Home Left

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୬ ।୧୦: ପଦାର୍ଥ ବିଜ୍ଞାନରେ ୨୦୨୦ ବର୍ଷ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ରୋଜର ପେନରୋଜ, ରିନହାର୍ଡ ଗେନଜେଲ ଓ ଆଣ୍ଡ୍ରିୟା ଗେଜଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି । ପଦାର୍ଥ…

୩ ମହଲା ଛାତରୁ ପଡି କନଷ୍ଟେବଳ ମୃତ

ରାୟଗଡା ଅଫିସ୍‌,୬।୧୦: ଓଏସ୍‌ଏପି କନଷ୍ଟେବଳ ଯୋଗେଶ୍ୱର ଦାଶ (୨୭) ୩ ମହଲା ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି। ସେ ଚାନ୍ଦିଲି ନିୟୁ ଆରୋ ବିଲ୍ଡିଂ ଫୋର୍ସ ବ୍ୟାରେକରେ ରହୁଥିଲେ। ସୋମବାର ରାତି ୯ଟା ସମୟରେ ସେ ଛାତ ଉପରେ ବସି ଆଇପିଏଲ୍‌…

ପ୍ରତିଦିନ ଗୋଟିଏ ଲେଖାଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଏହି ମହିଳା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ କିଛି ବି କରିବାକୁ ରାଜି ହୋଇଥାନ୍ତି। ବଜାରରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି ା ମାତ୍ର କିଛି ଲୋକଙ୍କୁ ଏ ସବୁରେ ଆଦୌ ହେଲେ ଫରକ୍‌ ପଡ଼ି ନ…

ଧରିତ୍ରୀ ଖବର ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସାମାଜିକ କର୍ମୀ

ବରଗଡ ଅଫିସ,୬।୧୦- ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ରାଇଶୋଭା ଗ୍ରାମର ମଙ୍ଗଳୁ ଭରାସାଗରଙ୍କ ସାଢେ ୪ମାସର ଶିଶୁପୁତ୍ର ସରୋଜଙ୍କ ଅଣ୍ଟାରେ ଜନ୍ମରୁ ଏକ ମାଂସ ପିଣ୍ଡୁଳା ବଢି ଚାଲିଛି। ମାଂସ ପିଣ୍ଡୁଳାଟି ଯେଭଳି ବଢୁଛି, ଶିଶୁପୁତ୍ରର ଯନ୍ତ୍ରଣା ମଧ୍ୟ ସେଭଳି…

ଜିତିଲେ ତମନ୍ନା

ମୁମ୍ବାଇ: କରୋନା ସଂକ୍ରମଣ ଏବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨ ଦିନ ତଳେ ବଲିଉଡ୍ ନାୟିକା ତମନ୍ନା ଭାଟିଆ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ରିଲିଜ୍ ହେଲା ‘ମିର୍ଜାପୁର-୨’ର ଟ୍ରେଲର

ମୁମ୍ବାଇ: ବେଶ କିଛିଦିନର ଅପେକ୍ଷା ପରେ ଶେଷରେ ଏହାର ଅନ୍ତ ଘଟାଇ ରିଲିଜ୍ ହୋଇଛି ବଲିଉଡ୍ ମୁଭି ‘ମିର୍ଜାପୁର-୨’ର ଟ୍ରେଲର । ଆମାଜନ ପ୍ରାଇମ ଭିଡିଓରେ ଏହାର ଟ୍ରେଲର ରିଲିଜ୍ ହୋଇଛି । ମିର୍ଜାପୁରର କାହାଣୀ ଡ୍ରଗ୍ସ ମାଫିଆ କାଲେନ ଭାଇ…

ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ: ବନ୍ଧୁକ ଜବତ

ବାଲେଶ୍ୱର ଅଫିସ ,୬।୧୦-ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ୍‌ ନିକଟରୁ ଏକ ନାଲିବତୀ ଗାଡି ନେଇଯାଉଥିବା ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦୁଇ ଅପରାଧୀ ଏକ ସ୍କର୍ପିଓରେ ନାଲିବତୀ ଲଗାଇ ବାଲେଶ୍ୱର ଅଭିମୁଖେ…

କରୋନା ଲଢ଼େଇରେ ହିରୋ ସାଜିଛନ୍ତି ୧୮୦ ମୌଲବୀ

ମୁମ୍ବାଇ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ୧୮୦ ଜଣ ମୌଲବୀ କରୋନା ଲଢ଼େଇରେ ହିରୋ ସାଜିଛନ୍ତି। ସେମାନେ ଘରଘର ବୁଲି ସଚେତନତା ବାର୍ତ୍ତା ଦେଉଛନ୍ତି। କିଭଳି କରୋନା ସଂକ୍ରମଣରୁ ଦୂରେଇ ରହିହେବ ସେ ନେଇ ଲୋକଙ୍କୁ…

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ବିଧାନସଭାରେ ପାରିତ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦ ମଙ୍ଗଳବାର ବହୁ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ଏହି ବିଲ୍‌ ପାରିତ ହୋଇଛି। ଭାଜପା ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରି ବିଲ୍‌କୁ ବିରୋଧ କରିଥିଲେ।…

ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରର ଦୁଃଖ ଦେଖୁଛି ଦେଶ: ରାହୁଲ

ଚଣ୍ଡିଗଡ଼,୬ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍କଳବାର ହାଥରସ ବଳାତ୍କାର ଘଟଣାକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ ଖବରଦାତା ସମ୍ମିଳନୀରେ ହାଥରସ ଘଟଣାରେ ମୋଦିଙ୍କ ନିରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।…

ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ

ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର ଏକ ଶ୍ଳୋକରେ ମହିଳା, ଖାଦ୍ୟ ଏବଂ ଅର୍ଥ ବିଷୟରେ କହିଛନ୍ତି ଯେ, ଏହି ବିଷୟଗୁଡ଼ିକରେ…

ପୀଡ଼ିତାଙ୍କ ଭାଇ, ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ହୋଇଥିଲା ୫ ଘଣ୍ଟା କଥାବାର୍ତ୍ତା

ଲକ୍ଷ୍ନୌ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ଘଟଣାରେ ନୂଆ ନୂଆ ଖବର ମିଳିବାରେ ଲାଗିଛି। ଏବେ କୁହାଯାଉଛି ଯେ, ପୀଡ଼ିତାଙ୍କ ଭାଇ ଏବଂ ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ୫ ଘଣ୍ଟା କଥାବାର୍ତ୍ତା ହୋଇଥିଲା। ଅଭିଯୁକ୍ତ ସନ୍ଦୀପ୍‌ ଏବଂ ପୀଡ଼ିତାଙ୍କ ଘର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri