋଳ ସୃଷ୍ଟି କରିଥିଲା। ସିଜେଆଇ ଆବେଦନକାରୀଙ୍କୁ କହିଥିଲେ, ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣ ବନ୍ଦୀଶାଳାରେ ଜନ୍ମଗ୍ରହଣ କରିଥିଲେ। ଏଭଳି…

ରହିତାଦେଶ ଉଠାଇବାକୁ ସାନି ମାମଲା

କଟକ ଅଫିସ,୧୩।୮: ବାରିପଦା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲା ବିଚାରାଧୀନ ଥିବାବେଳେ ମଙ୍ଗଳବାର ପୁଣି ଏକ ସାନି ମାମଲା ହୋଇଛି। ଏଥିରେ ପକ୍ଷଭୁକ୍ତ ହେବା ପାଇଁ ମଙ୍ଗଳବାର ଜମାକାରୀ…

ଡାକ୍ତରୀ ପଢ଼ିବାକୁ ଆମେରିକା ଯାଇଥିଲେ କମଲା ହାରିସ୍‌ଙ୍କ ମା’

ଚେନ୍ନାଇ, ୧୩।୮: ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଆମେରିକାର ଡେମୋକ୍ରାଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ଏହି ସିନେଟରଙ୍କ ମାତୃଭାଷା କନ୍ନଡ଼। ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କ ଜନ୍ମସ୍ଥାନ ଚେନ୍ନାଇ। ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇ କ୍ୟାନ୍‌ସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri