ଆଥିୟା ସେଟ୍ଟୀଙ୍କ ବୋଲ୍ଡ ଫଟୋରେ ଏମିତି କମେଣ୍ଟ ଦେଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟର କେଲ୍ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଛି। ଦୁହେଁ ଏନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ଏମିତି କିଛି ଲେଖୁଛନ୍ତି ଯାହା ଦେଖି…
ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଲେ ଏହି ୩ କ୍ରିକେଟର୍
ନୂଆଦିଲ୍ଲୀ, ୨୩।୮: ଚଳିତ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ହଲ୍ ଅଫ୍ ଫେମ୍ ତାଲିକା ଘୋଷିତ ହୋଇଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ୍ ଅଲ୍ରାଉଣ୍ଡର ଜ୍ୟାକ୍ କାଲିସ, ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜାହିର ଆବାସ ଓ ଅଷ୍ଟ୍ରେଲିଆ…
ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ
ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍ ଲୋକପ୍ରିୟ। ୧୯୯୧ରେ ଟାଟା ଗ୍ରୁପ୍ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଉତ୍ସର୍ଗୀକୃତ ସେବା…
ନଦୀରୁ ପାଣି ନେଇ ନିଆଁ ଲିଭାଇଲା ଏରୋପ୍ଲେନ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ଏରୋପ୍ଲେନ ନଦୀରୁ ପାଣି ନେଇ ନିଆଁ ଲିଭାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ନୀଳ ରଙ୍ଗର ଏରୋପ୍ଲେନ ଶୂନ୍ୟରେ ନଦୀରୁ ପାଣି ଉଠାଉଛି।…
ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ…
ୟୁଏଇ ଗସ୍ତ ପୂର୍ବରୁ ଧାଓ୍ବନଙ୍କ ସହ ଦିଲ୍ଲୀର ସବୁ ଖେଳାଳିଙ୍କ କରୋନା ଟେଷ୍ଟ
ନୂଆଦିଲ୍ଲୀ, ୨୩।୮: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ବିଶ୍ୱର ଏହି ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ବିଦେଶରେ ଆୟୋଜିତ ହେବ। ପ୍ରତିଯୋଗିତାରେ ମୋଟ୍ ଅଂଶଗ୍ରହଣକାରୀ…
ଜୋର ଜବରଦସ୍ତ ପୋଷା ମାଙ୍କଡ଼କୁ ମଦ ପିଆଇବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଏହି ଟାଟୁ କଳାକାର
ମାଙ୍କଡ଼କୁ ନିର୍ଯାତନା ଦେବା ଜଣେ ଟାଟୁ କଳାକାରଙ୍କୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ରେ ରହୁଥିବା କମଲଜିତ ସିଂଙ୍କୁ ମାଙ୍କଡ଼କୁ ଘରେ ଗୃହପାଳିତ ପଶୁ ଭାବେ ରଖିବା ଏବଂ ତାର ଫଟୋ ଇନ୍ଷ୍ଟଗ୍ରାମରେ ପୋଷ୍ଟ କରିବାକୁ ନେଇ ପୋଲିସ ଗିରଫ କରିଛି। କମଲଜିତ ପେସାରେ…
ଆମେରିକାରେ ବିବାହ କଲେ ଏହି ଭାରତୀୟ ଯୋଡ଼ି, ଅନ୍ଲାଇନ୍ରେ ଆଶୀର୍ବାଦ ଦେଲେ ପରିବାର
କରୋନା ଭାଇରସ୍ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି। ବିଶେଷକରି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ଏମିତି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ରହୁଥିବା ଭାରତୀୟ ପ୍ରେମୀଯୁଗଳ ଜୁମ୍ ଆପ୍ରେ ଭର୍ଚୁଆଲ ବିବାହ କରିଛନ୍ତି। ଏହି ବିବାହ…
ଧୋନୀଙ୍କ ପାଇଁ ଭାବପ୍ରବଣ ହେଲେ ଅନୁଷ୍କା,ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଚାନକ ସନ୍ୟାସ ଘୋଷଣା ତାଙ୍କ କ୍ରିକେଟ ପ୍ରଶଂସକଙ୍କ ଚକିତ କରିଦେଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତାଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ତାଙ୍କ ଏଭଳି ନିଷ୍ପତ୍ତିରେ ଦୁଃଖିତ ହୋିଛନ୍ତି। ଏଥିରେ ସାମିଲ ଅଛନ୍ତି ଦକ୍ଷିଣ…
କୋହଲି-ସଚିନଙ୍କ ବ୍ୟାଟ୍ ପ୍ରସ୍ତୁତକାରୀଙ୍କୁ ସହାୟତା ଦେବେ ଏହି ପ୍ରସିଦ୍ଧ ଅଭିନେତା
ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବ୍ୟାଟ୍ ତିଆରି କରୁଥିବା ଅଶରଫ ଚୌଧୁରୀ ଅଭାବ ଅନଟନ ଦେଇ ଗତି କରୁଛନ୍ତି। ଏନେଇ ସମ୍ବାଦ ପ୍ରକାଶ ପାଇବା ପରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ତାଙ୍କୁ ସହାୟତା ଦେବାକୁ…
ଇଣ୍ଟରନେଟ୍ରେ ଭାଇରାଲ ହେଉଛି ଏହି ଷ୍ଟାରକିଡ୍ଙ୍କ ଫଟୋ: ହୃଦୟ ଜିତୁଛି ଭଉଣୀଭାଇଙ୍କ ଯୋଡ଼ି
ବମ୍ବେ: ବଲିଉଡ୍ର ହିଟ୍ ଷ୍ଟାରକିଡ୍ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ ଅଧିକ। ଏପରିସ୍ଥଳେ ଦୁଇ ଦିନ ଭିତରେ ପୋଷ୍ଟ କରିଥିବା କଳାଧଳା ଫଟୋକୁ ନେଇ ଉଭୟ…
ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମୋଦି
ଓ୍ବାଶିଂଟନ,୨୩।୮: ଆମେରିକାରେ ୨୦ ଲକ୍ଷରୁ ଅଧିକ ପ୍ରଭାବଶାଳୀ ଭାରତୀୟ-ଆମେରିକୀୟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ କରି ନିର୍ବାଚନ ପ୍ରଚାର ଲାଗି ଟ୍ରମ୍ପ ଭିଡିଓ ବିଜ୍ଞାପନ ଜାରି କରିଛନ୍ତି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ…
Archives


