ଜୀବନ ବରବାଦ କରିଦିଅନ୍ତି ଏହି ଝିଅ

ନାରୀ ଘର ଭାଙ୍ଗିଥାଏ ଏବଂ ଗଢ଼ିଥାଏ ମଧ୍ୟ। ତେବେ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ଜଣେ ମହିଳା ବା ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କିନ୍ତୁ ଏହି ନାମଧାରୀ ଝିଅମାନେ ସବୁଠାରୁ ବେଶି ରାଗି ହୋଇଥାନ୍ତି। ରାଗ ଯୋଗୁ ସେମାନେ ନିଜ ଜୀବନ ବରବାଦ କରିଦିଅନ୍ତି। ଜାଣିବା ସେହି ଝିଅଙ୍କ ବିଷୟରେ…
ବି ନାମଧାରୀ ଝିଅ: ଯେଉଁ ଝିଅଙ୍କ ନାମ ‘ବି’ ଅକ୍ଷରରୁ ଆରମ୍ଭ ହୋଇଥାଏ। ସେମାନେ ବହୁତ ରାଗି ହୋଇଥାନ୍ତି। ଏମାନେ ଜଣଙ୍କ ରାଗ ଅନ୍ୟ ଉପରେ ସୁଝାଇଥାନ୍ତି।
ଏଚ୍‌ ନାମଧାରୀ ଝିଅ : ‘ଏଚ୍‌’ ନାମଧାରୀ ଝିଅଙ୍କ ରାଗ ସବୁଠାରୁ ଖରାପ। ଏମାନେ ରାଗିଲେ କାହାର କଥା ଶୁଣି ନ ଥାନ୍ତି। କିନ୍ତୁ ଏହି ଝିଅମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।
ପି ନାମଧାରୀ ଝିଅ: ଏହି ଝିଅମାନେ କଥା କଥାରେ ରାଗିଯାଆନ୍ତି। ମାତ୍ର ଏମାନେ ଚାହିଁଲେ ନିଜ ରାଗକୁ ନିୟନ୍ତ୍ରଣ କରିପାରନ୍ତି। ଏମାନେ ଅବୁଝାମଣା ପ୍ରକୃତିର ହୋଇଥାନ୍ତି। ମାତ୍ର ହୃଦୟରୁ ଏମାନେ ବହୁତ ଭଲ ଏବଂ ଆଖି ବନ୍ଦକରି ସମସ୍ତଙ୍କ ଉପରେ ବିଶ୍ୱାସ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲା ପେସା

ପାଠ ପଢ଼ା ସମୟରେ ସମସ୍ତେ କିଛି ନା କିଛି ଲକ୍ଷ୍ୟ ରଖତ୍ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିଥାନ୍ତି ା କେତେଜଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି...

ଔଷଧ ସାହାରାରେ ଜୀବନ

”ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ...

ସ୍ତ୍ରୀ-ସ୍ବାମୀ ଏହି ଦିଗର କୋଠରୀରେ ଶୋଇଲେ ବଢ଼ିଥାଏ କଳହ, ଜାଣନ୍ତୁ କେଉଁ କଥା ପ୍ରତି ଦେବେ ଧ୍ୟାନ

ବାସ୍ତୁ ଶାସ୍ତ୍ରରେ ଦିଗକୁ ମହତ୍ତ୍ୱ ଦିଆଯାଇଛି। ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ ପାର୍ଶ୍ୱରେ ଥିବା ଭୂମି ତୁଳନାତ୍ମକ ଭାବରେ ଉଚ୍ଚ ହେବା ଉଚିତ୍‌। ଏହି ଦିଗର...

ସପ୍ତାହରେ ଖାଆନ୍ତୁ ଏହାକୁ ୪ ଥର ମିଳିବ ବହୁ ଫାଇଦା…

ବରକୋଳିର ରହିଛି ଅନେକ ଔଷଧୀୟ ଗୁଣ। ଏହା ଶରୀରକୁ ସୁସ୍ଥ ରଖିବା ସହ ଆବଶ୍ୟକ ମାତ୍ରାରେ ଜଳ ଯୋଗାଇଥାଏ। ଶରୀରରେ ରକ୍ତ ପ୍ରବାହକୁ ଏହା ନିୟନ୍ତ୍ରଣ...

ଶିଶୁଙ୍କ ନାମକରଣ କରୁଥିଲେ ଧ୍ୟାନଦିଅନ୍ତୁ ଏହି କଥା ପ୍ରତି

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ନାମ ରହିଛି। ଏହି ନାମ ତାଙ୍କୁ ଅନ୍ୟ ନିକଟରେ ପରିଚିତ କରାଇଥାଏ। ଯେତେବେଳେ ଘରକୁ ଶିଶୁଟିଏ ଆସିଥାଏ ତାହାର...

ଘରେ ଏସବୁ ସ୍ଥାନରେ ରଖନ୍ତୁ ଔଷଧ, ଶୀଘ୍ର ହେବେ ରୋଗମୁକ୍ତ !

କାଶୀ,୧୧।୨: ଜୀବନର ଭରପୁର ଆନନ୍ଦ ନେବା ସହିତ ସର୍ବଦା ଚଳଚଞ୍ଚଳ ରହିବା ପାଇଁ ସୁସ୍ବାସ୍ଥ୍ୟର ଆବଶ୍ୟକତା ରହିଛି। ଘରେ ବାସ୍ତୁ ଅନୁସାରେ ବିଭିନ୍ନ ସାମଗ୍ରୀ ରଖିଲେ...

ଅର୍ଶ ରୋଗୀଙ୍କ ପାଇଁ ଉପକାରୀ ପାଚିଲା ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା ଭିଟାମିନ୍‌ ଏ ଏବଂ ବି ର ଗୁଣରେ ଭରପୂର। ଏହାକୁ ଖାଇବା ସହିତ ସ୍କିନ୍‌ର ଯତ୍ନ ପାଇଁ ମଧ୍ୟ ବ୍ୟବହାର କରାଯାଏ। କଞ୍ଚା...

ମହିଳାଙ୍କୁ ପସନ୍ଦ ନୁହଁ ପୁରୁଷଙ୍କ ଏହି ୩ ଗୁଣ

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ଲାଗିବା ସାଧାରଣ କଥା। ବେଳେବେଳେ ସାମାନ୍ୟ କଥାକୁ ନେଇ ତୁମୁଳ କାଣ୍ଡ ବି ଘଟିଥାଏ। କାରଣ ମହିଳାଙ୍କୁ ପୁରୁଷମାନଙ୍କର...

Advertisement


Archives

Model This Week

Why Dharitri