ଏହି ଅଭିନେତାଙ୍କ କଥା ମାନି ବିକିନି ପିନ୍ଧିଥିଲେ ମମତାଜ୍‌

ବଲିଉଡର ଭେଟେରାନ ଅଭିନେତ୍ରୀ ମମତାଜ ଆଜିକାଲି ମୁମ୍ବାଇରେ ଅଛନ୍ତି। ସେ ଦୀର୍ଘ ସମୟ ପରେ ଅର୍ଥାତ୍‌ ପ୍ରାୟ ଏକ ବର୍ଷ ପରେ ଲଣ୍ଡନରୁ ଫେରିଛନ୍ତି । ମମତାଜ ଏବେ ମଧ୍ୟ ସୁସ୍ଥ ଅଛନ୍ତି। ନିକଟରେ ତାଙ୍କ ଦେହାନ୍ତ ହେବାର ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ସେ ନିଜେ ଏକ ଭିଡିଓ ଜାରି କରି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ମମତାଜ ମୁମ୍ବାଇ ଆସି ବେଶ୍‌ ଖୁସି ନଜର ଆସିଛନ୍ତି। ଏକ ବର୍ଷ ପରେ ମୁମ୍ବାଇ ଆସିଛି। ମୋ ସ୍ବାମୀ ଏଠାକୁ ଆସିବାର ନିଷ୍ପତ୍ତିରେ ଖୁସି ନ ଥିଲେ। ମୁଁ ବିପଦରେ ପଡେ ସେ ଚାହୁଁ ନ ଥିଲେ। ମୁମ୍ବାଇକୁ ଭଲ ପାଉଥିବାରୁ ମୁଁ ଏଠାକୁ ଆସିଛି ବୋଲି ମମତାଜ କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମମତାଜ ବିଗତ ଦିନର ସ୍ମୃତିକୁ ବଖାଣି ଥିଲେ। ଫିରୋଜ ଖାନଙ୍କ ଫିଲ୍ମ ଅପରାଧରେ ପ୍ରଥମଥର ପାଇଁ ବିକିନି ପିନ୍ଧିଥିବା ସେ କହିଥିଲେ। ପ୍ରଥମେ ଏହା ପିନ୍ଧିବାକୁ ମୁଁ ଅରାଜି ଥିଲି। କିନ୍ତୁ ଫିରୋଜଙ୍କ କହିବା ପରେ ବିକିନି ପିନ୍ଧିଥିଲି। ଏଥିରେ ମୁଁ ବହୁତ ସେକ୍ସି ଏବଂ ଭଲ ଦେଖାଯାଉଥିଲି। ତେଣୁ ଫିଲ୍ମରେ ପିନ୍ଧିବାକୁ ରାଜି ହୋଇଥିଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ଏନଟିଆରଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ଆଲିଆ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ଆଗଧାଡିର ନାୟକ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ଷ୍ଟାରର ମୁଭି ଆର ଆର ଆରରେ ବଲିଉଡ ନାୟିକା ଆଲିଆ...

ଦୀର୍ଘଦିନର ବ୍ୟବଧାନ ପରେ କାମକୁ ଫେରିଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଧନୁଷଙ୍କ ସହ ବିବାହ ବିଚ୍ଛେଦକୁ...

ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍‌ ଖାଁ, ଅକ୍ଷୟ...

କଡା ସୁରକ୍ଷା ମଧ୍ୟରେ ବିବାହ କରିବେ ସିଦ୍ଧାର୍ଥ-କିଆରା

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ୭ ତାରିଖରେ ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସ...

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର...

ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ

ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ...

ବାପାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ ଫରହାନ୍‌

ବମ୍ବେ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ ବାପା ଜାଭେଦ ଅଖତରଙ୍କୁ ଜନ୍ମଦିନରେ ଖାସ ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ୭୮...

ସୁପରହିଟ୍‌ ଫିଲ୍ମରେ କାମ ନ କରି ପଶ୍ଚାତ୍ତାପ କରୁଛନ୍ତି ଏହି କଳାକାର

ବଲିଉଡ୍‌ର ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ଏବଂ ‘ଦିଲ୍‌ ତୋ ପାଗଲ ହୈ’ ପାଇଁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଜୁହି ଚାଓ୍ବଲା।...

Advertisement
Archives

Model This Week