ଅଢ଼େଇ ବର୍ଷ ବୟସରେ ୭ଜଣଙ୍କ ଜୀବନ ବଞ୍ଚାଇଲା ଏହି ଶିଶୁ: ଖେଳିବା ବେଳେ ଛାତରୁ ଗଳି ପଡ଼ି ଯାଇଥିଲା ଜୀବନ
ସୁରଟ,୧୮।୧୨: ଅଙ୍ଗଦାନ କରି ୭ଜଣଙ୍କୁ ନୂଆ ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ। ଗୁଜରାଟର ସୁରଟ ସହରରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଶିଶୁ ହେଲେ ଯଶ ଓଝା। ଡାକ୍ତରମାନେ ଯଶଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ…
ଭାରତୀୟ ବୋଲିଂ ଆଗରେ ଫିକା ପଡ଼ିଲା ବ୍ୟାଟିଂ: ୧୪୩ ରନ୍ରେ ୮ ଉଇକେଟ ହରାଇଲା ଅଷ୍ଟ୍ରେଲିଆ
ଆଡିଲେଡ୍, ୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ମ୍ୟାଚ୍ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଙ୍ଗାରୁ ଦଳ। ଶୁକ୍ରବାର ପ୍ରଥମ ଇନିଂସର ୬୧ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୧୪୩ ରନ୍ କରି ୮ ଉଇକେଟ ହରାଇଛି। ଟିମ୍ ପେନ୍(୪୨) ଏବଂ…
ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ: ଜଣେ ଗିରଫ
ନୟାଗଡ଼ ଅଫିସ,୧୮।୧୨: ନୟାଗଡ଼ ଜିଲା ଅବକାରୀ ବିଭାଗ ସିନ୍ଦୁରିଆ ବ୍ୟାଙ୍କ ଛକରେ ଶୁକ୍ରବାର ଚଢ଼ାଉ କରିଛି। ଚଢ଼ାଉରେ ପୋଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ଦୁର୍ଗାପ୍ରସଦର ନିରଞ୍ଜନ ମହାରଣା (…
ଖାଲି ପ୍ରେମ ନୁହେଁ, ପୁରୁଷ ସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା
ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି: ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା…
ବାଥଟବ୍ରେ ବାଘ…
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଡ୍ରଗ୍ସ ମାମଲାରେ ନୋଟିସ୍ ପରେ ଟ୍ରୋଲ ହେଉଛନ୍ତି କରନ୍ ଜୋହର: ଲୋକେ କହୁଛନ୍ତି ଏବେ ‘କଫି ଉଇଥ୍ ଏନ୍ସିବି’ର ସମୟ
ବମ୍ବେ: ବଲିଉଡ୍ ପାଇଁ ଅଡ଼ୁଆ ପାଲଟିଲାଣି ଏନ୍ସିବି ଯାଞ୍ଚ। ଗୋଟିଏ ପରେ ଗୋଟିଏ ଅଭିନେତାଙ୍କୁ ଏନ୍ସିବିରୁ ଡାକରା ଆସୁଛି। ଡ୍ରଗ୍ସ ସେବନଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯାଉଛି। ନିକଟରେ କମେଡିଆନ ଭାରତୀ ସିଂହ, ଅଭିନେତ୍ରୀ ଦୀପିକା…
ଶୂନରେ ଆଉଟ୍ ହେବାପରେ ସହଜ କ୍ୟାଚ୍ ଛାଡ଼ିଲେ ପୃଥ୍ବୀ ଶ: ରାଗିଗଲେ କୋହଲି
ଆଡିଲେଡ୍,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରେ ଅଧିନାୟକ ବିରାଟ କୋହଲୀ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ। ପରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ୍ କରି…
୭୧ ବର୍ଷୀୟ ପ୍ରଯୋଜକଙ୍କ ହାତ ଧରିଥିଲେ ୩୬ ବର୍ଷୀୟ ପ୍ରସିଦ୍ଧ ଗାୟିକା: ଏବେ ସ୍ବାମୀଙ୍କ ଷଷ୍ଠ, ନିଜର ପ୍ରଥମ ସନ୍ତାନକୁ ନେଇ ଚର୍ଚ୍ଚାରେ
ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା କ୍ୟାଥରିନ ମ୍ୟାକଫି ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୬ ବର୍ଷର । କ୍ୟାଥରିନ ଏବଂ ୭୧ ବର୍ଷର ଡେଭିଡ ଫୋଷ୍ଟର, ଡିସେମ୍ବର ମାସରେ ସେମାନଙ୍କ ପିଲାଙ୍କୁ ସ୍ବାଗତ କରିପାରନ୍ତି। ୨୦୧୯ରେ, କ୍ୟାଥରିନ ସଙ୍ଗୀତ…
ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଦିଆଯିବ କଡା ଯବାବ: ସିଡିଏସ୍
ନୂଆଦିଲ୍ଲୀ,୧୮ ।୧୨: ଚାଇନା ଓ ପାକିସ୍ତାନ ସହ ସୀମାରେ ଚାଲିଥିବା ବିବାଦ ମଧ୍ୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନରାଲ ବିପିନ ରାୱତ କହିଛନ୍ତି, ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ଦେଶ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଲଢିବ ଓ ଶତ୍ରୁକୁ ହରାଇବ…
ଶୀଘ୍ର ମା’ ହେବାକୁ ଚାହୁଁଛି: ସନା
ବମ୍ବେ: ପ୍ରେମିକଙ୍କଠାରୁ ଅଲଗା ହେବା ପରେ ପ୍ରଥମେ ଅଭିନୟଜଗତ ଛାଡ଼ିଥିଲେ ଅଭିନେତ୍ରୀ ସନା ଖାନ। ଆଉ ଏବେ ବିବାହ କରି ସେ ଚର୍ଚ୍ଚାରେ। ମୁଫ୍ତି ଅନସଙ୍କ ହାତ ଧରିଥିବା ସନା ଶୀଘ୍ର ମା’ ହେବାକୁ ଚାହୁଁଛନ୍ତି। ୨୦୧୭ରେ ମକ୍କା ଯାଇଥିବା ବେଳେ…
ବାଘ ଗଣନା ଆରମ୍ଭ
ପୁରୁଣାକଟକ,୧୮।୧୨(ଡି.ଏନ.ଏ.): ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ବନାଞ୍ଚଳରେ ବୁଧବାର ଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ୬ ଦିନ ଧରି ଡିଜିଟାଲ ସର୍ଭେ, ଆପ୍…
ଦେଢ଼ମାସରେ ୧୧ଶହ କୋଟି ଜିଏସ୍ଟି ଠକେଇ
ଭୁବନେଶ୍ୱର,୧୭୧୮।୧୨(ବ୍ୟୁରୋ): ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରି। କେବଳ କାଗଜକଲମରେ କୋଟିକୋଟି ଟଙ୍କାର କାରବାର ଦର୍ଶାଯାଉଛି। ଏଭଳି ଜାଲିଆତି କରି ସରକାରଙ୍କୁ ଶହ ଶହ କୋଟି ଟଙ୍କାର ବସ୍ତୁ ଓ ସେବା କର(ଜିଏସ୍ଟି) ଚୂନ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ। ଜାଲ୍…

