ଚକୋଲେଟ୍‌ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…

ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


ମହିଳା ଜଣକ ଚକୋଲେଟ୍‌ର କାର୍ବନ ପେପର ରାପର ପରି ସୁନା ଚୋରି କରୁଥିଲେ। କଷ୍ଟମ ବିଭାଗ ତାଙ୍କଠାରୁ ୪୮୧ ଗ୍ରାମ ସୁନା ଜବତ କରିଛି। ମହିଳା ଜଣକ ରାପର ଭାବେ ଚକୋଲେଟ୍‌ ବକ୍ସରେ ନେଉଥିଲେ। ସ୍କ୍ରିନିଂ ମେଶିନରୁ ବଞ୍ଚିବା ପାଇଁ ସୁନାକୁ କାର୍ବନ ପେପର ଏବଂ କାର୍ଡବୋର୍ଡ ସହିତ ମିଶାଇ ନେଉଥିଲେ। ଅଧିକାରୀମାନେ ଚୋରିର ତରିକା ସମ୍ପର୍କରେ କହିଛନ୍ତି, ସୁନାକୁ ପ୍ରଥମେ ତରଳାଇ ଦେଇଥିଲେ। ଏହା ପରେ ଏକ କାର୍ଡବୋର୍ଡ ବକ୍ସ ମଧ୍ୟରେ ନୀଳ ରଙ୍ଗର କାର୍ବନ ପେପର ଉପରେ ଚକୋଲେଟ୍‌ ରାପର ଉପରେ ରଖିଥିଲେ। ଯାହାକି ଯାଞ୍ଚ ସମୟରେ ଜଣାପଡ଼ିଥିଲା।


ସୁନା ଚୋରା ଚାଲାଣ ମାମଲାରେ କେରଳ ଭାରତରେ ଏକ ସୁରକ୍ଷିତ ସ୍ଥାନ ପାଲଟିଛି। ଭାରତରେ ସୁନା ଚୋରା ଚାଲାଣ ଏବଂ ଆତଙ୍କବାଦୀ ନେଟ୍‌ଓ୍ବାର୍କ ମଧ୍ୟରେ ଲିଙ୍କ୍‌ ଥିବା ନେଇ ଏନ୍‌ଆଇଏ ଦୃଷ୍ଟି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ମାର୍ଚ୍ଚରୁ ଦିଆଯାଉଛି ହୋମିଓପାଥି ଔଷଧ

ଅହମଦାବାଦ,୨୪।୮: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ...

ରାମଲୀଳା ମଇଦାନରେ ଧନ୍ୟବାଦ ରାଲିରେ ଯୋଗଦେବେ ମୋଦି

ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୧ଟା ୩୦ରେ ରାଜଧାନୀ ଦିଲ୍ଲୀରେ ଥିବା ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ରାଲିରେ ଯୋଗ ଦେବେ। ଏଥିପାଇଁ...

‘୨୦୨୪ରେ ଭାଜପାକୁ ହରାଇବା ସମ୍ଭବ’

ନୂଆଦିଲ୍ଲୀ,୨୪।୧: “୨୦୨୪ରେ ଭାଜପାକୁ ହରାଇବା ସମ୍ଭବ। କିନ୍ତୁ ଭାଜପାକୁ ବର୍ତ୍ତମାନ ବିରୋଧୀ ହରାଇ ପାରିବେ କି? ସମ୍ଭବତଃ ନା। ୨୦୨୪ରେ ଭାଜପାକୁ କଡ଼ା ଟକ୍କର ଦେବା...

କଣ୍ଟ୍ରାସେପଶନ ବ୍ୟବହାର କରୁନାହାନ୍ତି ୫୭% ଭାରତୀୟ

ନୂଆଦିଲ୍ଲୀ,୧।୧୨: ବିଶ୍ୱ ଏଡସ ଦିବସ ଅବସରରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୫୭ ପ୍ରତିଶତ ଭାରତୀୟ ଯୌନ ସମ୍ପର୍କ ସମୟରେ...

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି,...

ରାଜଧାନୀ ଉପକଣ୍ଠରେ ପଡ଼ିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ 

ଭୁବନେଶ୍ୱର,୪।୨(ବ୍ୟୁରୋ): ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟି ନ ଥିବା ବେଳେ ରାଜଧାନୀ ଉପକଣ୍ଠ ତଥା ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ନିକଟରେ...

ଉତ୍ତରପ୍ରଦେଶ ନିର୍ବାଚନ, ୧୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ୫୦ ପ୍ରତିଶତ ମହିଳାଙ୍କୁ ଟିକଟ …

ନୂଆଦିଲ୍ଲୀ,୧୩।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ୧୨୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।...

ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ…

ଶ୍ରୀନଗର, ୨୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜମ୍ମୁ-କଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଧାରା ୩୭୦କ ହଟିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ...

Advertisement
Archives

Model This Week