Home Left

ଆଉ ଏଟିଏମ୍‌କୁ ଯିବାକୁ ପଡ଼ିବନି, ଗୋଟିଏ ମେସେଜ୍‌ରେ ଘରେ ପହଞ୍ଚିବ ଟଙ୍କା; ଜାଣନ୍ତୁ କେମିତି

ବର୍ତ୍ତମାନ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କ୍‌ କିମ୍ବା ଏଟିଏମ୍‌କୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଆପଣଙ୍କ ଗୋଟିଏ ମେସେଜ୍‌ରେ ଏଟିଏମ୍‌ ଆପଣଙ୍କ ଦୁଆରମୁହଁରେ ପହଞ୍ଚିବ। ବର୍ତ୍ତମାନ ଗ୍ରାହକମାନଙ୍କୁ ଆଉ ଲମ୍ବା ଲାଇନରେ ଠିଆହେବାକୁ ପଡ଼ିବନି। ଏଥିରୁ ଗ୍ରାହକମାନଙ୍କୁ ଖୁବ୍‌ଶୀଘ୍ର ମୁକ୍ତି…

ଇଂଲଣ୍ଡର ଏହି ଯୁବ କ୍ରିକେଟରଙ୍କ ପ୍ରଶଂସକ ପାଲଟିଲେ ଗାଙ୍ଗୁଲୀ: କହିଲେ ଏଭଳି

ନୂଆଦିଲ୍ଲୀ,୨୩।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଇଂଲଣ୍ଡର ଜଣେ ଉଦୀୟମାନ କ୍ରିକେଟ ତାରକାଙ୍କ ଖେଳରେ ପ୍ରଭାବିତ ହୋଇଛନ୍ତି। କ୍ରିକେଟର ଜଣଙ୍କ ହେଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଜାକ୍‌ କ୍ରୋଲେ। ପାକସ୍ତାନ ବିପକ୍ଷରେ ଖେଳାଯାଉଥିବା…

ଠେଙ୍ଗାରେ ପିଟିପିଟି ଜନ୍ମଦାତାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୨୩ା୮(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ଜନ୍ମଦାତାଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଗୋବିନ୍ଦ ମୁଣ୍ଡା(୬୦) ଓ ତାଙ୍କ ପୁଅ ଅମୂଲ୍ୟ(୩୫) ଘରକୁ ଫେରିବା ପରେ ଉଭୟଙ୍କ…

ବ୍ୟକ୍ତିତ୍ୱ ହିସାବରେ ସ୍ବାମୀ ସୋଏବ ମଲିକଙ୍କୁ ମନେ ପକାଇ ଦିଅନ୍ତି ଧୋନୀ: ସାନିଆ

ହାଇଦ୍ରାବାଦ,୨୩।୮: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଧୋନୀଙ୍କ ବ୍ୟକ୍ତିତ୍ୱ ତାଙ୍କ ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସହ ମିଶେ ବୋଲି କହିଛନ୍ତି। ଉଭୟ ଶାନ୍ତ। ମଜା…

ତିନି ପିଲାଙ୍କ ପିତାଙ୍କ ପ୍ରେମରେ ପଡିଥିଲେ ସାଇରା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟତର ହୋଇଥିବା ବିଗତ ଦିନର ନାୟିକା ପାଳନ କରିଛନ୍ତି ତାଙ୍କ ୭୬ ତମ ଜନ୍ମଦିନ। ଏବେ ସେ ତାଙ୍କର ସମସ୍ତ ସମୟ ସ୍ବାମୀ ଦିଲିପ କୁମାରଙ୍କ ସହ କାଟୁଛନ୍ତି। ଦିଲିପ…

ପଶୁପକ୍ଷୀଙ୍କୁ ଖୁବ୍‌ ଭଲପାଆନ୍ତି ବାଣୀ

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ବାଣୀ କପୁର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୨୩ ଅଗଷ୍ଟ ୧୯୮୮ରେ ଜନ୍ମ ନେଇଥିବା ଏହି ନାୟିକା ଏବେ କିଛି ନା କିଛି କାରଣ ପାଇଁ ଆସି ଯାଉଛନ୍ତି ଚର୍ଚ୍ଚାକୁ। ଦିଲ୍ଲୀରେ ଜନ୍ମ ନେଇଥିବା ବାଣୀ ଟୁରିଜିମରେ…

ଲକ୍‌ଡାଉନରେ ଗରିବ ହୋଇଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜରିନ ଖାଁ ଏବେ କାମ ଅପେକ୍ଷାରେ। ଯେତେଶୀଘ୍ର କାମ ଆରମ୍ଭ ହେବ ତାହା ତାଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି। କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୫…

ମୋଦିଙ୍କ ମୟୂର ପ୍ରେମ

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ କିପରି ମୟୂର ସହ ସମୟ କଟାଉଛନ୍ତି ତାହା ଏବେ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଏବେ ଏକ ଭିଡିଓ ଦର୍ଶାଉଛି ମୋଦିଙ୍କ ମୟୂର ପ୍ରତି ଥିବା ପ୍ରେମ। ଉକ୍ତ ଭିଡିଓରେ ମୋଦି କିପରି ମୟୂରଙ୍କୁ…

ପ୍ରେମ ହେଉଛି ସବୁ ଦୁଃଖର କାରଣ: ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ..

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା…

ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ଜୀବନ ହାରିଲେ ସ୍ବାମୀ

ବିଜେପୁର,୨୩ା୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ କଳହର କରୁଣ ପରିଣତି ପାଇଁ କ୍ରଧାନ୍ବିତ ସ୍ବାମୀ ସ୍ତ୍ରୀ ଓ ଝିଅଙ୍କୁ ବିଷ ଦେବା ସହ ନିଜେ ମଧ୍ୟ ବିଷ ପିଇ ଜୀବନ ହାରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।…

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୨୩ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ଶନିବାର ରାତି ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ୍‌ ଖୋଲାଯାଇଛି। ଏହି ଡ୍ୟାମର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବାବେଳେ ଡ୍ୟାମର ଜଳସ୍ତର ୧୨୧.୫୫…

ବାଲିଚାଲାଣକୁ ନେଇ ଗ୍ରାମବାସୀ – ପୋଲିସ ମୁହାଁମୁହିଁ

ହିଞ୍ଜିଳିକାଟୁ,୨୩ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁରଠାରେ ବାଲି ଚାଲାଣ ନେଇ ଶନିବାର ରାତିରେ ପୋଡ଼ାଜଳା ହୋଇଥିଲା। ବାଲିଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀ ୩ ଟ୍ରକ, ଟ୍ରାକ୍ଟର ଓ ୨ ବାଇକ୍‌ ପୋଡ଼ି ଦେଇଥିଲେ। ପୋଲିସ ପୋଡ଼ାଜଳା ପାଇଁ ଗ୍ରାମର ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri