ମୁମ୍ବାଇରେ ରହିବା ପାଇଁ ହେଲେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ମରାଠୀ ଲୁକ୍‌ରେ ସେ ଗଣପତିଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କଙ୍ଗନାଙ୍କ ମରାଠୀ ଲୁକ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଡାସୁରକ୍ଷା ଭିତରେ ମଙ୍ଗଳବାର ସକାଳ ୧୦ରେ କଙ୍ଗନା ଦର୍ଶନ ପାଇଁ ପହଞ୍ଚିଥିଲେ। ମନ୍ଦିର ଭିତରେ କଙ୍ଗନା ଗଣପତି ବପ୍ପା ମୋରିୟା ଏବଂ ଜୟ ମହାରାଷ୍ଟ୍ର ନାରା ଦେଇଥିଲେ। ଦର୍ଶନ ପରେ ସେ କହିଥିଲେ ମୁମ୍ବାଇରେ ରହିବାକୁ ହେଲେ ମୋତେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ। ତେଣୁ ମୁଁ ଏଠାକୁ ତାଙ୍କ ଅନୁମତି ପାଇଁ ଆସିଛି। ତାଙ୍କ ଛଡା ମୋତେ ଆଉ କାହା ଅନୁମତି ଆବଶ୍ୟକ ନାହିଁ ବୋଲି କଙ୍ଗନା କହିଛନ୍ତି। କିଛିଦିନ ପୂର୍ବରୁ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ମହାରାଷ୍ଟ୍ର ସରକାରଙ୍କ ସହ ତାଙ୍କର ତୁ ତୁ ମେଁ ମେଁ ଲାଗିଥିଲା। ମହାରାଷ୍ଟ୍ର ସରକାର ତାଙ୍କୁ ମୁମ୍ବାଇସ୍ଥିତ କାର୍ଯ୍ୟାଳୟକୁ ବୁଲ୍‌ଡୋଜର୍‌ ସହାୟତାରେ ଭାଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ପପ୍‌ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା...

ଶାହିଦଙ୍କ ‘ଜର୍ସି’ ସୁପର ଫ୍ଲପ୍‌

ବମ୍ବେ: ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହୋଇଛି ‘ଜର୍ସି’। ଏପ୍ରିଲ ୨୨ରେ ସିନେମାଘରେ ରିଲିଜ ହୋଇଥିଲା ଫିଲ୍ମ। ପ୍ରଥମ ଦିନରୁ ଏହା ଭଲ ବ୍ୟବସାୟ କରିବ...

ଏପିସୋଡ ପିଛା ମୋଟା ଅଙ୍କର ପାଉଣା ନେଇଥାନ୍ତି ‘ଅନୁପମା’; ବନରାଜ-ଅନୁଜଙ୍କଠାରୁ ବି ଢେର ଅଧିକ…

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ‘ଅନୁପମା’ ଧାରାବାହିକ ବେଶ ଲୋକପ୍ରିୟ। ଏଥିରେ ମୁଖ୍ୟ ଚରିତ୍ର ଅନୁପମା ଭୂମିକାରେ ନଜର ଆସୁଛନ୍ତି ରୁପାଲୀ ଗାଙ୍ଗୁଲୀ। ରୁପାଲୀଙ୍କ ଚରିତ୍ର...

ମା’ ହେବାକୁ ଯାଉଛନ୍ତି ସୁସ୍ମିତା ସେନ୍‌ଙ୍କ ଭାଉଜ; ବିବାହ ପରେ ସମ୍ପର୍କରେ ତିକ୍ତତାକୁ ନେଇ ଥିଲେ ଚର୍ଚ୍ଚାରେ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ। ବିବାହର କିଛି ଦିନ ପରେ...

ବାହୁବଳୀ ପରେ ରାମାୟଣକୁ ନେଇ ଫିଲ୍ମ କରିବେ ରାଜାମୌଳି !

ମୁମ୍ବାଇ: ରାମାୟଣକୁ ନେଇ ଲୋକଙ୍କ ଭିତରେ କେତେ କ୍ରେଜ୍‌ ରହିଛି ଏବେ ତାହା ସ୍ପଷ୍ଟ ବାରି ହୋଇ ପଡିଛି। ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଦୂରଦର୍ଶନରେ...

୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ କରିଥିଲେ କବିର

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମ୍‌ଦାର୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା କବିର ବେଦୀ ରୋମାନ୍ସକୁ ନେଇ ମଧ୍ୟ ରହୁଥିଲେ ବେଶ୍‌ ଚର୍ଚ୍ଚାରେ। କେବଳ ସେତିକି ନୁହେଁ...

ମୁଣ୍ଡରେ ଗାମୁଛା ବାନ୍ଧି, କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବର୍ତ୍ତମାନ ନିଜ...

୧୮ ବର୍ଷ ବଡ଼ ନିର୍ଦ୍ଦେଶକଙ୍କୁ ବିବାହ କରିଥିଲେ ଏହି ଅଭିନେତ୍ରୀ; ସ୍ବାମୀଙ୍କ ମୃତ୍ୟୁ ପରେ ଲାଗିଥିଲା…

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର୍‌’ରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହେଉଛନ୍ତି ଅଭିନେତ୍ରୀ କୃତିକା ଦେଶାଇ। ଶୋ’ରେ ସେ ଘରର ମୁଖ୍ୟ ଚରିତ୍ରରେ...

Advertisement
Archives

Model This Week