Posted inଖେଳ

ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ଏହି ଅଷ୍ଟ୍ରେଲିଆ ଖେଳାଳି, ଭାଇରାଲ ହେଉଛି ପୋଷ୍ଟ

ବ୍ରିସବେନ୍‌, ୨୧।୧: ଅଷ୍ଟ୍ରେଲିଆକୁ ଧରାଶାୟୀ କରି ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏହି ସମୟରେ ଅଷ୍ଟ୍ରେଲିଆର ଓପନର ଡେଭିଡ୍‌ ଓ୍ବାର୍ନର ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଓ୍ବାର୍ନର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଆମେ ଏମିତି ଫଳାଫଳ ପସନ୍ଦ କରୁନାହଁୁ କିନ୍ତୁ ବିଜୟର ଶ୍ରେୟ ଭାରତୀୟ ଦଳକୁ ଯାଉଛି। ଭାରତୀୟ ଦଳ ଚମତ୍କାର ଖେଳିଛି ବୋଲି ସେ କହିଛନ୍ତି। ଆମେ ଆମ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲୁ କିନ୍ତୁ ସଫଳତା ମିଳିପାରିଲା ନାହିଁି। ପ୍ୟାଟ୍‌ କମିନ୍ସ ଭଲ ଖେଳି ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ହେଲେ। ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ଦଳ ଧ୍ୟାନ ଦେବ ଏବଂ ବିଶ୍ୱ ଚାମ୍ପିୟନ୍‌ଶିପ୍‌ ଦୌଡରେ ରହିବ ବୋଲି ଓ୍ବାର୍ନର କହିଛନ୍ତି। ଏହାସହ ସେ ଟେଷ୍ଟ କ୍ରିକେଟର୍‌କୁ ପ୍ରଶଂସା କରିଛନ୍ତି, ଏଥିରେ ଖେଳାଳିଙ୍କ ମାନସିକ ଦୃଢତା ଜଣାପଡେ ବୋଲି ସେ କହିଛନ୍ତି। ଓ୍ବାର୍ନରଙ୍କ ଏହି ପୋଷ୍ଟ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଓ୍ବାର୍ନର ଜଣେ ପ୍ରକୃତ କ୍ରିକେଟର୍‌ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ...

ବିସିସିଆଇ ଦେଲା କ୍ଲିନଚିଟ୍‌ : ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ ଆଦେଶ

କଟକ ଅଫିସ,୭।୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶାର ଉଦୀୟମାନ ପେସ୍‌ ତାରକା ରାଜେଶ ମହାନ୍ତିଙ୍କ ଉପରୁ ବାସନ୍ଦ ଆଦେଶ ବୁଧବାର ଉଠାଇ ଦିଆଯାଇଛି।...

ଦୁଲୀପ ଟ୍ରଫି: ଇଣ୍ଡିଆ ରେଡ୍‌ ଚାମ୍ପିୟନ

ବେଙ୍ଗାଲୁରୁ,୭।୯(ପି.ଟି.)-ବିଦର୍ଭ ସ୍ପିନର ଅକ୍ଷୟ ଓ୍ବାଖରେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍‌ ଦୁଲୀପ ଟ୍ରଫି ଟାଇଟଲ ହାସଲ କରିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳଯାଇଥିବା...

ଟୋକିଓ ଅଲିମ୍ପିକ୍ସ: ଭ୍ୟାକ୍ସିନକୁ ବ୍ୟାକ୍‌ଙ୍କ ଗୁରୁତ୍ୱ

ଟୋକିଓ, ୧୮ା୧୧ (ଏପି)-କରୋନା ପାଇଁ ସ୍ଥଗିତ ରହିଥିବା ଅଲିମ୍ପିକ୍ସ ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୩ରୁ ଆରମ୍ଭ ହୋଇ ପାରିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି...

ଦଣ୍ଡିତ ହେଲା ଇଂଲଣ୍ଡ

ବ୍ରିସ୍‌ବେନ,୧୧।୧୨: ପ୍ରଥମ ଆଶେଷ ଟେଷ୍ଟରେ ମନ୍ଥର ବୋଲିଂ କରି ଇଂଲଣ୍ଡ ଜରିମାନାର ସମ୍ମୁଖୀନ ହୋଇଛି। ଶତପ୍ରତିଶତ ମ୍ୟାଚ ପାଉଣା ଜରିମାନା ଆକାରରେ ଇଂଲଣ୍ଡ ଦେବ। ଏଥିସହ...

ଅକ୍ଷରଙ୍କ ବୋଲିଂ ଦେଖି ଖୁସିରେ ଝୁମିଲେ ‘କ୍ରିକେଟର ଭଗବାନ’; ଟୁଇଟ୍‌ କରି କହିଲେ…

ଅହମ୍ମଦାବାଦ,୨୫।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳ ଜାରି ରହିଛି। ଏହି ଦିବାରାତ୍ର ମ୍ୟାଚ୍‌ର ପ୍ରଥମ ଦିନରେ ଚମକିଛନ୍ତି ଭାରତୀୟ...

ଭାରତୀୟ ଫୁଟ୍‌ବଲ ସଂକଟରେ: ଫିଫାକୁ ଚିଠି ଲେଖିଲେ ୬ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)- ଭାରତୀୟ ଫୁଟ୍‌ବଲ ଏବେ ସଂକଟରେ ଦର୍ଶାଇ ସହାୟତା ପାଇଁ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ)ର ସହଯୋଗ ଲୋଡିଛନ୍ତି ମିନର୍ଭା...

ଓସାକାଙ୍କୁ ଚାଇନା ଓପନ ଟାଇଟଲ

ବେଜିଂ, ୭।୧୦(ଏଏଫପି)- ବିଶ୍ୱର ନମ୍ବରଓ୍ବାନ ଆଶଲେ ବାର୍ଟିଙ୍କୁ ହରାଇ ନାଓମି ଓସାକା ଚାଇନା ଓପନ ଟେନିସ ଟାଇଟଲ ଜିତିଛନ୍ତି। ପ୍ରଥମ ସେଟ୍‌ରେ ପଛୁଆ ରହିଥିଲେ ହେଁ...

Advertisement
Archives

Model This Week