Home Left

ସ୍ବାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ରଚିଲେ ଏମିତି ଷଡଯନ୍ତ୍ର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୨୬।୯: କୁହାଯାଏ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ହୋଇଥାଏ। କିନ୍ତୁ ସ୍ତ୍ରୀ ଯଦି ସ୍ବାମୀର ହତ୍ୟାକାରୀ ସାଜେ ତେବେ ଏହା ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେବ। ଏମିତି ଏକ ଘଟଣା ରାଜସ୍ଥାନର ଭରତପୁରରେ ଘଟିଛି। ଏଠାରେ ଜଣେ ମହିଳା ନିଜ…

ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ରହିବ ଅଧିକାର…

ମୁମ୍ବାଇ, ୨୬।୮: ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ହିଁ ଅଧିକାର ରହିବ। ଏନେଇ ସେ ଆଇନଗତ ଆଶ୍ରୟ ନେଇ ପାରିବେ ବୋଲି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଏକାଧିକ ସ୍ତ୍ରୀ ଅଛନ୍ତି। ଏପରିସ୍ଥଳେ…

ଅକ୍ଟୋବର ୧ରୁ ବିମାନବନ୍ଦର ରନ୍‌ୱେ କାର୍ପେଟିଂ କାମ

ଭୁବନେଶ୍ୱର,୨୬।୮(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସନ୍ତା ଅକ୍ଟୋବର ୧ତାରିଖରୁ ରନ୍‌ୱେର କାର୍ପେଟିଂ କାମ ଆରମ୍ଭ ହେବ। ୪ମାସ ଧରି କାର୍ପେଟିଂ କାମ ଚାଲିବ। ପ୍ରତିଦିନ ରାତି ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କାମ ହେବ। ଏଥିପାଇଁ ଏହି ସମୟରେ ବିମାନ…

ଧରାପଡ଼ିଲା ବାଇକ୍‌, ହାଇଓ୍ବା ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜଧାନୀରେ ଏକ ବାଇକ ଏବଂ ହାଇଓ୍ବା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌ କରିଛି ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌। ଏହି ଗ୍ୟାଙ୍ଗ୍‌ର ୨ଜଣ ଲୁଟେରାଙ୍କ ସମେତ ୨ଜଣ ରିସିଭର୍‌ଙ୍କୁ ଗିରଫ କରାଯାଇଛି। ଗିରଫ ଲୁଟେରା ଦ୍ୱୟ ହେଲେ କଟକ ବାଙ୍କୀର ସୁଶାନ୍ତ ପାତ୍ର…

କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ଆର୍‌ଡିସି

ଖୋର୍ଦ୍ଧା ଅଫିସ,୨୬ା୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ଖୋର୍ଦ୍ଧା ଜିଲା କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। କରୋନା ନିୟନ୍ତ୍ରଣ ଲାଗି ତୃଣମୂଳସ୍ତରରେ ଅଧିକ ସଚେତନତା ଉପରେ ଆରଡିସି ସାମଲ ଗୁରୁତ୍ୱ ଦେଇଥିଲେ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ଅଣବସ୍ତିରୁ ବାହାରୁଛନ୍ତି ଅଧିକ ଆକ୍ରାନ୍ତ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରୁ ମଙ୍ଗଳବାର ୩୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମ୍‌ସି ଅଞ୍ଚଳରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୯୩୧ରେ ପହଞ୍ଚିଛି। ୩୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୧୫୯ ଜଣ…

ଏସ୍‌ସିବିରେ ଚିନ୍ତା ବଢ଼ାଇଲାଣି ସଂକ୍ରମଣ

କଟକ ଅଫିସ,୨୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢ଼ିଚାଲିଛି, ତାହା ରୋଗୀ ଓ କର୍ତ୍ତୃପକ୍ଷଙ୍କୁ ଆଶଙ୍କାରେ ପକାଇଲାଣି। ରୋଗୀ ତ ଭୟଭୀତ, ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ମଧ୍ୟ ମାନବ ସମ୍ବଳ…

ଟେଷ୍ଟିଂ କିଟ୍‌ ଅଭାବ, ଫେରିଗଲେ ୪୦ ରୋଗୀ

କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ମଙ୍ଗଳବାର ଘଟିଥିବା ଘଟଣାରୁ ଜଣାପଡୁଛି। ଟେଷ୍ଟିଂ କିଟ୍‌…

୨୦ ବର୍ଷୀୟା ଯୁବତୀଙ୍କୁ ଡାକ୍ତର କହିଲେ ମୃତ, ଅନ୍ତିମସଂସ୍କାର ବେଳେ ଘଟିଲା ଏମିତି

ଆମେରିକାର ମିଶିଗନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଯୁବତୀଙ୍କ ପରିବାର ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅନ୍ତିମସଂସ୍କାରବେଳେ ଯୁବତୀ ଜଣଙ୍କ ହଠାତ୍‌…

ଅତିବଡ଼ୀ ଜଗନ୍ନାଥ ଦାସ

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଏକାଧାରରେ ସେଥିଲେ ଧର୍ମପ୍ରଚାରକ, ସମାଜସଂସ୍କାରକ, ପରମ…

ବଜେଟ୍‌ ପ୍ରକ୍ରିୟାରେ ସ୍ବଚ୍ଛତା: ୩ୟରେ ଓଡ଼ିଶା

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟର ଆର୍ଥିକ ପ୍ରସଙ୍ଗରେ ୫-ଟି ଫ୍ରେମଓ୍ବାର୍କ କାର୍ଯ୍ୟକାରୀ କରିବା ସହ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବଜେଟ୍‌ ସ୍ବଚ୍ଛତା ରକ୍ଷା କରିବାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…

ଚାଇନା ସୀମାରେ ପ୍ରତିରକ୍ଷା ମିଶାଇଲ୍‌

ନୂଆଦିଲ୍ଲୀ, ୨୬।୮: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ହେଲିକପ୍ଟର ପଇଁତରା ମାରିବା ପରେ ଭାରତୀୟ ସେନା ସେଠାରେ ଯବାନମାନଙ୍କୁ ଏୟାର ଡିଫେନ୍ସ ମିଶାଇଲ୍‌ ସହ ମୁତୟନ କରିଛି। ସୀମାରେ ଥିବା ଗୁରୁତ୍ୱପୂର୍ଣ୍ଣ ଶିଖର ଅଞ୍ଚଳରେ ସେମାନେ ରୁଷିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri