ଅପେକ୍ଷାର ଅନ୍ତ ଘଟିଲା: ସାମ୍ନାକୁ ଆସିଲା ମିର୍ଜାପୁର-୨ର ରିଲିଜ୍ ଡେଟ୍
ମୁମ୍ବାଇ: ଆମାଜନ୍ ପ୍ରାଇମ୍ ଭିଡ଼ିଓର ବହୁ ପ୍ରତିକ୍ଷୀତ ଆକ୍ସନ ଥ୍ରୀଲର ଓ୍ବେବ ସିରିଜ ମିର୍ଜାପୁରର ଦ୍ୱିତୀୟ ସଂସ୍କରଣର ରିଲିଜ୍ ତାରିଖ ଘୋଷଣା ହୋଇଛି। ସୋମବାର ଏକ ପ୍ରୋମୋ ଜରିଆରେ ଏହାର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହାକୁ ଦର୍ଶକଙ୍କ ଭଲ ରେସ୍ପନ୍ସ…
ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି
ତ୍ରିନିଦାଦ୍, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍ (ସିପିଏଲ୍)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା ଆମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଲୁସିଆ…
ମାଛକୁ ବଞ୍ଚାଇବା ପାଇଁ ଘୁଷୁରି ଛୁଆ କରୁଛନ୍ତି ଏମିତି କାର୍ଯ୍ୟ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ
ପ୍ରାୟତଃ ସମସ୍ତ ପଶୁଙ୍କଠାରେ ଦୟାଳୁ ମନୋବୃତ୍ତି ଦେଖାଯାଏ। ସୋସିଆଲ ମିଡିଆରେ ସେହିପରି ଅନେକ ଭିଡିଓ ନଜର ଆସିଥିବା ବେଳେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଛୋଟ କଳା ଘୁଷୁରି ଭୂମିରେ ପଡ଼ିଥିବା…
ଲୋକଙ୍କୁ ଆଶ୍ୱସ୍ତି: ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ଡିଏଲ୍, ଆର୍ସିର ଅବଧି
ନୂଆଦିଲ୍ଲୀ,୨୪।୮: କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି। ମୋଟର ଭାଇକେଲ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ଡ଼ିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମୋଟର ଭାଇକେଲ କାଗଜପତ୍ର ଯଥା ଡିଏଲ୍,…
‘ଆର୍ଆର୍ଆର୍’ରେ ନଜର ଆସିବେ ୨ ସୁପରଷ୍ଟାର: ଆଲିଆଙ୍କ ସ୍ଥାନରେ ରୋମାନ୍ସ କରିବେ ପ୍ରିୟଙ୍କା
ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ଆଗାମୀ ମଲ୍ଟିଷ୍ଟାର ସିନେମା ‘ଆର୍ଆର୍ଆର୍’କୁ ନେଇ ଖୁବ୍ ଚର୍ଚ୍ଚାରେ। ଏହି ଫିଲ୍ମରେ ତେଲୁଗୁ ଇଣ୍ଡଷ୍ଟ୍ରିର ୨ ସୁପରଷ୍ଟାର ଜୁନିୟର ଏନ୍ଟିଆର୍ ଏବଂ ରାମ ଚରଣ ତେଜାଙ୍କୁ ଏକତ୍ର ଦେଖିବାକୁ ମିଳିବ।…
କରୋନା ରିପୋର୍ଟ ଆସିବାର ୪୮ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ପଡ଼ିବ ମା’ଙ୍କ ମନ୍ଦିରରେ
ଜମ୍ମୁ,୨୪।୮: ଜମ୍ମୁର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା ଅଗଷ୍ଟ ୧୬ରୁ ଆରମ୍ଭ ହୋଇଛି। କରୋନା କାଳରେ ଯାତ୍ରା କରୁଥିବା କେତେକ ଲୋକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏବେ ବୈଷ୍ଣୋଦେବୀ ମନ୍ଦିରର ବୋର୍ଡ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି।…
କୁକୁର ସହ ମହିଳା କଲେ କିଛି ଏମିତି, ଦେଖିଲେ ଆଖିରେ ଆସିଯିବ ଲୁହ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍
ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍ ୨୦୧୪, ଜୁଲାଇ ୧୬ରେ କରିଥିବା ଏକ ଟୁଇଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍ରେ ସେ…
୨୩ବର୍ଷ ଧରି ପାକିସ୍ତାନରେ ଲୁଚି ରହିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍ ଅଣ୍ଡରଓ୍ବାର୍ଲ୍ଡ ଡନ୍
ଇସ୍ଲାମାବାଦ,୨୪।୮: ପ୍ରଥମ ଥର ପାକିସ୍ତାନ ସ୍ବୀକାର କରିଛି ଯେ, ମୋଷ୍ଟ ଓ୍ବାଣ୍ଟେଡ୍ ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କରାଚିରେ ଲୁଚିଛନ୍ତି। ସେଠାରେ ପାକିସ୍ତାନ ଦାଉଦଙ୍କ ଉପରେ ଏବେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଏଥିସହ ଦାଉଦଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଲ୍ କରିବାକୁ…
ବର୍ଷାର ମଜା ନେଉଛନ୍ତି କ୍ୟାଟ୍ରିନା: ଫଟୋ ଭାଇରାଲ
ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ବର୍ଷାର ମଜା ଉଠାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ବିଶ୍ୱର ସବୁଠାରୁ ଭୟଭୀତ ପେଣ୍ଟିଂ: ଯିଏ ଦେଖିଲା ତା’ ସହ ଘଟିଲା ଏମିତି କିଛି
ବିଶ୍ୱରେ ଏପରି କିଛି ଭୟଭୀତ ପେଣ୍ଟିଂ ରହିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ବିଚଳିତ ହୋଇଯିବେ । ଏହାକୁ ଦେଖିଲେ ଭୟ ଲାଗିଥାଏ। ଏହି କାରଣ ଲାଗି ଏକ ପେଣ୍ଟିଂକୁ ଲୁଚାଇ ରଖାଯାଇଛି । ତେବେ ଜାଣନ୍ତୁ ସେହି ଭୟଭୀତ ପେଣ୍ଟିଂ…
ଏହି ଫିଲ୍ମ ବାରମ୍ଭାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା
ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ସେ। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ୍ ଏବେ ଆଇପିଏଲ୍ ଖେଳିବା ପାଇଁ ଦୁବାଇ…
Archives


