୨୮ ବର୍ଷ ପୂର୍ବେ ଏପରି ଦିଶୁଥିଲେ ଏହି ଲୋକପ୍ରିୟ କମେଡିଆନ୍‌, ଚିହ୍ନିିବା ହେଉଛି ମୁସ୍କିଲ

ବର୍ତ୍ତମାନ କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ସେ ନିଶ୍ଚିତ କରିଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହି କାରଣରୁ ‘ଦି କପିଲ ଶର୍ମା ଶୋ’କୁ ବନ୍ଦ କରିବାକୁ ପଡିବ। କପିଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସମ୍ପ୍ରତି ସେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ତାଙ୍କୁ ଏହି ଫଟୋରେ ଚିହ୍ନିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି ବୋଲି ପ୍ରତିକ୍ରିୟା ଦେଉଛନ୍ତି।

କପିଲ ପ୍ରାୟ ୨୮ ବର୍ଷ ପୂର୍ବର ଏକ ଫଟୋ ଶେୟାର କରିଛନ୍ତି। ଫଟୋକୁ ଦେଖିଲେ କହିବା ଭୁଲ ହେବ ନାହିଁ ଯେ, ତାଙ୍କର ଏହି ରୂପ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ଦେଖି ନ ଥିବେ। ଫଟୋ ଦେଖିଲେ ଯେ ବି କହିବ ଇଏ କିଏ? ଫଟୋରେ କପିଲ ତାଙ୍କ ବଡ଼ ଭାଇ ଅଶୋକ କୁମାର ଶର୍ମାଙ୍କ ସହ ନଜର ଆସିଛନ୍ତି। ଏହାକୁ ଶେୟାର କରି କପିଲ କ୍ୟାପଶନ ଲେଖିଛନ୍ତି, ‘ଭାଇ-ଭାଇ’।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକଙ୍କ ହାତରେ ଅଫର ହିଁ ଅଫର

ମୁମ୍ବାଇ: ଗତ ବର୍ଷ ଅର୍ଥାତ୍ ୨୦୨୧ ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଭଲ ବର୍ଷ ନ ଥିବା ବେଳେ ଚଳିତ ବର୍ଷକୁ ନେଇ ସଭିଏଁ ଅଛନ୍ତି ଆଶାବାଦୀ...

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ ସଞ୍ଜୁ ବାବା

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନକରାତ୍ମକ ଭୂମିକାକୁ ନେଇ ପୁଣିଥରେ ଫେରୁଛନ୍ତି। ଅଭିନେତା କେବଳ ବଲିଉଡରେ ନୁହେଁ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜର...

ଭିକ୍କିଙ୍କ ସହ ପ୍ରଥମ ଜନ୍ମଦିନ ପାଳିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ସୁନ୍ଦରୀ ତଥା ମୋଷ୍ଟ ଟ୍ୟାଲେଣ୍ଟେଡ ଆକ୍ଟ୍ରେସ କ୍ୟାଟ୍ରିନା କୈଫ ୧୬ ଜୁଲାଇ ୨୦୨୨ରେ ପାଳନ କରୁଛନ୍ତି ତାଙ୍କ ୩୯ ତମ ଜନ୍ମଦିନ ।...

ପ୍ରୋଜେକ୍ଟ-କେ’ ଫିଲ୍ମ ପାଇଁ ସାହାଯ୍ୟ କରିବେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କିପରି

ସାଉଥ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କୁ ସାହାଯ୍ୟ କରିବେ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା। ତାଙ୍କୁ ଟୁଇଟ୍‌ରେ ଏକ ସାହାଯ୍ୟ ମାଗିଛନ୍ତି ଅଶ୍ବିନ। ଅଭିନେତା ପ୍ରଭାସ,...

ରିଲିଜ୍‌ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’: ଦର୍ଶକ କହିଲେ ‘ବ୍ଲକବଷ୍ଟର’

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ ରିଲିଜ ହୋଇଯାଇଛି। ‘ଚୁଲବୁଲ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଖ୍ରୀଷ୍ଟମାସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।...

‘ଧୁମ ୪’ରେ ନଜର ଆସିବେ ଦୀପିକା!

ମୁମ୍ବାଇ: ୟଶରାଜ ଫିଲ୍ମର ସବୁଠାରୁ ଷ୍ଟାଇଲିଷ୍ଟ ଆକ୍ସନ ଫ୍ରଞ୍ଚାଇଜ୍ ‘ଧୁମ’ର ୪ ନମ୍ବର ମୁଭିକୁ ଦର୍ଶକେ ବେଶ୍ କିଛିଦିନ ହେବ ଅପେକ୍ଷା ରଖିଛନ୍ତି । ‘ଧୁମ୍...

ଖୁସିଖବର ଦେବା ପରେ ଡିପି ବଦଳାଇଲେ ଆଲିଆ

ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏହି ଗୁଡନ୍ୟୁଜ୍‌ ସେ ନିଜେ ପ୍ରଶଂସକଙ୍କ ଶେୟାର କରିଛନ୍ତି। ଏହି ଘୋଷଣା ପରେ ସେ ନିଜ...

ଡ୍ରେସ ବଦଳରେ ତକିଆ ପିନ୍ଧିଲେ ତମନ୍ନା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ରେ ସମସ୍ତ ବଲିଉଡ୍‌ ଅଭିନେତା, ଅଭିନେତ୍ରୀମାନେ ଏକପ୍ରକାର ବନ୍ଦ ହୋଇଯାଇଛନ୍ତି।...

Advertisement
Archives

Model This Week