Home Left

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପ୍ରଶଂସା ପତ୍ର ସହ ୨୫ହଜାର ଟଙ୍କା

ଲକ୍ଷ୍ନୌ,୭।୧୦: ଯୋଗୀ ସରକାର ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ‘ଗୁଡ ସାମରିଟାନ’ ଯୋଜନା ଆରମ୍ଭ କରିଛନ୍ତି। ଯିଏ ପ୍ରଥମ ଘଣ୍ଟା ମଧ୍ୟରେ ଗୁରୁତର ଆହତଙ୍କୁ ହସ୍ପିଟାଲ ନେଇଯିବେ ତାଙ୍କୁ ‘ରାହ-ବୀର’ ପ୍ରମାଣପତ୍ର…

ଭଉଣୀଙ୍କୁ ଉପହାର ଦେଲେ ରିଙ୍କୁ ସିଂ

ଲକ୍ଷ୍ନୌ,୭।୧୦: ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ରିଙ୍କୁ ସିଂ ତାଙ୍କ ଭଉଣୀ ନେହାକୁ ଏକ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟି ଉପହାରରେ ଦେଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଫଟୋ ଶେୟାର କରି ରିଙ୍କୁଙ୍କ ଭଉଣୀ ନେହା…

ଭାଜପା ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣା: ଆସିଲା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୭।୧୦: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଭାଜପା ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ…

ବୈଭବ ସୂର୍ଯ୍ୟବଂଶୀ ମିଳିଲା ଚେତାବନୀ: ଭାରତ ଫେରିଲେ ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୭।୧୦:ଭାରତର ୧୯ ବର୍ଷରୁ କମ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏଠାରେ ଯୁବ ଖେଳାଳିମାନେ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏବେ ସେ…

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ: ୪ଗୁରୁତର

ପୁରୀ,୭।୧୦: ହରଶପଡ଼ାରୁ ସୁକଳ ଯାଉଥିବା ଏକ ଆମ ବସ୍‌ରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ବିନ୍ଧନ ଛକଠାରେ ଜଣେ ଯୁବକ ବସ୍‌ରେ ଚଢି ବସିଥିବା ଯାତ୍ରୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଆକ୍ରମଣକାରୀଙ୍କ ସମତେ ୪ଜଣ ଯାତ୍ରୀ ଗୁରୁତର…

ରୋହିତ ଶର୍ମାଙ୍କୁ ହଟାଇବା ପରେ ଏବେ ବିପଦରେ ଟିମ ଇଣ୍ଡିଆ! ଏହି ୩ କାରଣ ପାଇଁ…

ନୂଆଦିଲ୍ଲୀ,୭।୧୦: ଏକ ବଡ଼ ପରିବର୍ତ୍ତନରେ, ରୋହିତ ଶର୍ମାଙ୍କ ସ୍ଥାନରେ ଯୁବ ଓପନର ଶୁଭମନ ଗିଲଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି। ଏହାର ଅର୍ଥ ହେଉଛି ରୋହିତ ଏବଂ ବିରାଟ ଦୁଇ ପୂର୍ବତନ ଭାରତୀୟ ଅଧିନାୟକ ଗିଲଙ୍କ ନେତୃତ୍ୱରେ…

ଏସ୍‌ଆଇ ପରୀକ୍ଷା ଜାଲିଆତି: ଆସିଲା ରାଜନୈତିକ ଲିଙ୍କ୍‌

ଭୁବନେଶ୍ୱର,(ସତ୍ୟଜିତ ରାଉତ)/ବାଲେଶ୍ୱର, ୬ା୧୦ (ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ପାଇଁ…

ସୁନା ଦୋକାନରେ ଭୀଷଣ ନିଆଁ: ସବୁ ଜଳିପୋଡ଼ି ଛାରଖାର୍‌

ମୁନିଗୁଡା,୭।୧୦(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲା ମୁନିଗୁଡାର ପାଇକସାହି ଛକ ବଜାରସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ସୁନା ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଦୋକାନରେ ନିଆଁ ଲାଗିଥିବା ନେଇ…

ମହୁମାଛି ଆକ୍ରମଣରେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ଜ୍ବାଇଁ ମୃତ, ମହୁ ସଂଗ୍ରହ କରିବାକୁ ଯାଇଥିବାବେଳେ ହଠାତ୍‌…

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଭୂୟାଁ ଆଦିବାସୀ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିରୋ ସାଆନ୍ତ (୫୫)। ସେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ବଡ ଜ୍ବାଇଁ ବୋଲି…

ଆଲକହଲ୍‌ ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନଚେତ୍‌ ହୋଇପାରେ ସାଂଘାତିକ…

ଅଧିକାଂଶ ମହିଳା ଆଲକହଲ୍‌ ପିଉଥିବା ଦେଖିବାକୁ ମିଳୁଛି । ହେଲେ ଆପଣ ଜାଣନ୍ତି କି ଏହା ନା କେବଳ କ୍ୟାନ୍‌ସର, ହୃଦ୍‌ରୋଗ ଏବଂ ଅନ୍ୟାନ୍ୟ ଘାତକ ରୋଗର ଆଶଙ୍କା ବୃଦ୍ଧି କରିଥାଏ ବରଂ ତ୍ୱଚା ପାଇଁ ମଧ୍ୟ ଏହା କ୍ଷତିକାରକ… ଓ୍ବାଲର୍‌ଡ…

ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜାଇଲା ଚାଇନା, କରିଦେଲା ଏମିତି କାମ, ଭୟରେ…

ଓ୍ବାଶିଂଟନ୍‌,୭।୧୦: ଚାଇନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ାଇଛି। ଚାଇନା ଏହାର ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ, J-୨୦ର ଏକ ଅପଗ୍ରେଡେଡ ସଂସ୍କରଣ, J-୨୦A ଉନ୍ମୋଚନ କରିଛି। ଏହାକୁ ଚାଇନାର ଘାତକ “ମାଇଟି ଡ୍ରାଗନ” ମଧ୍ୟ କୁହାଯାଉଛି। ଏହା…

ମାତ୍ର ୧୪୧ ବଲ୍‌ରେ ୩୧୪ ରନ୍‌: ଦିନିକିଆରେ ତ୍ରିଶତକ ହାସଲ କରି ସମସ୍ତଙ୍କ ଚକିତ କଲେ ଏହି କ୍ରିକେଟର୍‌

ସିଡନୀ,୭।୧୦:ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲିୟ ଖେଳାଳି ହରଜସ ସିଂହ ୫୦ ଓଭର କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି। ସେ ୩୫ ଛକା ସହିତ ୧୪୧ ବଲରେ ୩୧୪ ରନ କରିଥିଲେ। ଗତ ବର୍ଷ, ହରଜସ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri