ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା

ମୁମ୍ବାଇ,୨୮।୧୨-ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା। ଅପକମିଂ ଫିଲ୍ମ ’ମିସନ ମଜନୁ’ରେ ସେ ନଜର ଆସିବେ। ତେବେ ପ୍ରଥମ ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଏବେ ଦ୍ୱିତୀୟ ଫିଲରେ ସାଇନ କରିଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ସେ ସ୍କ୍ରିନ ଶେୟାର କରିବେ। ବିକାଶ ବେହଲଙ୍କ ଆଗାମୀ ଫିଲ୍ମର ଲିଡ ରୋଲରେ ନଜର ଆସିବେ ରଶ୍ମୀକା। ଏଥିରେ ସେ ଅମିତାଭ ବଚ୍ଚନଙ୍କ ସହ କାମ କରିବେ । ବର୍ତ୍ତମାନ ପାଇଁ ଏହି ଫିଲ୍ମର ନାଁ ’ଡେଡଲି’ ରଖାଯାଇଛି।୨୦୨୧ ମାର୍ଚ୍ଚରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ! କୃଷ୍ଣା କହିଲେ…

ବମ୍ବେ: ବୁଝାମଣାର ଅଭାବ ହେଲେ ଫିକା ପଡ଼ିଥାଏ ସମ୍ପର୍କ। ସେଭଳି କିଛି ଘଟିଛି ସୁପରଷ୍ଟାର ଗୋବିନ୍ଦାଙ୍କ ଏବଂ ଭଣଜା କୃଷ୍ଣା ଅଭିଷେକଙ୍କ କ୍ଷେତ୍ରରେ। ମାମୁଁଙ୍କୁ କୃଷ୍ଣା...

ପ୍ରିୟଙ୍କାଙ୍କୁ ନେଇ ଏମିତି କହିଲେ ରାମଚରଣ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମଚରଣଙ୍କ ଅଭିନୀତ ଫିଲ୍ମ‘ଆର୍‌ଆର୍‌ଆର’ଏବେ ଚର୍ଚ୍ଚାରେ। ଏହି ଫିଲ୍ମରେ ରାମ୍‌ ଚରଣ ଅଲୁ ସୀତାରାମ ରାଜୁ (RRR ରେ ରାମ ଚରଣ)...

ବୋଲ୍ଡ ଶଟ୍‌ ପାଇଁ..

କିଆରା ଆଡଓ୍ବାନୀଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ନିକଟରେ ଏକ ସିନେମାରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଏଥିରେ...

ଆଡଭାନୀଙ୍କ ସହ ଫଟୋ ଶେୟାର କଲେ ‘ରାମାୟଣ’ର ସୀତା

ରମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଚିଖଲିଆଙ୍କୁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ନିଜ ବିଷୟରେ...

ସୁସ୍ମିତାଙ୍କ ଫଟୋ ଦେଖି ଏମିତି କମେଣ୍ଟ୍‌ ଦେଲେ ପ୍ରେମିକ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି। ଯେବେଠୁ...

ଆଲିଆଙ୍କ ପ୍ରିୟ ଖାଦ୍ୟ: ଏଥିରେ ରହିଛି ଏସବୁ ଉପକାରୀ ଗୁଣ

ବଲିଉଡ୍‌ର କୌଣସି ତାରକା ଯଦି କୁହନ୍ତି, ତାଙ୍କର ପ୍ରିୟ ଖାଦ୍ୟ ଦହି ଭାତ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଦହି...

ଭିକ୍କି କୌଶଲ-ଭୂମି ପେଡନେକର କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ବଲିଉଡ୍‌ରେ କରୋନା ସଂକ୍ରମଣ ଜାରି ରହିଛି। ସୋମବାର ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ୍‌ ହୋଇଛନ୍ତି। ସେମାନଙ୍କର ନମୁନା...

କାନ୍ଦିଲେ ହ୍ରିତିକ!

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ରିଲିଜ ହୋଇସାରିଛି। ଓଟିଟି ପ୍ଲାଟଫର୍ମରେ ଏହା...

Advertisement
Archives

Model This Week