ଜାତୀୟ ପତାକାକୁ ଅସମ୍ମାନ: ସ୍ବାଧୀନତା ଦିବସରେ ତ୍ରିରଙ୍ଗା କେକ୍ କାଟିଥିଲେ ଟିଏମ୍ସି ନେତା, ଭିଡିଓ ଭାଇରାଲ ପରେ..
କୋଲକାତା, ୨୨।୮: ସ୍ବାଧୀନତା ଦିବସରେ ତ୍ରିରଙ୍ଗାକୁ ଅସମ୍ମାନ। ଏଭଳି ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ମାଲଦା ଜିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଶାସକ ତୃଣମୂଳ କଂଗ୍ରେସର କିଛି ସ୍ଥାନୀୟ ନେତା ମିଶି ତ୍ରିରଙ୍ଗାର କେକ୍ କାଟିବା ସହ…
କରୋନା ସହିତ ଲଢ଼ିବ ନିମ୍ବ, ଭାରତରେ କରାଯାଉଛି ଏହାର ପରୀକ୍ଷା
କରୋନା ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିଛି। ଭାରତ ସମେତ ବିଶ୍ୱ ବ୍ୟାପୀ ଏହାର ସମାଧାନ ଖୋଜା ଯାଉଛି। ଅନେକ ଦେଶ ମଧ୍ୟ ଏହାର ଟିକା ଉପରେ ଗବେଷଣା ଜାରି ରଖିଛନ୍ତି। ରୁଷିଆ ଏହାର ଟିକା ମଧ୍ୟ ବାହାରି କରିଥିବା…
ଗୁଣ୍ଡୁଚିମୂଷା ଉଠାଉଛି ଫଟୋ: ଦେଖିଲେ ଉଡ଼ିଯିବ ହୋସ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଫଟୋ ବହୁତ ଭାଇରାଲ…
ଭଦ୍ରକରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣକୁ ବାଦ୍ ଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ
ଭଦ୍ରକ ଅଫିସ,୨୨।୮: ଭଦ୍ରକ ଜିଲାରେ ଶନିବାର ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୭ରେ ପହଞ୍ଚିଛି। ଆଜିର ଚିହ୍ନଟଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଛାଡିଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି।…
ହୀରା ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ଛନ୍ଦି ହୋଇଥିଲେ ଏହି ଅଭିନେତ୍ରୀ: ଆଉ ତା’ ପରେ..
ବମ୍ବେ: ଟେଲିଭିଜନ ଦୁନିଆରେ ଗୋପି ବୋହୁ ନାମରେ ପରିଚିତ ଦେବୋଲିନା ଭଟ୍ଟାଚାର୍ଯ୍ୟ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏବେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଥିବା ଦେବୋଲିନାଙ୍କ ନାମ ପୂର୍ବରୁ ଏକାଧିକ ବିବାଦରେ…
ପଢ଼ିବା ପାଇଁ ଏମିତି ପଦକ୍ଷେପ ନେଲେ ଏହି ଗରିବ ଛାତ୍ରୀ, ଜାଣିଲେ କରିବେ ପ୍ରଶଂସା
ମୁମ୍ବାଇ,୨୨ା୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ରହୁଥିବା ଜଣେ ଛାତ୍ରୀ ଗାଁରେ ଇଣ୍ଟରନେଟ୍ ସୁବିଧା ନ ଥିବାରୁ ଉତ୍ସର୍ଗୀକୃତ ମନୋଭାବ ଏବଂ ପରିଶ୍ରମ ଯୋଗୁ ସେ ପାହାଡ଼ିଆ ଅଞ୍ଚଳରେ ଏକ ଝୁମ୍ପୁଡ଼ି ତିଆରି କରିଛନ୍ତି। କୋକଣ ଅଞ୍ଚଳ ପାହାଡ଼ ଏବଂ ଖାଲଖମାରେ ପରିପୂର୍ଣ୍ଣ।…
ଆୟରଲାଣ୍ଡ ପାର୍କରେ ଦେଖିବାକୁ ମିଳିଛି ଗଣେଶଙ୍କ ଅଦ୍ଭୁତ ପ୍ରତିମା
ଡବଲିନ,୨୨।୮:ଅଗ୍ରପୂଜ୍ୟ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଏହାକୁ କେହି କେହି ବିନାୟକ ଚତୁର୍ଥୀ ବୋଲି ମଧ୍ୟ କହିଥାଆନ୍ତି। ଏହିଦିନ ପ୍ରତିଘରେ ଗଣେଶଙ୍କ ପ୍ରତିମା…
ଏୟାରପୋର୍ଟରେ ଚାକିରି ନାଁରେ ଲକ୍ଷାଧିକ ଠକେଇ: ଏସ୍ପିଙ୍କ ନିକଟରେ ଫେରାଦ ହେଲେ ଯୁବକ
ବ୍ରହ୍ମପୁର ଅଫିସ ,୨୨। ୮: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଚାକିରି ଦେବା ନାଁରେ ଠକେଇ ଘଟଣା ନଜରକୁ ଆସିଛି। ଏୟାରପୋର୍ଟରେ ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇରେ ଶିକାର ଯୁବକ ଗୁପ୍ତେଶ୍ବର…
ଅନ୍ଲାଇନରେ ପାଠ ପଢିବାକୁ ୫୦ କିଲୋମିଟର ଯାତ୍ରା କରୁଛନ୍ତି ୨ଶହ ଛାତ୍ରୀଛାତ୍ର
ମୁମ୍ବାଇ,୨୨।୮: ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଅନ୍ଲାଇନରେ ପାଠ ପଢିବାକୁ ପାଖାପାଖି ୨ଶହ ଛାତ୍ରୀଛାତ୍ର ଦୈନିକ ୫୦ କିଲୋମିଟର ଯାତ୍ରା କରୁଥିବା ଜଣାପଡିଛି। ପ୍ରଥମେ କରୋନା ମହାମାରୀ ଓ ପରେ ନିସର୍ଗ ବାତ୍ୟାରେ ପ୍ରଭାବିତ ହୋଇଥିବା ଉପକୂଳ ଅଞ୍ଚଳରେ ରହୁଥିବା ପିଲାମାନେ ଗତ…
୬୫ ବର୍ଷୀୟା ବୃଦ୍ଧା ୧୪ ମାସ ଭିତରେ ଜନ୍ମ ଦେଇଛନ୍ତି ୮ ସନ୍ତାନ!
ପାଟନା,୨୨ା୮: ବିହାରରେ ବିଭିନ୍ନ ବିଭାଗରେ ଅନିୟମିତତା ହେଉଥିବା ଖବର ଅନେକ ସମୟରେ ଜାଣିବାକୁ ମିଳିଥାଏ। ଏବେ ଏଠାରେ ଆଉ ଏକ ସରକାରୀ ଯୋଜନାରେ ଘୋଟାଲା ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା, ଲୋକମାନେ ଏହି ଦୁର୍ନୀତିରେ ପ୍ରକୃତିର ନିୟମ ମଧ୍ୟ ଭୁଲି ଯାଇଛନ୍ତି।…
ଗୋଟିଏ ବର୍ଷରେ ୧୪ ହିଟ୍ ଫିଲ୍ମ ଦେଇ ବିଗ୍ ବିଙ୍କୁ ପଛରେ ପକାଇଥିଲେ ଚିରଞ୍ଜିବ
ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବ ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୨ ଅଗଷ୍ଟ ୧୯୫୫ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ନେଇଥିଲେ ଏହି ସୁପରଷ୍ଟାର। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଠାରୁ ବଲିଉଡ୍ ପର୍ଯ୍ୟନ୍ତ ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି।…
ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଉପରେ ନିର୍ମାଣ ହେଲା ଫିଲ୍ମ: ‘ପ୍ରକାଶ ଦୁବେ କାନପୁର ଓ୍ବାଲା’ ର ଟ୍ରେଲର ରିଲିଜ
ମୁମ୍ବାଇ: ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପୋଲିସ ଏନକାଣ୍ଟରରେ ମୃତ୍ୟୁ ହୋଇଛି ସତ। ହେଲେ ତାଙ୍କ ନାଁର ଚର୍ଚ୍ଚା ଏତେ ମାତ୍ରାରେ ହୋଇଛି ଯେ ଫିଲ୍ମ ନିର୍ମାତା ଏହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ…
Archives


