ଯୁବକରୁ ଟ୍ରାନ୍ସଓମ୍ୟାନ୍‌ ପାଲଟିଲେ ବଲିଉଡ୍‌ର ଏହି ଟପ୍‌ ଡିଜାଇନର: କହିଲେ ‘ମୁଁ ସ୍ବପ୍ନିଲ ନୁହେଁ ସାୟଶା’

ବମ୍ବେ: ବଲିଉଡ୍‌ର ନାମୀଦାମୀ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କରିନା କପୁର ଖାନ୍‌, ଅନୁଷ୍କା ଶର୍ମା, ସନି ଲିଓନି, କଟ୍ରିନା କୈଫ, ଶ୍ରଦ୍ଧା କପୁରଙ୍କ ଡିଜାଇନର ସ୍ବପ୍ନିଲ ସିନ୍ଦେ ଏବେ ଟ୍ରାନ୍ସଓମ୍ୟାନ୍‌ ପାଲଟିଛନ୍ତି। ସେ ନିଜ ନାମକୁ ବଦଳାଇ ସାୟଶା ସିନ୍ଦେ କରିଛନ୍ତି। ସୋସିଆଲ ମିଡିଆରେ ଲମ୍ବା ଚଉଡା ପୋଷ୍ଟ କରି ସେ ଲିଙ୍ଗ ପରିବର୍ତ୍ତନ କରିଥିବା ନେଇ ଜଣାଇଛନ୍ତି।

ସେ ଅନ୍ୟମାନଙ୍କଠାରୁ ଭିନ୍ନ ଥିଲେ। ଏହି କାରଣରୁ ପିଲାଦିନୁ ତାଙ୍କୁ ପୁଅମାନେ ହଇରାଣ କରୁଥିଲେ। ତାଙ୍କୁ ବହୁତ ଦୁଃଖ ଲାଗୁଥିଲା। ହେଲେ ୨୦ ବର୍ଷ ହେବା ପରେ ନିଜର ବାସ୍ତବତାକୁ ସ୍ବିକାର କରିଥିଲେ। ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଥିବାରୁ ନିଜକୁ ଗେ’ ବୋଲି ଭାବିଥିଲି। ହେଲେ ୬ ବର୍ଷ ପୂର୍ବେ ଜଣେ ଟ୍ରାନ୍ସଓମ୍ୟାନ୍‌ ବୋଲି ସାଏଶା ଜାଣିପାରିଥିବା କହିଛନ୍ତି।
ସାଏଶାଙ୍କ ଏହି ପୋଷ୍ଟରେ ସବୁ ସେଲିବ୍ରିଟି ପ୍ରତିକ୍ରିୟା ରଖି ତାଙ୍କର ପ୍ରଶଂସା କରିଛନ୍ତି। ତୁମକୁ ନେଇ ଆମେ ଗର୍ବ କରୁଛୁ। ଜନ୍ମଦିନ ଅବସରରେ ତୁମକୁ ଶୁଭେଚ୍ଛା ବୋଲି ସନି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ରୋହମନଙ୍କ ସହ ସୁଷ୍ମିତାଙ୍କ ବ୍ରେକ୍‌ଅପ୍‌ ଖବର ମିଥ୍ୟା

ମୁମ୍ବାଇ: ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍‌ ମଡେଲ ରୋହମନ ଶୋଲ୍‌ଙ୍କ ପ୍ରେମରେ। ହେଲେ କିଛିଦିନ ତଳେ ଉଭୟଙ୍କ ବ୍ରେକ୍‌ଅପ ହୋଇଯାଇଥିବା ନେଇ ଚର୍ଚ୍ଚା...

ଜାଣନ୍ତୁ ‘କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି ନେଇଛନ୍ତି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। କମ୍‌ ବଜେଟରେ ନିର୍ମିତ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ...

କରୋନା ମଧ୍ୟରେ ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

କରୋନା ଭୟ ମଧ୍ୟରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ନିତିନ ରବିବାର ରାତିରେ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶାଲିନୀ...

ଶାହାରୁଖଙ୍କ ନାୟିକା ସାଜିବେ ତାପସୀ !

ବମ୍ବେ: ଯାହା ଆଶା କରିଥିଲେ ଶେଷରେ ତାହା ହେବାକୁ ଯାଉଛି। କାହା କ୍ଷେତ୍ରରେ ଭାବୁଛନ୍ତି କି? ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ କ୍ଷେତ୍ରରେ ଏପରି କିଛି...

ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା...

ଟିଆର୍‌ପିରେ ଇତିହାସ ରଚିଲା ରାମାୟଣ

ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ଘରେ ବସି ରହିଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ପ୍ରସାରିତ...

ଓସ୍କାର ଆଓ୍ବାର୍ଡ: ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍‌ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍‌ କୋରିଆର ଫିଲ୍ମ ‘ପାରାସାଇଟ୍‌’...

ଜ୍ୟାକ୍‌ଲିନଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ,୨୮।୬: ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କୁ ୮ ଘଣ୍ଟା ଜେରା କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ପୁଣି ଇଡି...

Advertisement
Archives

Model This Week