ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ

ପୁରୀ ଅଫିସ, ୨୯।୧: ଜଗା ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳିପାରି ନାହିଁ। ନିଖୋଜ ଯୁବକ ଜଣଙ୍କ ଝାରଖଣ୍ଡର ଦୀପକ କୁମାର ବୋଲି ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସମସ୍ତ ପର୍ଯ୍ୟଟକ ଝାଡଖଣ୍ଡ ବୋକାରୋ ଅଞ୍ଚଳର ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ମୃତ

ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଡିମିରିଡିହା ଗ୍ରାମର ଜଣେ ବୃଦ୍ଧଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅବସରପ୍ରାପ୍ତ...

ପଞ୍ଚାୟତ ନିର୍ବାଚନ ଲାଗି ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୬।୧୧(ବ୍ୟୁରୋ): ରାଜ୍ୟ ନିର୍ବାଚନ ଆୟୋଗଙ୍କ ସର୍ବଦଳୀୟ ବୈଠକ ଶନିବାର ଦିନ ୧୧ ଟାରେ ବସିବ। ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି ରାଜ୍ୟ...

୫-ଟି ସଚିବଙ୍କ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ

ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଆନନ୍ଦପୁର ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କରେ...

ମାତିଛି ନରହନ୍ତା ହାତୀ: ଦିନକରେ ନେଲା ୩ ଜୀବନ

ବରଗଡ଼ ଅଫିସ,୨୧।୪: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଞ୍ଚଳରେ ନରହନ୍ତା ହାତୀ ମାତି ଉଠିଛି। ବୁଧବାର ସକାଳୁ ଏହି ହାତୀ ୩ ଜଣଙ୍କ ଜୀବନ ନେଇଛି।...

ରଜ ବୁଲା ସାରି ଚନ୍ଦ୍ରଭାଗାରେ ଗାଧୋଇବା କାଳ ହେଲା: ଭାସି ଯାଇ ଯୁବକ ମୃତ

ଗୋପ,୧୬।୬(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ବେଳେ ରବିବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ପୋଲସରା...

୩ ମାସ ହେଲାଣି ଗଛରେ ଉଡୁଛି ଜାତୀୟ ପତାକା

ନୀଳଗିରି, ୧୭।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ପଣସ ଗଛରେ ଦୀର୍ଘ ୩ ମାସ ଧରି ଏକ ଜାତୀୟ ପତାକା...

ଜାବରା ସେତୁ ଉପରେ ଏକାଧିକ ଗାତ

ଜେନାପୁର,୨୦।୯(ଅଶୋକ ଦାସ): ଗ୍ରାମାଞ୍ଚଳରେ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟା ସନ୍ତୁଳନ ରକ୍ଷାକରିବା ପାଇଁ ବିଭିନ୍ନ ନଦୀ ନାଳ...

ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ: ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି...

Advertisement
Archives

Model This Week