ତେଜ ପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢିବେ ଐଶ୍ୱର୍ଯ୍ୟା !
ପାଟନା,୨୧।୮: ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ତଥା ତେଜ ପ୍ରତାପ ଯାଦବଙ୍କ ଶ୍ୱଶୁର ବିଧାୟକ ଚନ୍ଦ୍ରିକା ରାୟ ଗୁରୁବାର ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ ସାମିଲ ହୋଇଛନ୍ତି। ଏବେ ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନୁମାନ କରାଯାଉଛି…
ପାଣି ଛିଞ୍ଚିଲେ ମରିବ କରୋନା ଭାଇରସ!
ନୂଆଦିଲ୍ଲୀ,୨୧।୮: କରୋନା ଭାଇରସକୁ ମାରିବାକୁ କିଏ କେତେ ପ୍ରକାର ଗବେଷଣା କରୁଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ଉପରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ରୁଷିଆ ପ୍ରଥମ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଏହାକୁ ନେଇ କିନ୍ତୁ ଉଠୁଛି…
ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ କରୋନା
ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କର କରୋନା ଟେଷ୍ଟ ହୋଇଥିଲା। ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ବିଧାୟକ ସଞ୍ଜୀବ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ…
ମୋଦିଙ୍କୁ ମିଳିବ ଟ୍ରମ୍ପଙ୍କ ଭଳି ସୁବିଧା
ନୂଆଦିଲ୍ଲୀ,୨୧।୮: ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବିମାନ ଯାତ୍ରାକୁ ସୁରକ୍ଷିତ କରିବାକୁ ଆସନ୍ତା ସପ୍ତାହରେ ହାଇସିକ୍ୟୁରିଟି ଥିବା ବିମାନ ଦେଶରେ ଲ୍ୟାଣ୍ଡ କରିବାର ଯୋଜନା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳୁଥିବା ଏୟାର ଫୋର୍ସ ଓ୍ବାନ ଭଳି ଏବେ ଭାରତର…
ମୂଷା ପାଇଁ ଘଟିଲା ଅଗ୍ନିକାଣ୍ଡ: ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି
ମୂଷା ଦ୍ୱାରା କ୍ଷତି ହେବା ସାଧାରଣ କଥା। ସେଥିପାଇଁ ମୂଷାକୁ ଧରିବା ପାଇଁ ଲୋକେ ଯନ୍ତା ବସାଇଥାନ୍ତି। କିନ୍ତୁ ନିକଟରେ ଗୋଟିଏ ମୂଷା ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟାଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଘଟଣାଟି ହେଉଛି ଗତ ଫେବୃୟାରୀ…
ଜିନିଷ କିଣିବାର ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଜଣାପଡ଼ିଲେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍: ଏଭଳି ଅଫର ଦେଇ ଦୋକାନ ସିଲ୍
ବ୍ୟବସାୟୀମାନେ ନିଜର ଲାଭ ପାଇଁ କିଛି ବି କରିପାରନ୍ତି। କରୋନା ସମୟରେ କେରଳର ଜଣେ ଦୋକାନୀ ନିଜ ବ୍ୟବସାୟ ପାଇଁ ଏକ ଅଦ୍ଭୁତ ଅଭିନବ ଅଫର୍ ଦେଇଛନ୍ତି। ଅଫର୍ର ବିଜ୍ଞାପନ ଅନୁଯାୟୀ, ତାଙ୍କ ଦୋକାନରୁ ଜିନିଷ ନେବାର ୨୪ ଘଣ୍ଟା ମଧ୍ୟରେ…
କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚାହୁଁଛନ୍ତି। ଏମିତିକି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ…
ଖୁସି ଖବର: ବେଜିଂ ହେଲା ମାସ୍କ ଫ୍ରି
ବେଜିଂ,୨୧।୮: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏବେ କିନ୍ତୁ ଚାଇନା ଏଥିରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା କହୁଛି। ରାଜଧାନୀ ବେଜିଂରେ ଏବେ ମାସ୍କ ନ ପିନ୍ଧିଲେ ବି କରୋନା ସଂକ୍ରମଣ ଭୟ…
ଭିଜିଲାନ୍ସ ଜାଲରେ ଗ୍ରାମରୋଜଗାର ସେବକ : ୩୨ ହଜାର ଲାଞ୍ଚ ନେଉଥିବା ବେଳେ ପଡିଲେ ଧରା
ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ଗ୍ରାମରୋଜଗାର ସେବକ ଦିଲ୍ଲୀପ କୁମାର ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରକାଶ ଯେ, ଏକ କୂଅ ଖୋଳିବା ପାଇଁ ଉକ୍ତ ପଞ୍ଚାୟତ ଲାଦାମାଲା ଗ୍ରାମର ରଞ୍ଜନ ଦିଗାଳ…
ଦୂତି ପାଇବେ ଅର୍ଜୁନ ପୁରସ୍କାର
ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଆଥଲେଟ ଦୂତି ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତି ଚାନ୍ଦଙ୍କ ସହ ୨୭ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ଏ ନେଇ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।
ଅଫିସ ଯିବା ପାଇଁ ରେଡ୍ଡି ହେଲେ ୨ ଓରାଙ୍ଗଓଟାନ: ଭିଡିଓ ହେଲା ଭାଇରାଲ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଦୁଇ ଓରାଙ୍ଗଓଟାନ ବାଥରୁମରେ ଗାଧୋଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ୨ ଓରାଙ୍ଗଓଟାନ ଡ୍ରେସ…
ହାର ମାନିଲାନି ଭାଲୁଛୁଆ: ପଡ଼ି ଓଠି ପହଞ୍ଚିଲା ପାହାଡ଼ ଉପରେ, ଯେଉଁଠି ମା’ କରିଥିଲା ଅପେକ୍ଷା
ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ଭାଲୁକୁ ନେଇ ବର୍ତ୍ତମାନ…
Archives


