କୃଷକ ଆନ୍ଦୋଳନ: ହରିୟାଣାରେ ହାଇ ଆଲର୍ଟ

ଚଣ୍ଡିଗଡ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ୍‌ ବେଳେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ପଡୋଶୀ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ହରିୟାଣା ଡିଜିପି ମନୋଜ ଯାଦବ ରାଜ୍ୟର ସମସ୍ତ ଜିଲାରେ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ ପ୍ରତ୍ୟେକ ଜିଲା ପୋଲିସ ଅଧିକାରୀଙ୍କୁ ଅତ୍ୟନ୍ତ ସଜାଗ ରହିବାକୁ କହିଛି ହରିୟାଣା ପୋଲିସ।

ଉଲ୍ଲେଖ ଥାଉ କି, ଟ୍ରାକ୍ଟର ରାଲି ଭାଗ ନେଇଥିବା କିଛି କୃଷକ ଆନ୍ଦୋଳନସ୍ଥଳକୁ ଫେରୁଥିବାବେଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆହୁରି କୃଷକ ରହିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ବ୍ୟବହାର କଲେ ଦେବାକୁ ପଡିବ ଜରିମନା

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶରେ ସେପ୍ଟେମ୍ବର ପହିଲା ଅର୍ଥାତ୍‌ ରବିବାରଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଯଦି କୌଣସି ସ୍ଥାନରେ ୫୦ ମାଇକ୍ରନରୁ କମ୍‌...

ରାହୁଲଙ୍କୁ ଟାର୍ଗେଟ କଲେ ଶାହ

ରାଞ୍ଚି,୨।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକ ପ୍ରକାର ହାରିଯାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ପୁଣିଥରେ ନିଜର ସ୍ଥିତିକୁ ଫେରାଇବାକୁ ଚେଷ୍ଟା ଚଳାଇଥିବା ଆଲୋଚନା ହେଉଛି।...

ବିମାନ ଦୁର୍ଘଟଣାରେ ସ୍ବାମୀ ହୋଇଥିଲେ ଶହୀଦ, ଏବେ ବାୟୁସେନାରେ ସାମିଲ ହେବେ ପତ୍ନୀ

ନୂଆଦିଲ୍ଲୀ,୧୫।୭: ୨୦୧୯ ଫେବୃୟାରୀ ୧ ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ସ୍କ୍ବାଡନ ଲିଡର ସମୀର ଅବରୋଲଙ୍କ ପତ୍ନୀ ଗରିମା ଅବରୋଲ ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ...

କେନ୍ଦ୍ରକୁ ଟାର୍ଗେଟ କଲେ ମେହେବୁବା ମୁଫତି, କହିଲେ ଏତେ ସୁରକ୍ଷିତ ଅଞ୍ଚଳରେ ପୁଞ୍ଛ ଆତଙ୍କବାଦୀ ଆକ୍ରମଣ କେମିତି ହେଲା

ଜମ୍ମୁ,୨୯।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିଡିପି ମୁଖ୍ୟ ମେହେବୁବା ମୁଫତି ଶନିବାର କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କିଛିଦିନ...

ଭୟର ବାତାବରଣ ମଧ୍ୟରେ ରାତି ସାରା ଉଜାଗର ରହିଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଗାଜିପୁର ସୀମାରେ...

ରାଜ୍ୟ ସଭା ନିର୍ବାଚନ,ସିବଲ-ଚିଦାମ୍ବରମ୍‌ଙ୍କ ସମେତ ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

ନୂଆଦିଲ୍ଲୀ, ୪।୬ : ରାଜ୍ୟସଭା ନିର୍ବାଚନ ୨୦୨୨ ପୂର୍ବରୁ, ୧୧ ଟି ରାଜ୍ୟରୁ ୪୧ ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ୧୫...

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା!

ନୂଆଦିଲ୍ଲୀ,୩ ।୮: ଦିଲ୍ଲୀ କ୍ୟାବିନେଟରେ ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ଏବେ ଦିଲ୍ଲୀ ବିଧାୟକଙ୍କୁ...

ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଲୋଚନା କରି ଡାକ୍ତର ଆନ୍ଦୋଳନ ମାମଲା ସମାଧାନ କର

କୋଲକତା, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ...

Advertisement
Archives

Model This Week