ଥାନା ବାବୁଙ୍କ ଦାଦାଗିରି: ନ ନାଚିଲେ ଦାଏର ହେବନି ମାମଲା
କାନପୁର, ୧୮।୮: ଆଇନର ରକ୍ଷକ ସାଜିଥିବା ପୋଲିସଙ୍କ ପାଖକୁ ଲୋକେ ସହାୟତା ମାଗିବାକୁ ଯାଇଥାନ୍ତି। ଏପରିସ୍ଥଳେ ପୋଲିସ ଯଦି ଲୋକଙ୍କୁ ହଇରାଣ କରେ ତେବେ ତାହା ଆଇନର ଉଲ୍ଲଂଘନ ବୋଲି କୁହାଯାଇଥାଏ। ଉତ୍ତରପ୍ରଦେଶର କାନପୁରରେ ଜଣେ ଥାନା ବାବୁ ପୀଡ଼ିତାଙ୍କୁ ହଇରାଣ…
ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଯିବ ରୁଷିଆର କରୋନା ଭ୍ୟାକ୍ସିନ
ମସ୍କୋ,୧୮।୮: ପ୍ରଶ୍ନ ଘେରରେ ପୋତିହୋଇ ପଡିଥିବା ରୁଷିଆର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ ଏବେ ଫେଜ୍ ଥ୍ରି ହ୍ୟୁମାନ ଟ୍ରାଏଲ ପାଇଁ ଯିବ ବୋଲି ଜଣାପଡିଛି। ଆଗାମୀ ୭ ଦିନ ମଧ୍ୟରେ ଏହା ଆରମ୍ଭ କରାଯାଇପାରେ। ରୁଷିଆ ଏହି ଭ୍ୟାକ୍ସିନର ଏକ ଭିଡିଓ…
ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୧୯ ଆକ୍ରାନ୍ତ
ଭୁବନେଶ୍ୱର,୧୮।୮(ବ୍ୟୁରୋ): ଏକ ପ୍ରକାର ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହୁଥିବା ବେଳେ ବର୍ତ୍ତମାନ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଜିଲା। ମଙ୍ଗଳବାର ରାଜ୍ୟରେ ୨୯ ଜିଲାରୁ ୨୨୩୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ୪୧୯ ଖୋର୍ଦ୍ଧା ଜିଲାରୁ ଚିହ୍ନଟ…
ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍
ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଗାଜିଆବାଦର ବିଧାୟକ ଅତୁଲ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ତାଙ୍କୁ ସାମାନ୍ୟ ଜ୍ୱର ହେବା ସହ ଗଳାରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କର ପରୀକ୍ଷା କରାଯାଇଥିଲା।…
ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍ଡାଉନ
ଗୁଡ୍ଭେଲା,୧୮।୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ରୁଷୁଡା ସରପଞ୍ଚ ସବିତା ବେହେରା ତାଙ୍କ ପତ୍ର ସଂଖ୍ୟା ୩୭ରେ ପଞ୍ଚାୟତକୁ ୭୨ ଘଣ୍ଟା…
ଗତ ୨୪ଘଣ୍ଟାରେ ୫୫ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୧୮।୮: ଗତ କିଛି ଦିନରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଭାରତରେ ୫୫,୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷ ପାର କରିଛି। ତେବେ…
ସେଲ୍ସ ଗର୍ଲରୁ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୮।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଙ୍ଗଳବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୮ ଅଗଷ୍ଟ, ୧୯୫୯ରେ ତାମିଲନାଡୁର ଚେନ୍ନାଇ ନିକଟ ମଦୁରାଇର ଏକ ଗାଁରେ ଜନ୍ମ ନେଇଥିଲେ ସୀତାରାମଣ। ସୀତାରାମଣ ହାତଗଣତି ସେହି ମହିଳା ନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ…
ଗଞ୍ଜାମରେ କମୁଛି କରୋନା ଆକ୍ଟିଭ୍ ସଂଖ୍ୟା
ଛତ୍ରପୁର,୧୮।୮(ଡି.ଏନ.ଏ): ଗଞ୍ଜାମ ଜିଲାରେ କୋଭିଡ୍ ଆକ୍ଟିଭ୍ କେଶ୍ କମିବାରେ ଲାଗିଛି। ଏ ନେଇ ମଙ୍ଗଳବାର ଏକ ଗ୍ରାଫ୍ ସହ ଜିଲପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଜିଲାକୁ ଅନ୍ୟ ରାଜ୍ୟରୁ ପ୍ରାୟ ୪ ଲକ୍ଷ ପ୍ରବାସୀ ଫେରିଥିଲେ।…
ଗାଭାସ୍କରଙ୍କ ଶତକକୁ ଅପେକ୍ଷା କରି ଏହି କ୍ରିକେଟରଙ୍କ ପ୍ୟାଣ୍ଟ୍ ହୋଇଥିଲା ଓଦା, ଜାଣନ୍ତୁ କାହିଁକି
ପୂର୍ବତନ ଭାରତୀୟ କ୍ରିକେଟର ସନ୍ଦୀପ ପାଟିଲ ଆଜି ୬୪ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୨ରେ, ଫୈସଲାବାଦରେ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ସମୟରେ ଏକ ଅଜବ ଘଟଣା ଘଟିଥିଲା। ଯାହା ଶୁଣିଲେ କ୍ରିକେଟ ପ୍ରଶଂସକମାନେ ନିଜ ହସକୁ ରୋକିପାରିବେ ନାହିଁ।…
ଗାଈକୁ ଖାଇବାକୁ ଦେଲେ ଦେଶୀବୋମା
କୋଏମ୍ବାଟୁର, ୧୮।୮: ଚାଷ ଜମିରେ ରଖାଯାଇଥିବା ଦେଶୀବୋମା ଖାଇ ଏକ ଗାଈ ଗୁରୁତର ଆହତ ହୋଇଛି। ଏହି ଘଟଣା ତାମିଲ୍ନାଡୁର କୋଏମ୍ବାଟୁରରେ ଘଟିଛି। ସ୍ଥାନୀୟ ମେଟ୍ଟୁପାଲାୟମ୍ରେ ଜଙ୍ଗଲୀ ବାର୍ହା ଶିକାର କରିବା ଲାଗି ଶିକାରୀ ଦେଶୀବୋମା ଘାସ ମଧ୍ୟରେ ରଖିଥିଲେ। ଏହାକୁ…
ଦୁଇ ମହିଳାଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁଲେ ରାଷ୍ଟ୍ରପତି
ଲିସବନ,୧୮।୮: ପର୍ତ୍ତୁଗାଲର ଏଲଗ୍ରାଭେ ବିଚ୍ରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଯେତେବେଳେ ପାଣିରେ ବୁଡି ଯାଉଥିବା ୨ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ ନିଜେ ରାଷ୍ଟ୍ରପତି। ମିଳିଥିବା ସୂଚନାରୁ ଜଣାପଡିଛି, ଏଲଗ୍ରାଭେ ବିଚରେ ଦୁଇ ମହିଳା ଏକ…
ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲିକ
ଶିଲଂ,୧୮।୮: ଗୋଆର ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିବା ସତ୍ୟପାଲ ମଲିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯାଇ ନ ଥିବା ବେଳେ ମହରାଷ୍ଟ୍ର ରାଜ୍ୟପାଳ ଦାୟିତ୍ୱରେ ଥିବା ଭଗତ ସିଂ…
Archives


