ଦଶମ, ଦ୍ୱାଦଶ ଶ୍ରେଣୀ ଟପ୍ପରଙ୍କୁ କାର୍ ଗିଫ୍ଟ କଲେ ଶିକ୍ଷାମନ୍ତ୍ରୀ
ରାଞ୍ଚି, ୨୪।୯: ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଶେଷରେ ନିଜ ପ୍ରତିଜ୍ଞା ପୂରଣ କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଟପ୍ପରଙ୍କୁ ଗିଫ୍ଟ ଆକାରରେ ଜଗରନାଥ କାର୍ ପ୍ରଦାନ କରିଛନ୍ତି। ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ…
ଓଡ଼ିଶାରେ ସୁସ୍ଥ ହେଲେ ଆଉ ୩,୭୭୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଓଡ଼ିଶାରେ ଗୁରୁବାର ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୬୧ ହଜାର ୪୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ…
ଏହି କାରଣ ଲାଗି ଅସୁବିଧାରେ ଥିଲା ୟୁପି ପୋଲିସ; ପିନ୍ଧିବାକୁ ପଡ଼ିଲା ଗାମୁଛା
ଶାହଜହାଁପୁର, ୨୪।୯: ଗାମୁଛା ଓ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ଅବସ୍ଥାରେ ଅପରାଧୀଙ୍କୁ ଧରିବାର ଅନେକ ଦୃଷ୍ଟାନ୍ତ ରହିଛି। କିନ୍ତୁ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ପୋଲିସ ଟିମ୍ର ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ (ୟୁପି)ର ଶାହଜହଁାପୁର ଜିଲାର କଲାନ ଥାନାର…
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବିରାଟ କୋହଲିଙ୍କ ନିଷ୍ପତ୍ତି
ଦୁବାଇ, ୨୪।୯: ଆଇପିଏଲ୍-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଙ୍ଗାଲୋର…
କରୋନାରେ ଏହି କଂଗ୍ରେସ ବିଧାୟକଙ୍କ ପରଲୋକ
ବେଙ୍ଗାଲୁରୁ, ୨୪।୯: କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା କର୍ନାଟକର କଂଗ୍ରେସ ବିଧାୟକ ବି. ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ‘କର୍ନାଟକ…
ଆର୍ସିବି ପାଇଁ ଖରାପ ଖବର; ପଞ୍ଜାବ ବିପକ୍ଷରେ ଖେଳିବେନି ୧୦ କୋଟି ମୂଲ୍ୟରେ ଏହି ଖେଳାଳି
ଦୁବାଇ, ୨୪।୯: ଆଇପିଏଲ୍-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ସହ ହେବ। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ବିରାଟ କୋହଲିଙ୍କ…
ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା
ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତାଙ୍କର ୩ ପିଲା ଈଶା, ଆକାଶ ଏବଂ ଆନନ୍ଦ ଅଛନ୍ତି। ଅନେକ…
ଧୋନୀଙ୍କୁ ପଛରେ ପକାଇବେ ଡି ଭିଲର୍ସ
ଦୁବାଇ, ୨୪।୯: ଆଇପିଏଲ୍-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ହେବ। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଯଦି…
ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଡିନ୍ ଜୋନ୍ସଙ୍କ ପରଲୋକ
ମୁମ୍ବାଇ, ୨୪।୯: ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର୍ ତଥା ଜଣାଶୁଣା ଭାଷ୍ୟକାର ଡିନ୍ ଜୋନ୍ସଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ନିଜ ସମୟର ଜଣେ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଥିବା ଜୋନ୍ସ ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରିଛନ୍ତି। ଆଇପିଏଲ୍-୧୩ ଲାଗି ଭାଷ୍ୟକାର ଦାୟିତ୍ୱ…
ବାପାଙ୍କ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ୍ ଖାନ୍: ଜାଣନ୍ତୁ କାହିଁକି ଏପରି କରିଥିଲେ…
ସଲମାନ୍ ଖାନ୍ଙ୍କ ଟିଭି ଶୋ’ ‘ବିଗ୍ ବସ୍’ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ ପାଇଁ ନିର୍ମାତା ସଲମାନ୍ଙ୍କୁ ଲକି ମାନିଥାନ୍ତି। ତେଣୁ ସଲମାନ୍ ଏଥିପାଇଁ ଯେତେ ଫିସ୍ ମାଗିଥାନ୍ତି ନିର୍ମାତା ତାଙ୍କୁ ଦେବାକୁ ରାଜି ହୋଇଥାନ୍ତି। ଏହି…
ଏଲ୍ଏସିରେ ରାଫାଲ ବିମାନ ଉଡ଼ାଣ କରିବେ ବାରାଣସୀର ଏହି ଝିଅ
ଲକ୍ଷ୍ନୌ,୨୪ା୯: ବାରାଣସୀର ଝିଅ ଶିବାଙ୍ଗୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଲଢୁଆ ଯୁଦ୍ଧ ବିମାନ ରାଫାଲ ଉଡ଼ାଣ କରିବାର ଗୌରବ ଅର୍ଜନ କରିଛନ୍ତି। ସେ ଦେଶର ସବୁଠାରୁ ଶକ୍ତିଶାଳୀ ତଥା ବାହୁବଳୀ ରାଫାଲ ବିମାନ ଉଡ଼ାଇବାର ଦାୟିତ୍ୱ ପାଇଛନ୍ତି। ଶିବାଙ୍ଗୀଙ୍କୁ…
ଖେଳୁ ଖେଳୁ ମାଲବାହୀ ଟ୍ରେନ୍ ଇଞ୍ଜିନ ତଳେ ଫସିଲା ୨ ବର୍ଷର ଶିଶୁ: ଆଉ ତା’ ପରେ..
କଥାରେ ଅଛି ରଖେ ହରି ତ ମାରେ କିଏ। ଖେଳୁ ଖେଳୁ ରେଳଧାରଣାକୁ ଚାଲି ଆସିଥିଲା ଜଣେ ୨ ବର୍ଷର ଶିଶୁ। ଏପରିକି ସେ ଟ୍ରେନ୍ ଚକାତଳେ ଫସି ଯାଇଥିଲା। ହେଲେ ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପିଲାଟିକୁ ସୁରକ୍ଷିତ…
Archives


