Posted inଜାତୀୟ

ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ, ଚାଇନାର ନାମ ନେବାକୁ ଭୟ କରୁଛନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ, ୨୦।୧: ଅରୁଣାଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗାଁ ନିର୍ମାଣ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ମୋଦିଙ୍କୁ ଟାର୍ଗେଟ୍‌ କରି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି କହିଛନ୍ତି ଯେ, ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ। ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ ନେଇ ମୋଦି ଚାଇନାର ନାମ ନେବାକୁ ଭୟ କରୁଥିବା ଓଓ୍ବାଇସି କହିଛନ୍ତି। ଓଓ୍ବାଇସିଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣର ଦେଢ ଘଣ୍ଟା ପରେ ହସ୍ପିଟାଲରେ ପହଞ୍ଚିଥିଲେ ସୈଫ, ଇବ୍ରାହିମ ନୁହେଁ ଏହି ବ୍ୟକ୍ତି…

ମୁମ୍ବାଇ.୨୪।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଭିନେତାଙ୍କ...

ଟ୍ରମ୍ପ ଦେଲେ ଭାରତକୁ ଖୁସିଖବର, ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୪।୧: ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଅଶୋଧିତ ତୈଳ ମୂଲ୍ୟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ସେ...

ଗୋଟିଏ ପଡୋଶୀଙ୍କ ସହ ସମ୍ପର୍କ ଖରାପ ହେଲେ ଅନ୍ୟ ଜଣଙ୍କ ସହ ହେଉଛି ସ୍ବାଭାବିକ

ନୂଆଦିଲ୍ଲୀ,୨୪।୧: ଗୋଟିଏ ପଟେ ଭାରତ ତା’ର ପଡ଼ୋଶୀ ଦେଶ ବାଂଲାଦେଶରୁ ଲଗାତାର ଖରାପ ପାଉଥିବାବେଳେ, ଅନ୍ୟପଟେ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ଦେଶ ଚାଇନାଠାରୁ କିଛି...

୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ

ମୁମ୍ବାଇ, ୨୪ା୧: ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର...

ହ୍ବାଟ୍ସଆପ୍‌ରେ ଡାଟା ଶେୟାରିଂ ନିଷେଧାଦେଶ ସ୍ଥଗିତ

ନୂଆଦିଲ୍ଲୀ,୨୪।୧: ମାର୍କ ଜୁକରବର୍ଗଙ୍କ ମାଲିକାନାରେ ଥିବା ମେଟା ଅଧୀନ ମେସେଜ୍‌ ଶେୟାରିଂ ଆପ୍‌ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡେଟାକୁ ଏହି କମ୍ପାନୀର ଫେସ୍‌ବୁକ୍‌, ଇନ୍‌ଷ୍ଟ୍ରାଗ୍ରାମ୍‌ ଏବଂ ଥ୍ରେଡ୍ସ...

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୨୯ ହଜାର ଶିକ୍ଷକ ପାଇବେ ଟ୍ୟାବ୍

ନୂଆଦିଲ୍ଲୀ, ୨୩।୧: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନୂତନ ଟ୍ୟାବ୍ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାୟ ୨୯ ହଜାର ଶିକ୍ଷକଙ୍କୁ ନୂତନ ଟ୍ୟାବ୍...

ଯାହାଙ୍କୁ ଜୀବନ ବୋଲି କହୁଥିଲେ, ତାଙ୍କୁ ଛଟପଟ କରି ମାରିଦେଲେ…ବିଷ ଦେଇଥିବା ପ୍ରେମିକାଙ୍କ ଭୟଙ୍କର ଷଡଯନ୍ତ୍ରର କାହାଣୀ

ତିରୁବନନ୍ତପୁରମ,୨୩।୧:କେହି କ’ଣ କାହାକୁ ଏତେ ଭଲ ପାଇପାରେ ଯେ ସେ ତାକୁ ମାରିପାରେ? ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଧୂମ-୨”ରେ ହ୍ରିତିକ ରୋଶନ ଏହି...

ଏଏପି ଭାଜପା ଅପେକ୍ଷା କାହିଁକି କଂଗ୍ରେସକୁ ଅଧିକ ଭୟ କରୁଛି? ମନେପଡୁଛି ୨୦୧୭…

ନୂଆଦିଲ୍ଲୀ,୨୩।୧: ଗତ ଦୁଇ ସପ୍ତାହ ଧରି, ଆମ ଆଦମୀ ପାର୍ଟି (ଏଏପି) ନେତାମାନେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ‘ଅପ୍ରାସଙ୍ଗିକ’ ବୋଲି କହିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri