ଚୌଦ୍ୱାର ଜେଲରେ ଆତ୍ମହତ୍ୟା କଲେ କଏଦୀ
ଚୌଦ୍ୱାର,୧୮। (ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରେ ସୋମବାର ବିଳମ୍ବିତ ରାତିରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଲେଶ୍ୱର ଜିଲା କର୍ମଦା ଥାନା ଅନ୍ତର୍ଗତ କୁଲିହା ଗ୍ରାମର ସୁବଳ ଚନ୍ଦ୍ର ବାନଙ୍କ ପୁଅ ବିଜେନ୍ଦ୍ର ବାନ(୨୧)।…
ଭିକ୍ଷୁ ଦାନକଲେ ୯୦ ହଜାର ଟଙ୍କା
ମଦୁରାଇ,୧୮।୮: କରୋନା ମହାମାରୀ ସହ ସାରା ବିଶ୍ୱ ଲଢେକ କରି ଚାଲିଥିବା ବେଳେ ଏହା ଏବେବି ତା’ର କାୟା ବିସ୍ତାର କରି ରଖିଛି। ଏହି କରୋନା ଯୁଦ୍ଧରେ ନିଜର ସୀମିତ ସଞ୍ଚୟକୁ ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ମଦୁରାଇର…
ଆକ୍ଟର ହେବା ପାଇଁ ୪ ଶହ ଟଙ୍କା ଲାଞ୍ଚ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଜି ଭଗବାନ ଭଳି ପୂଜା କରୁଛନ୍ତି ଲୋକେ
କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତା ହେଉଛନ୍ତି ସୋନୁ ସୁଦ। କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବା ଠାରୁ ଆରମ୍ଭକରି ସେମାନଙ୍କୁ ଚାକିରି ଯୋଗାଇବା…
ବାକ୍ସ ଭିତରେ କୁକୁଡ଼ା ଛୁଆଙ୍କ ମଧ୍ୟରେ ବିଲେଇ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା
ମୁମ୍ବାଇ, ୧୮।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ନିର୍ମାତା କରୋନା ଜୋହରଙ୍କୁ ଟାର୍ଗେଟ୍ କହିଛନ୍ତି। ସୁଶାନ୍ତଙ୍କ କ୍ୟାରିୟରକୁ କରନ ଶେଷ କରିଥିବା…
ନଷ୍ଟ ହେବନି ପୁରୁଣା ପୋଷାକ
ପୋଷାକ ପୁରୁଣା ହୋଇଗଲେ କିମ୍ବା କୌଣସି କାରଣରୁ ଚିରିଗଲେ ଅବା ଛୋଟ ହୋଇଗଲେ ସାଧାରଣତଃ ଅନେକଙ୍କ ଲାଗି ଏହା ଅନାବଶ୍ୟକ ହୋଇ ପଡିରହେ କିମ୍ବା ଫିଙ୍ଗା ହୋଇଯାଏ। ହେଲେ ଆପଣ ଚାହିଁଲେ ଏହାକୁ ବ୍ୟବହାର କରି ଏଭଳି କିଛି ସାମଗ୍ରୀ ପ୍ରସ୍ତୁତ…
ପିଲା ରହିବେ ଫିଟ୍
ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କୁ ମୋଟା ହୋଇଥିବାର ଦେଖି ଭାରି ଖୁସି ହୁଅନ୍ତି। ଆଉ ପିଲା ଯେପରି କୌଣସି କାରଣରୁ ଝଡି ନ ଯାଏ ବା ପତଳା ନ ହୋଇଯାଏ ସେଥିପ୍ରତି ଯତ୍ନଶୀଳ ମଧ୍ୟ ଥାଆନ୍ତି। ହେଲେ ଆପଣ ଜାଣନ୍ତି କି,…
ଆତ୍ମନିର୍ଭରଶୀଳ ଗୃହିଣୀ
ଜଣେ ଗୃହିଣୀ ଦିନ ସାରା ପରିବାରର ପ୍ରତ୍ୟେକ କାର୍ଯ୍ୟ କରିଥାଏ। ହେଲେ ଏହି ଅବିରତ ଶ୍ରମ ବଦଳରେ ତାକୁ ନା ମିଳିଥାଏ କୌଣସି ପାରିଶ୍ରମିକ ନା ପ୍ରଶଂସା। ବରଂ ନିଜର ପ୍ରତିଟି ଆବଶ୍ୟକତା ପୂର୍ଣ୍ଣ ଲାଗି ତାକୁ ନିର୍ଭର କରିବାକୁ ପଡିଥାଏ…
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବଦଳିଲା ନାମ: ରାଷ୍ଟ୍ରପତି ଦେଲେ ମଞ୍ଜୁରୀ
ନୂଆଦିଲ୍ଲୀ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନକୁ ଶିକ୍ଷା ମନ୍ତ୍ରଣାଳୟ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ସୋମବାର ରାତିରେ ଜାରି କରାଯାଇଥିବା ଅଧିସୂଚନା ଅନୁସାରେ, ଗତ ମାସରେ କ୍ୟାବିନେଟର ମଞ୍ଜୁରୀ ପରେ ନୂତନ ଶିକ୍ଷା ନୀତିର…
ଏହି ଉପାୟରେ କରନ୍ତୁ ଗଣେଶ ପୂଜା: ହେବ ଧନ ବର୍ଷା, ଚମକିବ ଭାଗ୍ୟ
ଆଗକୁ ଆସୁଛି ଗଣେଶ ପୂଜା। ବାପ୍ପାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କରୋନା ଯୋଗୁ ଏଥର ଗଣେଶ ପୂଜା କିଛିଟା ଫିକା ପଡିବାର ସମ୍ଭାବନା ରହିଛି। ଆପଣ ବାହାରକୁ ନ ଯାଇ ନିଜ ଘରକୁ…
ଘରୋଇ ସ୍କ୍ରବ୍
ତ୍ୱଚାକୁ ବ୍ରଣ କିମ୍ବା ଅନ୍ୟାନ୍ୟ ସମସ୍ୟାଠୁ ଦୂରେଇ ରଖିବା ଲାଗି ମଝିରେ ମଝିରେ ଏକ୍ସଫୋଲିଏଟ୍ କରିବା ଦରକାର; ଯାହା କି ତ୍ୱଚାକୁ ଧୂଳି, ପ୍ରଦୂଷଣରୁ ରକ୍ଷା କରିଥାଏ। ତେବେ ଏଥିପାଇଁ ଆବଶ୍ୟକ ହୋଇଥାଏ ସ୍କ୍ରବ୍। ଯଦିଓ ମାର୍କେଟ୍ରେ ବିଭିନ୍ନ କମ୍ପାନୀର ସ୍କ୍ରବ୍…
ଚାଇନାର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ
ବେଜିଂ,୧୮।୮: ରୁଷିଆ ପରେ ଚାଇନା କରୋନା ଭାଇରସ ପାଇଁ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାସହ ସେ ଏହି ଭ୍ୟାକ୍ସିନକୁ ଟ୍ରାଏଲ ମଧ୍ୟ କରି ସାରିଥିବା କହିଛି। ଚାଇନାର ଭ୍ୟାକ୍ସିନ କମ୍ପାନୀ କାନସାଇନୋ ବାୟୋଲଜିକ୍ସ କର୍ପୋରେଶନକୁ କରୋନା ଭ୍ୟାକ୍ସିନ…
Archives


