Home Left

କୋମାରେ କିମ୍‌!

ପ୍ୟୋଙ୍ଗୟାଙ୍ଗ,୨୪।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କୋମାରେ ଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ କିମ ଦା ଜଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ ମିନଙ୍କ ସୂଚନା ଅନୁଯାୟୀ କିମ୍‌ ଏବେ କୋମାରେ…

ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ

ଛତ୍ରପୁର,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର ଯାଏ ଦୋକାନ ବଜାର ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲାରହିବ । ପୂର୍ବରୁ…

ରାହୁଲଙ୍କ ଅଭିଯୋଗକୁ ନେଇ ଖୁବ୍‌ ରାଗିଲେ ଶିବଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଏମ୍‌ସି)ର ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଲ୍‌ଡ ଗାର୍ଡ ଓ ୟଙ୍ଗ ଗାର୍ଡଙ୍କ ମଧ୍ୟରେ ଚାଲିଛି କଥା କଟାକଟି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଥିଲେ କି ଦଳରେ ନେତୃତ୍ୱ ପରିବର୍ତ୍ତନ…

କରୋନା ମୁକାବିଲା ପାଇଁ ମାର୍ଚ୍ଚରୁ ଦିଆଯାଉଛି ହୋମିଓପାଥି ଔଷଧ

ଅହମଦାବାଦ,୨୪।୮: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚରେ କୋଭିଡ-୧୯ ଆରମ୍ଭ ହେବା ପରଠାରୁ…

ଶୁଆ ଚଲାଉଛି ୟୁଟ୍ୟୁବ୍‌, ଦେଖିଲେ ଲାଖିଯିବ ଆଖି

ଆପଣ ନିଶ୍ଚୟ ଅନେକ ଶୁଆଙ୍କୁ ଦେଖିଥିବେ ଯେଉଁମାନେ ରହୁଥିବା ଘରର ସଦସ୍ୟଙ୍କ ନାଁ ଧରି ଡାକନ୍ତି। କିନ୍ତୁ ଦେଖିଛନ୍ତି କି ଶୁଆ କେବେ ୟୁଟ୍ୟୁବ୍‌ ଚଲାଇବାର? ନ ଦେଖିଲେ ବିଶ୍ୱାସ କରି ହେବନି। ତେବେ ଦେଖନ୍ତୁ ଏପରି କିଛି ଦୃଶ୍ୟ… ଏମିତି…

ନେତୃତ୍ୱ ପରିବର୍ତ୍ତନ ପତ୍ରର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସର ନୂଆ ଅଧ୍ୟକ୍ଷ ପଦକୁ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ବସିଛି। ଏତିକି ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚିଠି ଲେଖିଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେତେବେଳେ…

ଭତ୍ତା ପାଇଁ ଗଞ୍ଜାମ ଏନ୍‌ଏସି ଗେଟ୍‌ ସମ୍ମୁଖରେ ହୋ-ହଲ୍ଲା

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବିଭିନ୍ନ ଭତ୍ତା ଏନ୍‌ଏସି ଅଞ୍ଚଳଗୁଡିକରେ ବଣ୍ଟନ ସରିଥିବା ବେଳେ ଗଞ୍ଜାମ ଏନ୍‌ଏସିରେ ତା’ର ବ୍ୟତିକ୍ରମ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ହିତାଧିକାରୀମାନେ ଏନ୍‌ଏସି ଗେଟ୍‌ ସମ୍ମୁଖରେ…

କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ଥାନେ,୨୪।୮: କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ଏକ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ ହସ୍ପିଟାଲ ବିରୋଧରେ ସରକାରୀ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ମହାରାଷ୍ଟ୍ରର ଥାନେରେ ଥିବା ଶ୍ରୀଦେବୀ…

ଏସବୁ ପ୍ରଶ୍ନର ଉତ୍ତର ଦେଲେ ମିଳିବ ୧.୪୧ ଲକ୍ଷ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରଶ୍ନ…

କିଛି କାମ ନ କରି ଖାଲି ଘରେ ବସି ରହିବା, ଆଉ ଏଟିଏମ୍‌ ଆକାଉଣ୍ଟକୁ ମାସ ଶେଷକୁ ଟଙ୍କା ଆସିଯିବ। ଏମିତି ଭାବନା ଅଧିକାଂଶ ଲୋକଙ୍କ ମନରେ ଆସିଥାଏ। ହେଲେ ଏହା କେବେ ସତ ହୋଇ ନ ଥାଏ। ମାତ୍ର ଜର୍ମାନର…

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ସହାୟତା ରାଶି ପାଇଁ ଆବଶ୍ୟକ ନାହିଁ କୌଣସି ଗାଇଡ୍‌ଲାଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୮: କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୫୭ ହଜାର ପାର କରି ଗଲାଣି। ଇତି ମଧ୍ୟରେ କରୋନା ଭାଇରସ…

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୪।୮: କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦ୍‌ଜନିତ ରୋଗ କାରଣରୁ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୋଦି ସରକାରରେ ସେ ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ, ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।…

କୃତ୍ରିମ ସ୍ପାଇଡର ସିଲ୍‌କ

ବୁଣିଆଣୀ ସୂତାକୁ ଏଣିକି ଲାବରେଟୋରୀରେ ପ୍ରସ୍ତୁତ କରିହେବ। ଏ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚ ବର୍ଷ ଏ ସମ୍ପର୍କିତ ଗବେଷଣାରେ ସେମାନେ ଶେଷରେ ସଫଳତା ହାସଲ କରିଛନ୍ତି। ଏପରି ଗବେଷଣା ସମୟରେ ସେମାନେ ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri