Home Left

ବରଗଡ଼ରୁ ୯୫ ନୂଆ କରୋନା ପଜିଟିଭ୍‌: ରହିଛନ୍ତି ୩ ଶିଶୁ

ବରଗଡ଼ ଅଫିସ,୧୦।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲାରେ ପୁଣି ୯୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୧ଜଣ ମହିଳା ଓ ୭୪ ଜଣ ପୁରୁଷ ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତ…

ନନ୍‌ଭେଜ୍‌ ଖାଇବା, କଫି ପିଇବା ଛାଡିଦେଲେ ରିତେଶ: କାରଣ ଜାଣିଲେ ପ୍ରଶଂସାରେ ପୋତି ପକାଇବେ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ନନ୍‌ଭେଜ ଖାଇବା ଏବଂ କଫି ପିଇବା ସମ୍ପୂର୍ଣ୍ଣ ଛାଡି ଦେଇଛନ୍ତି। କାରଣ ସେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ‘କୌନ୍‌ ବନେଗା କରୋଡପତି’ ରେ ଆସିଥିବା ବେଳେ ରିତେଶ ଏହା କହିଛନ୍ତି। ତେବେ ସେ କାହିଁକି ଫିଟ୍‌୍‌…

ଆକାଶରୁ ହେଲା ଚଢ଼େଇ ବର୍ଷା

ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍‌ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ୭୨ ବର୍ଷ ପରେ ଆମେରିକାର ଫିଲାଡେଲଫିଆ ସହରରେ ଦେଖିବାକୁ ମିଳିଛି। ଅକ୍ଟୋବର ୨ ଭୋର…

ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍‌

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଶନିବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଏହାକୁ ୧୫ ଦିନ ବନ୍ଦ କରିବାକୁ ବିଏମ୍‌ସି ନୋଟିସ ଦେଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ-ବିଡେନଙ୍କ ମଧ୍ୟରେ ହେବାକୁ ଥିବା ପ୍ରେସିଡେନ୍‌ସିଆଲ ଡିବେଟ ବାତିଲ

ୱାଶିଂଟନ,୧୦ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ପ୍ରେସିଡେନସିଆଲ ଡିବେଟକୁ ବାତିଲ କରି ଦିଆଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କମିଶନ ଅନ୍ ପ୍ରେସିଡେନସିଆଲ ଡିବେଟ୍ସ(ସିପିଡି) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟି…

ବିହାର ନିର୍ବାଚନ: ମୋଦିଙ୍କ ରାଲି ଉପରେ ଜେଡିୟୁର ନଜର

ନୂଆଦିଲ୍ଲୀ,୧୦ ।୧୦: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ ତାରିଖ । ଏହାକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟ ତତ୍ପର । ଏଥର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ନିର୍ବାଚନ ଲଢୁଥିବା ଜନତା ଦଳ ୟୁନାଇଟେଡ(ଜେଡିୟୁ) ବିଜୟ ଲକ୍ଷ୍ୟକୁ…

କନ୍ନଡ ଫିଲ୍ମ ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ପରଲୋକ

ବେଙ୍ଗାଲୁରୁ,୧୦ ।୧୦: କନ୍ନଡ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କର ଶୁକ୍ରବାର ରାତିରେ ୮୪ ବର୍ଷ ବୟରେ ପରଲୋକ ହୋଇଛି । ତାଙ୍କ ପୁଅ ତ୍ରିପନ ରେଡ୍ଡି ଏହି ସୂଚନା ଦେଇଛନ୍ତି । ପ୍ରଥମେ ୧୯୭୦ରେ ସେ କନ୍ନଡ ଫିଲ୍ମ ‘ରଙ୍ଗମହଲ…

ବିନା ପାଇଲଟର ଡ୍ରୋନ୍ ରୁସ୍ତମ-୨ର ସଫଳ ପରୀକ୍ଷଣ

ଚିତ୍ରଦୁର୍ଗ,୧୦ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆର୍‌ଡିଓ)ଶୁ୍‌କ୍ରବାର ସ୍ୱଦେଶୀ ପ୍ରୋଟୋଟାଇପ୍ ଡ୍ରୋନ୍ ରୁସ୍ତମ-୨ର ଫ୍ଲାଇଟ୍ ଟେଷ୍ଟିଂ କରିଛି । କର୍ନାଟକର ଚିତ୍ରଦୁର୍ଗରେ ରୁସ୍ତମ-୨ ପ୍ରାୟ ୧୬,୦୦୦ଫୁଟ ଉଚ୍ଚତାରେ ୮ ଘଣ୍ଟାର ଉଡାଣ କରିଛି । ଆଶା କରାଯାଇଛି ଏହି ପ୍ରୋଟୋଟାଇପ୍…

ରଣବୀରଙ୍କୁ ପ୍ରେମିକା ଦେଲେ ଏହି ସ୍ବତନ୍ତ୍ର ଉପହାର: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏବେ ରାଜ୍‌ କରୁଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ସମ୍ପର୍କ ବିଷୟରେ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ନିକଟରେ ରଣବୀରଙ୍କୁ ଏକ ସାଇକେଲ ଚଲାଉଥିବାର…

ଯବାନଙ୍କ ପାଇଁ ବିନା ବୁଲେଟ୍‌ ପ୍ରୁଫ୍‌ ଟ୍ରକ୍‌, ମୋଦିଙ୍କ ଲାଗି ୮୪୦୦ କୋଟିର ବିମାନ: ପ୍ରଶ୍ନ କଲେ ରାହୁଲ

ନୂଆଦିଲ୍ଲୀ, ୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଘେରିବା ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ରାହୁଲ ଗାନ୍ଧୀଙ୍କର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍‌ କରାଯାଇଛି। ଏଥିରେ ରାହୁଲ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଦେଶରେ…

ମନ୍ଦିର ପୂଜକଙ୍କୁ ଜାଳିଦେଲେ

ଜୟପୁର,୧୦।୧୦: ରାଜସ୍ଥାନର କରୌଲିରେ ଜମି ବିବାଦକୁ ନେଇ ଦୁର୍ବୃତ୍ତମାନେ ମନ୍ଦିର ପୂଜକ ବାବୁଲାଲ୍‌ ବୈଷ୍ଣବଙ୍କୁ ନିସ୍ତୁକ ମାଡ଼ମାରିବା ସହ ପେଟ୍ରୋଲ ଢାଳି ଜାଳିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ପୂଜକ…

ସିରିୟଲ୍‌ କିଲରଙ୍କୁ ଫାଶୀଦଣ୍ଡ

ଆବୁଜା,୧୦।୧୦: ନାଇଜେରିଆର ସିରିୟଲ୍‌ କିଲର ଗ୍ରେସିୟସ୍‌ ଡେଭିଡ୍‌- ଓ୍ବେଷ୍ଟଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨୦୧୯ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଟେଲ ରୁମ୍‌ରେ ବଳାତ୍କାର ପରେ ତଣ୍ଟିଚିପି ୯ ମହିଳାଙ୍କୁ ହତ୍ୟା କରିଥିଲେ। ପୂର୍ବରୁ ଏଭଳି ଅନେକ ଅପରାଧ ସେ ଘଟାଇଥିବାବେଳେ ପ୍ରମାଣ ମିଳୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri