ସ୍ବାମୀଙ୍କ ମଧ୍ୟରେ ଏହି ଗୁଣ ଦେଖି ବଢ଼େ ମହିଳାଙ୍କ ଉତ୍ସାହ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ହତୋପଦେଶ ବର୍ଣ୍ଣନା କରିଛନ୍ତି। ଏହା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଯାହାକୁ ଆପଣାଇ ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କ ଶ୍ଳୋକରେ କହିଛନ୍ତି ଯେ,
ବ୍ରାହ୍ମଣଙ୍କ ପାଇଁ ଖାଦ୍ୟ ନିମନ୍ତ୍ରଣ ଏକ ଉତ୍ସବ।

ଗୋରୁକୁ ନୂତନ ଘାସ ମିଳିବା ଉତ୍ସବ ପାଳନ କରିବା ସହ ସମାନ ।
ସ୍ବାମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିବା ଦେଖି ମହିଳାମାନଙ୍କ ଉତ୍ସାହ ବଢ଼ିଥାଏ।

ପଦର ଶେଷରେ ଚାଣକ୍ୟ କହିଛନ୍ତି ଯେ, ମୋ ପାଇଁ ଶ୍ରୀକୃଷ୍ଣଙ୍କ ପାଦତଳେ ଅନୁରାଗ ଏକ ଉତ୍ସବ ସଦୃଶ।


Enter your email to get our daily news in your inbox.

All Right Reserved By Dharitri.Com

କିଭଳି ସମ୍ପର୍କ ହେବ ସୁଦୃଢ…

କିଭଳି ଭାବେ ଆପଣ ବନ୍ଧୁତ୍ୱ ସମ୍ପର୍କକୁ ସୁଦୃଢ ରଖିପାରିବେ ସେ ସମ୍ପର୍କରେ…. * ବନ୍ଧୁଙ୍କ ନିକଟରେ ସବୁବେଳେ ସଚ୍ଚୋଟ ରୁହନ୍ତୁ। କଦାପି ବିଶ୍ୱାସଘାତକତା କରନ୍ତୁ ନାହିଁ।...

ସ୍ବପ୍ନରେ ଏହି ୫ ଜିନିଷ ଦେଖୁଛନ୍ତି କି? ଶୀଘ୍ର ଖୋଲିବ ଆପଣଙ୍କ ଭାଗ୍ୟର ତାଲା

ଭାଗ୍ୟ ସହ ଜଡ଼ିତ ଥାଏ କିଛି ସ୍ବପ୍ନ। ଏନେଇ ସ୍ବପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାଗ୍ୟ ସମ୍ବନ୍ଧୀୟ ସ୍ବପ୍ନ ଦେଖିବା ଭଲ। ହେଲେ...

ମନକୁ ଶାନ୍ତ ରଖିବାକୁ ହେଲେ…

କୌଣସି ପ୍ରକାର ଷ୍ଟ୍ରେସ୍‌ ହେଲେ ମନକୁ ଶାନ୍ତ ରଖିବା ପାଇଁ ଆମେ ବିଭିନ୍ନ ପ୍ରଣାଳୀ ଆପଣେଇଥାଉ । ଏଥିଯୋଗୁ କିଛି ବ୍ୟକ୍ତି ଧ୍ୟାନ ଯୋଗ କରୁଥିବା...

ସାଗୁ ପକୁଡ଼ି

ଆବଶ୍ୟକ ସାମଗ୍ରୀ- ସାଗୁ-୫୦ଗ୍ରାମ୍‌, ଆଳୁ- ୨ଟି ସିଝା, ମୁଗ-୫୦ଗ୍ରାମ୍‌, ଅଟା- ୧୦୦ ଗ୍ରାମ୍‌, ଜିରା- ଅଧା ଚାମଚ, ଟମାଟୋ- ୧ଟି ଛୋଟ, ସୈନ୍ଧବ ଲୁଣ ସ୍ବାଦ...

ଭୁଲ୍‌ରେ ମଧ୍ୟ ଏହିସବୁ ରୋଗୀ ଖାଆନ୍ତୁ ନାହିଁ ତରଭୁଜ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍‌ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି...

ଘରେ ଲଗାଇଲେ ଏହି ଗଛ, ବଢ଼ିବ ଧନ

ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି। କେଉଁଟି କଲେ ଶୁଭ ଫଳ ମିଳିଥାଏ, କେଉଁଟି କ୍ଷତି କରାଇଥାଏ ତାହା ମଧ୍ୟ ବର୍ଣ୍ଣନା ହୋଇଛି।...

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ବହୁ ରୋଗର ମହୌଷଧି ରାମବାଣ କିଓ୍ବି

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ଖାଇବାକୁ...

Advertisement


Archives

Model This Week