Home Left

ଏୟାର ଇଣ୍ଡିଆ ବିମାନରେ ମାଡ଼ ହେଲା ପକ୍ଷୀ: ୧୫୮ ଜଣ ଥିଲେ ଯାତ୍ରୀ

ନୂଆଦିଲ୍ଲୀ,୭।୧୦: ଏୟାର ଇଣ୍ଡିଆର ଏକ ବିମାନ ଏକ ସାଂଘାତିକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା। ମଙ୍ଗଳବାର କଲମ୍ବୋ-ଚେନ୍ନାଇ ବିମାନରେ ଏକ ପକ୍ଷୀ ଧକ୍କା ଦେବା ଫଳରେ ବିମାନକୁ ଜରୁରୀକାଳିନ ଅବତରଣ କରିବାକୁ ପଡିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି, ବିମାନଟି ୧୫୮ ଜଣ…

ଜିଲାପାଳଙ୍କୁ ଭେଟିଲେ OASରେ ସଫଳତା ପାଇଥିବା ଜନକ, ଭବିଷ୍ୟତରେ ଆଇଏଏସ୍‌ ହେବାକୁ ଲକ୍ଷ୍ୟ

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷାରେ ୩୨୭ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜନକ କୁମାର ତରାଇ ସୋମବାର ଜିଲାପାଳ ଭି କୀର୍ତ୍ତି ଭାସନଙ୍କୁ ଭେଟିଛନ୍ତି। ଏହି ଅବସରରେ ଜିଲପାାଳ ଜନକଙ୍କୁ ଏକ ମାନପତ୍ର ପ୍ରଦାନ…

ହଠାତ୍‌ ଚିରାଗଙ୍କ ଘରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ: ରାଜନୀତିରେ ହଲଚଲ

ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି। ଆସନ ବଣ୍ଟନ ନେଇ ଶାସକ ଏନଡିଏ ଏବଂ ବିରୋଧୀ ମେଣ୍ଟ ମଧ୍ୟରେ ଆଲୋଚନା ଚାଲିଛି। କୁହାଯାଉଛି ଯେ, ଚିରାଗ ପାସୱାନ ଆସନ ବଣ୍ଟନ ଫର୍ମୁଲାରେ…

ଏସିଆ କପ ଟ୍ରଫି ନେଇଯାଇଥିବା ସମ୍ପର୍କରେ ଏମିତି ଉତ୍ତର ଦେଲେ ନକଭି, ଶୁଣିଲେ ମୁଣ୍ଡରେ ହାତଦେବେ…

ନୂଆଦିଲ୍ଲୀ,୭।୧୦: ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କ ବିବାହ କରାଚୀରେ ହୋଇଛି। ଯେଉଁଥିରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଯୋଗ ଦେଇଥିଲେ। ସେ ଭାରତର ଏସିଆ କପ ୨୦୨୫ ଟ୍ରଫି ସାଙ୍ଗରେ ନେଇଯାଇଥିବାରୁ ସେ ଅନେକ ଦିନ ଧରି ଖବରରେ ଅଛନ୍ତି। ଅବରାରଙ୍କ…

‘ଟ୍ରେନିଂ ଅନ୍‌ ହ୍ବିଲ୍ସ’ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୦(ଅନୁରାଧା ମହାରଣା): ‘କେୟାର ବିୟଣ୍ଡ ପାୱାର- ବିକଜ୍‌ ପିପୁଲ ମ୍ୟାଟର’। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ସାମଗ୍ରିକ ବିକାଶ ଏବଂ କର୍ମଚାରୀ କଲ୍ୟାଣ ପାଇଁ ଟାଟା ପାଓ୍ବାର ପକ୍ଷରୁ ଏମିତି ଏକ ଥିମ୍‌କୁ ନେଇ ଉତ୍ସର୍ଗୀକୃତ ପ୍ରୟାସ ‘ଓଡ଼ିଶା ୨.୦’ ଆରମ୍ଭ ହୋଇଛି।…

ଆପଣଙ୍କ ଆକାଉଣ୍ଟକୁ ପିଏମ କିଷାନ ଟଙ୍କା ଆସିବ କି ନାହିଁ, ଫଟାଫଟ୍‌ କରନ୍ତୁ ଯାଞ୍ଚ, ନଚେତ୍‌..

ନୂଆଦିଲ୍ଲୀ,୭।୧୦: ଦେଶର ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ କୃଷି କିମ୍ବା କୌଣସି ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନିର୍ଭର କରନ୍ତି। ତଥାପି, ଆଜି ମଧ୍ୟ, ଅନେକ ଚାଷୀ ଚାଷରୁ ଆରାମରେ ସେମାନଙ୍କ ପରିବାର ଖର୍ଚ୍ଚ ମେଣ୍ଟାଇବା ପାଇଁ ଯଥେଷ୍ଟ ରୋଜଗାର କରିପାରୁନାହାଁନ୍ତି। ଏହି…

ବଲୁଚ ଆର୍ମି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ

ଇସଲାମାବାଦ,୭।୧୦: ପାକିସ୍ତାନର ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ବୋମା ବିସ୍ଫୋରଣରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଅନେକ କୋଚ ଲାଇନଚ୍ୟୁତ ହୋଇଛି। ବାଲୁଚ ଲିବରେସନ ଗାର୍ଡସ ଏହି ଆକ୍ରମଣ ପାଇଁ ଦାୟୀ ବୋଲି…

କଟକରୁ ହଟିଲା କର୍ଫ୍ୟୁ: ଇଣ୍ଟରନେଟ ସେବାକୁ ନେଇ ବଡ଼ ସୂଚନା ଦେଲେ ପୋଲିସ କମିଶନର

କଟକ,୭।୧୦: ଶେଷରେ କଟକରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଛି। ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ। ପରିସ୍ଥିତି ଦେଖି ଇଣ୍ଟରନେଟ ସେବା…

ଜ୍ୱାଇଁଙ୍କ ହାତରୁ ସିନ୍ଦୂର ପିନ୍ଧିବାକୁ ଯାଉଥିଲେ ଶାଶୁ, ମଙ୍ଗଳସୁତ୍ର ପକାଉଥିବାବେଳେ ଘଟିଲା…

ହାଇଦ୍ରାବାଦ,୭।୧୦: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ଶାଶୁ ତାଙ୍କ ନିଜ ଜ୍ୱାଇଁଙ୍କୁ ପ୍ରେମ କରୁଥିଲେ। ଜ୍ୱାଇଁ ମାତ୍ର ୧୮ ବର୍ଷ ବୟସର ଥିଲେ। ତଥାପି, ଶାଶୁ ଏହି ସମ୍ପର୍କ ଜାରି ରଖିଥିଲେ। ସେମାନେ ଏତେ ଗଭୀର…

ଚାଷ ସାରି ଘରକୁ ଫେରୁଥିଲେ ବିଜୟ, ନଦୀରେ ଭାସିଗଲେ: ଆଉ ତା’ପରେ…

ଭଞ୍ଜନଗର,୭।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗିର ବିଜୟ କୁମାର ସାହୁ (୫୦) ଗ୍ରାମ ନିକଟ ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାର ସକାଳେ ପୋଲିସ ବିଜୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ…

Youtubeରେ ମାତ୍ର ୫ ମିନିଟ୍‌ର ଭିଡିଓର କେତେ ଟଙ୍କା ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ପାକିସ୍ତାନରେ ନିଜ ସ୍ବାମୀଙ୍କୁ ଛାଡ଼ି ଭାରତ ଆସି ପ୍ରେମ ବିବାହ କରିଥିବା ସୀମା ହାଇଦର ୟୁଟ୍ୟୁବ ଜରିଆରେ ମାଲାମାଲ ହୋଇଛନ୍ତି। ପାକିସ୍ତାନରୁ ଭାରତ ଆସିବା ପରେ ସୀମାଙ୍କ କାହାଣୀ ଯେତେ ଆକର୍ଷଣୀୟ ଥିଲା, ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ସମାନ ଭାବରେ…

ବ୍ୟବସାୟୀଙ୍କୁ ଗାଡି ଚପାଇ ହତ୍ୟା ଉଦ୍ୟମ, ନିଛାଟିଆ ସ୍ଥାନରେ ହୋଟେଲ ମାଲିକଙ୍କୁ…

ବଲାଙ୍ଗୀର/ଟିଟିଲାଗଡ,୭।୧୦( ସୁନିଲ ମହାନ୍ତି, ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ଜଣେ ହୋଟେଲ ମାଲିକଙ୍କୁ ବୋଲେରୋ ଗାଡି ଚପାଇ ହତ୍ୟା କରିବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ ଦେଖି ଏହି ଅଭିଯୋଗ କରାଯାଇଛି। ଟିଟିଲାଗଡ଼ ବିଡିସିସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri