କାକର ଉପରେ ଚାଲିଲେ ମିଳିବ ଏସବୁ ସୁଫଳ…

କେତେକଙ୍କର ପାଦ ଶୀତଦିନେ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ମଧ୍ୟ ଏହାର ମୁଖ୍ୟ କାରଣ। ସବୁଜ ପନିପରିବା, ଶାଗ, କମଳା, ଅମୃତଭଣ୍ଡା, ଟମାଟୋ, କଦଳୀ ଆଦି ଖାଇଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ପାଦ ଫାଟି ନ ଥାଏ। ପାଦଫଟାରୁ ମୁକ୍ତି ଲାଗି ଖାଦ୍ୟରେ ଅଧିକ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ ସାମିଲ କଲେ ସୁଫଳ ମିଳେ । ଶୀତଦିନେ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଏହି ସମସ୍ୟା ଦୂର ହୋଇଥାଏ । ଘାସରେ ପଡ଼ିଥିବା କାକର ଯୋଗୁ ପାଦଫାଟି ନ ଥାଏ। ସେହିପରି ସୋରିଷ ତେଲ ଲଗାଇଲେ ମଧ୍ୟ ପାଦଫଟାରୁ ମୁକ୍ତି ମିଳେ । ଗ୍ଲିସେରିନ୍‌ ଏବଂ ଲିଷ୍ଟ୍ରେରିନ୍‌ ପାଦରେ ମାଲିସ କଲେ ସୁଫଳ ମିଳିଥାଏ। ଏହା ସହିତ ପେସ୍ତାବାଦାମ ତେଲ, ମହୁ, ନଡ଼ିଆ ତେଲ ପାଦରେ ଲଗାଇଲେ ପାଦ ଫାଟେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣରୁ ଦୂରେଇ ରହିବା ପାଇଁ…

ଏବେ ସାରା ଦେଶରେ ପ୍ରଦୂଷଣ ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ହେଲେ ଏଥିରୁ କିପରି ଆମେ ନିଜକୁ ରକ୍ଷା କରିପାରିବା ସେ ବିଷୟରେ...

ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ...

ତ୍ୱଚା ପାଇଁ ଗୁଡ଼

ଗୁଡ଼ ଖାଇବା ନା କେବଳ ସ୍ବାସ୍ଥ୍ୟ ପକ୍ଷେ ହିତକର ବରଂ ଏହା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ବେଶ୍‌ ଉପକାରୀ। ତେଣୁ ସୌନ୍ଦର୍ଯ୍ୟ ଉପଚାର ଲାଗି...

ଘରେ କରୁଥିବା ଏହି ଛୋଟ ଭୁଲ୍‌: କରିପାରେ ବଡ଼ କ୍ଷତି

ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…...

ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ।...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

ଦାଗ ଦୂରକରିବେ ଏମିତି

ପୋଷାକପତ୍ରରେ ଲାଗିଯାଉଥିବା ଦାଗ ଦୂରକରିବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ସମ୍ପର୍କରେ ଜାଣିରଖନ୍ତୁ…. କପଡ଼ାରେ ପେଣ୍ଟିଂର ବିଭିନ୍ନ ଦାଗ ଲାଗିଲେ ସେହି ସ୍ଥାନରେ କିଛି...

ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର ଡେଙ୍ଗୁରୁ ରହିବେ ଦୂରେଇ…

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...

Advertisement
Archives

Model This Week