Home Left

ଶିଶୁକନ୍ୟାକୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨।୮: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଜଣେ ମହିଳା ନିଜର ୧ବର୍ଷ ୭ ମାସର ଝିଅକୁ ହତ୍ୟାକରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବରପାଇ ପୋଲିସ ପହଞ୍ଚି…

ପୁଅର ଆତ୍ମା ନେବାକୁ ହାତରେ ଖଣ୍ଡାଧରି ହସ୍ପିଟାଲରେ ପହଞ୍ଚିଲେ ବାପା

ଯୋଧପୁର, ୨୨।୮: ଆଧୁନିକ ଯୁଗରେ ବେଳେବେଳେ ତନ୍ତ୍ରମନ୍ତ୍ର ଜାଲରେ କେତେକ ନିରୀହ ଲୋକ ପଡୁଥିବାର ଘଟଣା ନଜରକୁ ଆସିଥାଏ। ରାଜସ୍ଥାନର ଯୋଧପୁରରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ମଥୁରାଦାସ ମାଥୁର ହସ୍ପିଟାଲରେ ଦୁଇଜଣ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ହାତରେ ଖଣ୍ଡା…

ବିବାଦ ପରେ ଇନ୍‌ଷ୍ଟାଗ୍ରାମ ଛାଡ଼ିଲେ ଏହି ଅଭିନେତା: ଲେଖିଲେ ଏଭଳି କିଛି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ଟ୍ରୋଲ ହେଉଛନ୍ତି ଅନେକ କଳାକାର। ଏମାନଙ୍କ ମଧ୍ୟରୁ ବାଦ୍‌ ପଡ଼ିନାହାନ୍ତି ସୁରଜ ପଞ୍ଚୋଲି। ସୁରଜ ଦିଶାଙ୍କ ଭଲ ସାଙ୍ଗ ଥିଲେ ବୋଲି କୁହାଯାଉଥିଲା। ହେଲେ ସୁରଜ…

ଜି. ଉଦୟଗିରିରୁ ସମ୍ପୂର୍ଣ୍ଣ ହଟିଲା କଣ୍ଟେନମେଣ୍ଟ, ଜାଣନ୍ତୁ କେଉଁ ସବୁ ସାହି ଥିଲେ ଏହି ଜୋନ୍‌ରେ

ଜି.ଉଦୟଗିରି,୨୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରୁ ସମ୍ପୂର୍ଣ୍ଣ ରୂପେ କଣ୍ଟେନମେଣ୍ଟ ଜୋନ୍‌ ହଟାଯାଇଛି। ଅଗଷ୍ଟ ୫ ତାରିଖରେ ବ୍ୟାଙ୍କ କଲୋନୀ ଓ ଅଗଷ୍ଟ ୯ରେ ଚମ୍ପାସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ଶନିବାର ଉକ୍ତ ଦୁଇ ସାହିରୁ କଣ୍ଟେନମେଣ୍ଟ ଉଠାଯିବା…

ଗଣେଶ ଚତୁର୍ଥୀରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ ଚଳିତ ଥର ସବୁ ପର୍ବପର୍ବାଣି ଫିକା ପଡ଼ିଯାଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଗଣେଶ ପୂଜା। ଶନିବାର ସାରା ଦେଶ ବିଘ୍ନରାଜଙ୍କୁ ସ୍ବାଗତ କରିବାରେ ଲାଗିପଡ଼ିଛି। ଚଳିତ ଥର ଗଣେଶ ଚତୁର୍ଥୀ ଫିକା…

କରୋନା ପରେ ଏବେ ଆମେରିକା ଉପରେ ମାଡି ଆସୁଛି ଆଉ ଏକ ବିପଦ!

ଓ୍ବାଶିଂଟନ,୨୨।୮: ଆମେରିକାର ଫ୍ଲୋରିଡା ଉପକୂଳ ଓ ଗଲ୍ଫ କୋଷ୍ଟରେ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ବାତ୍ୟା(ଲଉରା) ସ୍ଥଳଭାଗ ଛୁଇଁବାର ଅନୁମାନ କରିଛି ପାଣିପାଗ ବିଭାଗ। ଏବେ ଏହି ସାଇକ୍ଲୋନିକ ଷ୍ଟର୍ମ ପୂର୍ବ କୈରେବିୟାରେ ଥିବା ବେଳେ ଏହା ବ୍ୟତୀତ ଆଉ ଏକ…

ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ

ମୁମ୍ବାଇ,୨୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା। ତେବେ ଶନିବାର ସୁଶାନ୍ତଙ୍କ ପୋଷ୍ଟମାର୍ଟମ କରିଥିବା ଡାକ୍ତର ଓ ଏକ୍ସପର୍ଟ ଟିମ୍‌ଙ୍କୁ ସିବିଆଇ ପଚରାଉଚରା…

ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ

ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ ଲାଗିଛି। ସ୍ଥାନୀୟ ପରତାପୁର ଅଞ୍ଚଳର ଏକ ଗୋଦାମରେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି…

କାନଝରି ନଦୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ: ଗମନାଗମନ ଠପ୍‌

ପାଟଣା,୨୨।୮(ସ୍ବ.ପ୍ର.): ଗତ କିଛି ଦିନରୁ ଜାରି ରହିଥିବା ଲାଘୁଚାପ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି କେନ୍ଦୁଝର ଜିଲା। ପାଟଣା କେନ୍ଦେଇପଶି ରାସ୍ତାର ଭିମାପଡା ନିକଟରେ ଥିବା କାନଝରି ନଦୀ ପୋଲ ଉପରେ ଶନିବାର ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି।…

ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଯିବ କରୋନା ଭାଇରସ: ଡବ୍ଲୁଏଚ୍‌ଓ !

ଜେନେଭା,୨୨।୮: ଏବେ କରୋନାକୁ ହରାଇବା ପାଇଁ ସବୁ ବିକାଶଶୀଳ ଦେଶ ଏହାର ଭ୍ୟାକ୍ସିନ ବା ଟିକା ଉପରେ ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରସ୍‌ ଅଧାନମ ଘେବ୍ରିୟେସସ କହିଛନ୍ତି ମାତ୍ର ଦୁଇ ବର୍ଷ ମଧ୍ୟରେ ବିଶ୍ୱରୁ…

ରାଜ୍ୟରେ ଆଉ ୯ଜଣଙ୍କ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରେ ପୁଣି କରୋନାଜନିତ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି…

୧୩୯ ଜଣଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ଜଣେ ମହିଳା

ହାଇଦ୍ରାବାଦ,୨୨।୮: ଗତ କିଛି ବର୍ଷ ହେବ ଜଣେ ମହିଳାଙ୍କୁ ୧୩୯ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୋଲିସ ଏହି ଅଭିଯୋଗ ପାଇ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ମହିଳାଙ୍କ ସୂଚନା ଅନୁଯାୟୀ, ତାଙ୍କ ବିବାହର ମାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri