Home Left

ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ ପାଇଁ ରହିଛି ଷ୍ଟକ୍‌

ନୂଆଦିଲ୍ଲୀ,୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବେ ଖୋଲା ଯୁଦ୍ଧରେ ପରିଣତ ହୋଇଛି, ଆମେରିକା ଏବଂ ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଇରାନକୁ ଗଭୀର ଭାବରେ କ୍ଷତି ପହଞ୍ଚାଇଛି। ଇରାନ ସରକାରଙ୍କ ତଥ୍ୟ ଅନୁଯାୟୀ, ଆମେରିକା ଏବଂ ଇସ୍ରାଏଲର ବିମାନ ଆକ୍ରମଣରେ ଏପର୍ଯ୍ୟନ୍ତ 1,145…

ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ

ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍‌ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି। ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ। ଗୁଜରାଟ…

T20 World Cup 2026 ଫାଇନାଲରେ ପରଫର୍ମ କରିବେ ଏହି ବିଦେଶୀ କଳାକାର, ନାମ ଘୋଷଣା କଲା ICC

ନୂଆଦିଲ୍ଲୀ,୬।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି। ବିଶ୍ୱକପ ସମାପନ ଉତ୍ସବରେ ବିଦେଶୀ କଳାକାରମାନେ ପ୍ରଦର୍ଶନ କରିବେ। ପ୍ୟୁର୍ଟୋରିକାନ ପପ ଷ୍ଟାର ରିକି ମାର୍ଟିନ ଫାଇନାଲ ମ୍ୟାଚରେ…

ଧୋନିଙ୍କ ୧୯ ବର୍ଷର ପୁରୁଣା ରେକର୍ଡ ଦୋହରାଇଲେ ଶିବମ୍‌

ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଶିବମ୍‌ ଦୁବେ ୨୫ ବଲରେ ୪୩ ରନ କରି ରନ୍‌ଆଉଟ୍‌ ହୋଇଥିଲେ। ଚଳିତ ଟି୨୦ ବିଶ୍ୱକପ୍‌ରେ ସେ ତୃତୀୟ ଥର ପାଇଁ ରନଆଉଟ୍‌ ହୋଇଥିଲେ। ଟି୨୦ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ଥର ରନଆଉଟ୍‌…

ଯୁଦ୍ଧ ଭିତରେ ଭାରତକୁ ବଡ଼ ବିପଦ, ବଙ୍ଗୋପସାଗରରୁ ହୋଇପାରେ ଆଟାକ୍‌!

ନୂଆଦିଲ୍ଲୀ,୬।୩: ତାଇୱାନ ଉପରେ ଆକ୍ରମଣ କରିବା ପୂର୍ୱରୁ, ଚାଇନା କ’ଣ ଭାରତକୁ ବହୁମୁଖୀ ମୋର୍ଚ୍ଚାରେ ସାମିଲ କରିବାକୁ ଚାହୁଁଛି? କାରଣ ଚାଇନା ଜାଣେ ଯେ ତାଇୱାନ ଉପରେ ଆକ୍ରମଣ ହେଲେ ତା’ ପାଇଁ ସବୁଠାରୁ ବଡ଼ ବିପଦ ଭାରତଠାରୁ ଆସିବ। ଚାଇନା…

ପୂରଣ ହେଲା ସ୍ବପ୍ନ, UPSC ପରୀକ୍ଷାରେ ବାଜି ମାରିଲେ ଭାଜପା ନେତାଙ୍କ ପୁଅ

ନୂଆଦିଲ୍ଲୀ,୬।୩: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ ପରୀକ୍ଷା ୨୦୨୫ ପାଇଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ହରିୟାଣାର ଜଣେ ଭାଜପା ନେତାଙ୍କ ପୁଅ ଏକାଂଶ ଧୂଲ ଦେଶରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଭାଜପା…

ବୁମରାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଉତ୍ସର୍ଗ କଲେ ସଞ୍ଜୁ ସାମସନ

ମୁମ୍ବାଇ,୬।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷେ ମ୍ୟାଚ୍‌ରେ ଠିକଣା ସମୟରେ ଘାତକ ବୋଲିଂ…

‘ଉତ୍ତମ କଳାକାର ହେବା ପାଇଁ ଶିକ୍ଷକ ପ୍ରେରଣାର ଉତ୍ସ ହେବା ଆବଶ୍ୟକ’

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ କଳାଶିକ୍ଷକ ଅକ୍ଷୟ କୁମାର ସେଠୀଙ୍କ…

ଚତୁର୍ଥ ଥର ପାଇଁ ICC ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବେ ଭାରତ-ନ୍ୟୁଜିଲାଣ୍ଡ, ପୁଣି ‘ଅଶୁଭ’ ନ ହେଉ ନରେନ୍ଦ୍ର ମୋଦି ଷ୍ଟାଡିୟମ

ନୂଆଦିଲ୍ଲୀ,୬।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ହେବାକୁ ଯାଉଛି। ଗୋଟିଏ ମ୍ୟାଚ ପରେ ବିଜୟୀ ଦଳ ନିର୍ଣ୍ଣୟ କରାଯିବ। ରବିବାର, ୮ ମାର୍ଚ୍ଚରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା କରିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ ହୋଟେଲ ରୁମ, ଟ୍ରାଏଲ ରୁମ କିମ୍ବା ଚେଞ୍ଜିଂ ରୁମ୍‌ର ଲୁଚା କ୍ୟାମେରା (Hidden…

‘ଯେମିତି କରିବ ସେମିତି ମିଳିବ…’, ଚାଚା ନୀତୀଶଙ୍କୁ ନେଇ ଏମିତି କ’ଣ କହିଦେଲେ ରୋହିଣୀ? ଯାହାକୁ ନେଇ ହେଲାଣି ଖୁବ ଚର୍ଚ୍ଚା

ପାଟନା,୬।୩: ନୀତୀଶ କୁମାର ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି (ନୀତୀଶ କୁମାର ରାଜ୍ୟ ସଭା ମନୋନୟନ)। ଆଗାମୀ ଦିନରେ ବିହାରରେ ଏକ ନୂତନ ସରକାର ଗଠନ ହେବ। ନୀତୀଶ…

ସାଙ୍ଗମାନଙ୍କ ସହ ଖେଳୁଥିଲାବେଳେ ନାବାଳିକାଙ୍କୁ ବଳାତ୍କାର, ଆସାମୀଙ୍କୁ ଅଦାଲତ ଶୁଣାଇଲେ ଏହି ରାୟ…

କଟକ,୬ା୩(ପ୍ରଭୁକଲ୍ୟାଣ ପାଲ): ନାବାଳିକା ବଳାତ୍କାର ମାମଲାରେ ଆସାମୀକୁ ଶୁକ୍ରବାର ସଜା ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ। ଜରିମାନା ବାବଦ ୨୦,୦୦୦ ଟଙ୍କା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?