Home Left

ହେଲମେଟ୍‌ର ଓଜନ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ହେଲେ ଲାଗିପାରେ ଜରିମାନା!

ଭୋପାଳ,୧୮।୮: ମଧ୍ୟପ୍ରଦେଶରେ ଟ୍ରାଫିକ୍‌ ନିୟମ ଏବେ କଡ଼ାକଡ଼ି ହେବାକୁ ଯାଉଛି। ପରିବହନ ବିଭାଗ, ନାପଟୋଲ ଓ ଟ୍ରାଫିକ୍‌ ପୋଲିସ ମିଳିତ ଭାବେ ଏବେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ସମୟରେ ହେଲମେଟ୍‌ର ଓଜନ ମଧ୍ୟ ଯାଞ୍ଚ କରିବେ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ…

ଗ୍ୟାଙ୍ଗ୍‌ଷ୍ଟାର୍‌ ବିକାଶ ଦୁବେଙ୍କ ଅସ୍ଥି ନେବା ପାଇଁ ପହଞ୍ଚିଲେ ସ୍ତ୍ରୀ

କାନପୁର,୧୮।୮:ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଅସ୍ଥି ନେବା ପାଇଁ ନେବା ସ୍ତ୍ରୀ ରିଚା ଦୁବେ ମଙ୍ଗଳବାର କାନପୁରରେ ପହଞ୍ଚିଛନ୍ତି। ବିକାଶଙ୍କ ଅସ୍ଥିକୁ କାନପୁରର ଏକ ଅସ୍‌ଇ କଳସ ବ୍ୟାଙ୍କରେ ରଖାଯାଇଥିଲା। ରିଚା ତାଙ୍କ ଓକିଲମାନଙ୍କ ସହିତ ଭୈରୋଘାଟରେ ପହଞ୍ଚିଥିଲେ।…

ବୈଷ୍ଣୋ ଦେବୀ ମନ୍ଦିରର ୩ ପୂଜାରୀଙ୍କ ସମେତ ୨୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୮: କରୋନା ଭାଇରସ ସଂକ୍ରମଣ ପାଇଁ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ରବିବାର ଭକ୍ତଙ୍କ ଦର୍ଶନ ପାଇଁ ମା’ ବୈଷ୍ଣୋ ଦେବୀ ମନ୍ଦିର ଖୋଲି ଦିଆଯାଇଥିଲା। କରୋନା ଭାଇରସ ସଂକ୍ରମଣକୁ ନେଇ ମଧ୍ୟ କଡାକଡି ନିୟମ ପାଳନ କରାଯାଇଥିଲା।…

ଆଇପିଏଲ ଟାଇଟଲ ସ୍ପନ୍ସର ହେଲା ଡ୍ରିମ-୧୧, ଏତିକି ଟଙ୍କାରେ କିଣିଲା ଅଧିକାର

ନୂଆଦିଲ୍ଲୀ,୧୮।୮:ଆଇପିଏଲ ୨୦୨୦ ପାଇଁ ଚାଇନା କମ୍ପାନୀ ଭିଭୋ ସ୍ଥାନରେ ନୂତନ ଟାଇଟଲ ପ୍ରଯୋଜକ ଘୋଷଣା କରାଯାଇଛି। ଭିଭୋ ସିଜନ ୧୩ରୁ ବିଦା ହେବା ପରେ ଡ୍ରିମ ୧୧କୁ ଚଳିତ ବର୍ଷ ଆଇପିଏଲ ଟାଇଟଲ ପ୍ରାୟୋଜକ ଦାୟିତ୍ୱ ମିଳିଛି। ଡ୍ରିମ ୧୧ ଆଇପିଏଲ…

ଆଖି ପିଛୁଳାକେ ପାଣିରେ ରକେଟ ଭଳି ପଳାଉଛି କୁକୁଡ଼ା ଛୁଆ , ଆଉ ତା ପରେ

ସୋସିଆଲ ମିଡିଆରେ  କୁକୁଡ଼ା ଛୁଆକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି କୁକୁଡ଼ା ଛୁଆଟିକୁ ଆଣି ବାହାରେ ଛାଡିବା ବେଳେ ସେ ଆଖି ପିଛୁଳାକେ ପାଣିରେ ରକେଟ୍‌ ଭଳି ପଳାଉଛି। ଯାହାକୁ ଦେଖିଲେ ଯେ, କେହିବି ଆଶ୍ଚର୍ଯ୍ୟ…

ଆସାମ ବନ୍ୟା ପୀଡ଼ିତଙ୍କୁ ୧ କୋଟି ଟଙ୍କା ଦାନ କଲେ ଅକ୍ଷୟ

ଦିସପୁର,୧୮।୮: ବଲିଉଡ୍‌ ନାୟକ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ଖିଲାଡି ବୟ ଏବେ ୧ କୋଟି ଟଙ୍କା ଦାନ କରିଛନ୍ତି। ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଟୁଇଟ୍‌ କରି ଏଥିପାଇଁ ଅକ୍ଷୟଙ୍କୁ…

ଶାଶୁ-ବୋହୂଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ଜାଣନ୍ତୁ କ’ଣ ରହିଛି କାରଣ

ପାଟନା,୧୮।୮: ବିହାରର ଗୋପାଳଗଞ୍ଜରେ ଶାଶୁ-ବୋହୂଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ୩ବର୍ଷ ପୂର୍ବେ ଏହି ଦୁଇ ମହିଳା ମିଶି ୪ ବର୍ଷର ଶିଶୁକୁ ବଳି ଦେଇଥିଲେ। ଗୋପାଳଗଞ୍ଜର ବିଜୟପୁରା ପୋଲିସ ଷ୍ଟେସନର ଚିତୁନ ଗାଁର ବିନୋଦ ସାହାଙ୍କ ଚାରି ବର୍ଷର ପୁଅ ଦେବ…

ଚୌଦ୍ୱାର ଜେଲରେ ଆତ୍ମହତ୍ୟା କଲେ କଏଦୀ

ଚୌଦ୍ୱାର,୧୮। (ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରେ ସୋମବାର ବିଳମ୍ବିତ ରାତିରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଲେଶ୍ୱର ଜିଲା କର୍ମଦା ଥାନା ଅନ୍ତର୍ଗତ କୁଲିହା ଗ୍ରାମର ସୁବଳ ଚନ୍ଦ୍ର ବାନଙ୍କ ପୁଅ ବିଜେନ୍ଦ୍ର ବାନ(୨୧)।…

ଭିକ୍ଷୁ ଦାନକଲେ ୯୦ ହଜାର ଟଙ୍କା

ମଦୁରାଇ,୧୮।୮: କରୋନା ମହାମାରୀ ସହ ସାରା ବିଶ୍ୱ ଲଢେକ କରି ଚାଲିଥିବା ବେଳେ ଏହା ଏବେବି ତା’ର କାୟା ବିସ୍ତାର କରି ରଖିଛି। ଏହି କରୋନା ଯୁଦ୍ଧରେ ନିଜର ସୀମିତ ସଞ୍ଚୟକୁ ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ମଦୁରାଇର…

ଆକ୍ଟର ହେବା ପାଇଁ ୪ ଶହ ଟଙ୍କା ଲାଞ୍ଚ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଜି ଭଗବାନ ଭଳି ପୂଜା କରୁଛନ୍ତି ଲୋକେ

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ହେଉଛନ୍ତି ସୋନୁ ସୁଦ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବା ଠାରୁ ଆରମ୍ଭକରି ସେମାନଙ୍କୁ ଚାକିରି ଯୋଗାଇବା…

ବାକ୍ସ ଭିତରେ କୁକୁଡ଼ା ଛୁଆଙ୍କ ମଧ୍ୟରେ ବିଲେଇ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା

ମୁମ୍ବାଇ, ୧୮।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ନିର୍ମାତା କରୋନା ଜୋହରଙ୍କୁ ଟାର୍ଗେଟ୍‌ କହିଛନ୍ତି। ସୁଶାନ୍ତଙ୍କ କ୍ୟାରିୟରକୁ କରନ ଶେଷ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri