Home Left

ଅଧୁରା ରହିଛି ଅନେକ ସ୍ବପ୍ନ

ସରକାର ଜନସାଧାରଣଙ୍କ ପାଇଁ ଅନେକ ଆଇନ ପ୍ରଣୟନ କରିଛନ୍ତି। ହେଲେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥି ଲାଗି ରାଜନୈତିକ ଦଳର ବ୍ୟକ୍ତିମାନେ ବି ଦାୟୀ। କେବଳ ଆଇନ ଘୋଷଣା ଓ ଲାଗୁ କଲେ ସ୍ବାଧୀନତା ମିଳେ ନାହିଁ। ଏହାକୁ ପାଳନ…

କାହାଣୀ ହୋଇ ରହିଯିବ

ସେଦିନ ଥିଲା ୧୯୨୯ ମସିହା ଏପ୍ରିଲ୍‌ ୮ ତାରିଖ। ଦେଶବ୍ୟାପୀ ସତ୍ୟାଗ୍ରହ ସତ୍ତ୍ୱେ ଦିଲ୍ଲୀର ସେଣ୍ଟ୍ରାଲ୍‌ ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲିରେ ପବ୍ଲିକ୍‌ ସେଫ୍ଟି ବିଲ୍‌ ଓ ଟ୍ରେଡ୍‌ ଡିସ୍‌ପ୍ୟୁଟ ବିଲ୍‌କୁ ଆଇନରେ ପରିଣତ କରିବାକୁ ଚାଲିଥାଏ ଯୋଜନା। ହଠାତ୍‌ କରି ଦର୍ଶକ ଗ୍ୟାଲେରିରୁ…

ଏହା କିପରି ସ୍ବାଧିନତା: ୪ ବର୍ଷ ହେବ ଗୁମ୍ଫାରେ ରହୁଛନ୍ତି ୮ ପରିବାର

ବିଳାସପୁର,୧୫।୮: ଦେଶ ପାଳନ କରିଛି ୭୪ ତମ ସ୍ବାଧିନତା ଦିବସ। ହେଲେ ଆଜି ବି କେତେକ ସ୍ଥାନରେ ପରାଧିନତାର ଝଲକ ଦେଖିବାକୁ ମିଳୁଛି। ମଣ୍ଡି ଓ ବିଳାସପୁର ସୀମାରେ ୮ ପରିବାର ଏମିତି ଅଛନ୍ତି ଯେଉଁମାନେ ବିଗତ ପ୍ରାୟ ୪ ବର୍ଷ…

କରୋନାର ଶସ୍ତା ଔଷଧ ଏବେ ବଜାରରେ…

ହାଇଦ୍ରାବାଦ୍‌,୧୫।୮: ଦେଶରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ତେବେ ହାଇଦ୍ରାବାଦ୍‌ରୁ ଖୁସି ଖବର ମିଳିଛି। ସ୍ଥାନୀୟ ଔଷଧ କମ୍ପାନୀ ଏମ୍‌ଏସ୍‌ଏନ୍‌ ଗ୍ରୁପ୍‌ ପକ୍ଷରୁ ଶସ୍ତା କରୋନା ଔଷଧ ‘ଫେବିଲୋ’ ପ୍ରସ୍ତୁତ କରାଯାଇଛି। ଏହାକୁ ଫେବିପିରାଭିର୍‌ରୁ ପ୍ରସ୍ତୁତ କରାଯାଇଛି। ଏହାର…

ଗୁଗଲ୍‌ ପରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡ଼ିଆ’

ଭୁବନେଶ୍ୱର(ବ୍ୟୁରୋ),୧୫।୮: ଗୁଗଲ୍‌ ପରେ ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡ଼ି ହୋଇଛି ଓଡ଼ିଆ। ମାଇକ୍ରୋସଫ୍ଟରେ ଓଡ଼ିଆ ଟେକ୍ସଟ୍‌ ଟ୍ରାନ୍ସଲେଶନକୁ ଯୋଗ କରାଯିବା ପରେ କମ୍ପାନୀ ଏନେଇ ଘୋଷଣା କରିଛି। ଓଡ଼ିଆମାନେ ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌, ମାଇକ୍ରୋସଫ୍ଟ ଅଫିସ୍‌, ଟ୍ରାନ୍ସଲେଟର ଫର୍‌ ବିଙ୍ଗ୍‌…

କଟକଣା ସହ ଖୋଲିବ ଆର୍‌ଟିଓ

କଟକ ଅଫିସ,୧୫।୮: କରୋନା ମହାମାରୀ ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରୁଥିଲେ ମଧ୍ୟ ସଂକ୍ରମଣ ଭୟରେ ସର୍ବସାଧାରଣଙ୍କ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା। ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟାଳୟ ଚାଲିଥିଲା। କିନ୍ତୁ ଏବେ ସୀମିତ ସେବା ଓ କଟକଣା…

୨୪ ଘଣ୍ଟାରେ କରୋନା ମୃତ୍ୟୁ ସଂଖ୍ୟା ୧ହଜାର ମୁହାଁ

ନୂଆଦିଲ୍ଲୀ,୧୫।୮: ଦେଶରେ କରୋନା ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୫,୦୦୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି। ତେବେ ଗତ ୨୪ ଘଣ୍ଟାରେ କରୋନା ମୃତ୍ୟୁ…

ଝିଅଙ୍କ ବିବାହ ବୟସରେ ହେବ ପରିବର୍ତ୍ତନ: ମୋଦି ଦେଲେ ସୂଚନା

ନୂଆଦିଲ୍ଲୀ,୧୫।୮: ଦେଶରେ ମାତୃ ମୃତ୍ୟୁ ହାର କମାଇବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଅନ୍ତର୍ଗତ ଝିଅଙ୍କ ବିବାହ ବୟସ ଏବେ ୧୮ ବର୍ଷରୁ ବଢ଼ି ୨୧ ବର୍ଷ ହେବ ବୋଲି କୁହାଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଅନ୍ତର୍ଜାତୀୟ ବ୍ରେଲ୍‌ ମାଗାଜିନ୍‌ ଲୋକାର୍ପିତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ସଲାମ ଜୀବନ ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ବ୍ରେଲ୍‌ ମାଗାଜିନ୍‌ ‘ବ୍ରେଲ୍‌ କମ୍ୟୁନିକ୍‌’ ଲୋକାର୍ପିତ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଡିଏସ୍‌ଏସ୍‌ଓ ହେଡ୍‌କ୍ୱାର୍ଟର ସନ୍ନ୍ୟାସୀ କୁମାର ବେହେରା ଓ ତେଜେଶ୍ୱେର…

ସିବିଆଇ ତଦନ୍ତ ଦାବି କଲେ ଆଦିତ୍ୟଙ୍କ ମା

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଏକ ମାସରୁ ଊର୍ଦ୍ଧ୍ୱ ବିତିଛି। ଏବେ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଜିଆର୍‌ପି ଭଳି ସୁରାକ ପାଇପାରୁନି। ଫଳରେ ଆଦିତ୍ୟଙ୍କ ପରିବାର ଓ ସମର୍ଥକଙ୍କ ଭରସା ତୁଟିବାକୁ ବସିଲାଣି। ଆଦିତ୍ୟଙ୍କ ମା’…

ଓଡ଼ିଆ ଭାଷାରେ ‘ଥ୍ରୀଲର’

ଭୁବନେଶ୍ୱର (ବ୍ୟୁରୋ),୧୫।୮: ମହାମାରୀ କରୋନା ଲାଗି ସିନେମା ହଲ୍‌ ବନ୍ଦ ଥିବାବେଳେ ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ତଥା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର’ ଶୁକ୍ରବାର ଡିଜିଟାଲ ପ୍ଲାଟ୍‌ଫର୍ମରେ ରିଲିଜ ହୋଇଛି। ଓଡ଼ିଶା ଜନ୍ମିତ ଅଭିନେତ୍ରୀ ଅପ୍‌ସରା ରାଣୀ…

୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ସମୁଦ୍ର ପତ୍ତନରୁ ୭.୬ କିମି ଉପର ଦକ୍ଷିଣ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri