ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୈଫ୍‌, କରିନା କହିଥିଲେ ଏମିତି…

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ଏବଂ କରିନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। କରିନା ଖୁବ ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସୈଫ୍‌ ଏବଂ କରିନା ଅଭିନୟ ବ୍ୟତିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି।
ଅକ୍ଟୋବର ୧୬, ୨୦୧୨ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ କରିନାଙ୍କୁ ବିବାହ କରିବା ପୂର୍ବରୁ ସୈଫ ତାଙ୍କର ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କୁ ଏକ ଚିଠି ଲେଖିଥିଲେ। ସୈଫ କରନ୍‌ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ଶୋ କଫି ଉଇଥ୍‌ କରନ୍‌ରେ ଏହା ପ୍ରକାଶ କରିଥିଲେ। ଯେତେବେଳେ ସେ ତାଙ୍କ ପୂର୍ବତନ ସ୍ତ୍ରୀ ଅମୃତାଙ୍କୁ ଏକ ଚିଠି ଲେଖିବାର ନିଷ୍ପତ୍ତି ନେଇଥିଲେ। ଚିଠିରେ ସେ କରିନାଙ୍କ ବିଷୟରେ କଥା ହୋଇଥିଲେ। ଅମୃତା ତାହା ପଢ଼ି ସକରାତ୍ମକ ପ୍ରତିକ୍ରିୟା ଦେଇଥିଲେ। ତାଙ୍କୁ କରିନାଙ୍କ ସହ ବିବାହ କରିବାରେ ମଧ୍ୟ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି।...

୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ...

ବଲିଉଡ୍‌ରେ ଧମାଲ କରିବେ ଖୁସି!

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ନାୟିକା ଶ୍ରୀଦେବି ଓ ନିର୍ଦ୍ଦେଶକ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବଡ...

ରିଲିଜ୍‌ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍‌ ଭର୍ସନ

ମୁମ୍ବାଇ: ବଲିଉଡ୍‌ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ...

‘ରାତ୍‌ ଅକେଲି ହୈ’ର ଟ୍ରେଲର ରିଲିଜ

ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧିକି ଏବଂ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହୈ’ର ଟ୍ରେଲିଜ ରିଲିଜ୍‌ ହୋଇଯାଇଛି। ତେବେ ଫିଲ୍ମର କାହାଣୀ...

ଦୀପିକାଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ଶ୍ରଦ୍ଧା କପୁର ଦୀପିକା ପାଦୁକୋନଙ୍କୁ ରିପ୍ଲେସ କରି ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଇଥିବା ବଲିଉଡ ଅଭିନେତ୍ରୀ ହୋଇ ଯାଇଛନ୍ତି। ୫ କୋଟି ୫୬ଲକ୍ଷ ଫଲୋଅର୍ସ...

ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି...

ଫେରୁଛନ୍ତି ରିଆ

ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ପୁଣିଥରେ ଗ୍ଲାମରସ ଦୁନିଆକୁ ଫେରିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ...

Advertisement
Archives

Model This Week