Posted inଖେଳ

ଅମ୍ପାୟର ଟଏଲେଟ୍‌କୁ ନ ଛାଡ଼ିବାରୁ ପ୍ୟାଣ୍ଟରେ ପରିସ୍ରା ଧମକ ଦେଲେ ଖେଳାଳି

ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ମ୍ୟାଚ୍‌ ବେଳେ ଟଏଲେଟ୍‌ ବ୍ରେକ ଲାଗି କାନାଡା ଖେଳାଳି ଡେନିସ ଶାପୋଭାଲୋଭଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅମ୍ପାୟର ଅନୁମତି ଦେଇ ନ ଥିଲେ।

ମାର୍ଗରେଟା କୋର୍ଟ ଏରିନାରେ ମଙ୍ଗଳବାର ଖେଳାଯାଇଥିବା ଇଟାଲିର ଜାନିକ ସିନ୍ନରଙ୍କ ବିପକ୍ଷ ମ୍ୟାଚ୍‌ରେ ବିଶ୍ୱର ୧୧ତମ ର଼୍ୟାଙ୍କଧାରୀ ଶାପୋଭାଲୋଭ ମ୍ୟାଚ୍‌ ଅଧାରେ ଅମ୍ପାୟର ନିକୋ ହେଲଓ୍ବେର୍ଥଙ୍କୁ ଟଏଲେଟ୍‌ ବ୍ରେକ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ନିୟମ ଠାରୁ ଅଧିକ ଥର ଟଏଲେଟ୍‌ ଯିବାକୁ ଅନୁମତି ଦେଇପାରିବେ ନାହିଁ କହିଥିଲେ ଜର୍ମାନୀ ଅମ୍ପାୟର। ଏଥି ଯୋଗୁ ୨୧ ବର୍ଷୀୟ କାନାଡା ଖେଳାଳି ଉତ୍ତ୍ୟକ୍ତ ହୋଇ କହିଥିଲେ ” ମୁଁ ଟଏଲେଟ୍‌ ପଳେଇଲେ, କ’ଣ ହୋଇଯିବ? ମୋତେ ଜରିମାନା କରାଯିବ ନା ପ୍ରତିଯୋଗିତାରୁ ବିଦା କରିଦେବ ? ଏହାକୁ ମୁଁ ଖାତିର କରୁନାହିଁ। ମୋତେ ଟଏଲେଟ୍‌ ଯିବାର ଅଛି। ନ ହେଲେ ମୁଁ ପ୍ୟାଣ୍ଟ କି ବୋତଲରେ ପରିସ୍ରା କରିଦେବି“।

ଉଲ୍ଲେଖଥାଉ କି, ୫ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଶାପୋଭାଲୋଭ ୩-୬, ୬-୩, ୬-୨, ୪-୬, ୬-୪ ବ୍ୟବଧାନରେ ଜିତିଥିଲେ। ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ପ୍ରାୟ ୪ ଘଣ୍ଟା ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ଡୋମିନିକା,୧୬ା୭: ୱେଷ୍ଟଇଣ୍ଡିଜ ବିପକ୍ଷ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଥିଲେ। ସେ ୧୦ ଚୌକା ଓ ୨...

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି ସଞ୍ଜୁ ସାମସନ୍‌; କିଛି ଏଭଳି ଢଙ୍ଗରେ ବିରୋଧ କଲେ ପ୍ରଶଂସକ

ନୂଆଦିଲ୍ଲୀ,୨୭।୯: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି୨୦ ସିରିଜରେ ବିଜେତା ହୋଇଛି। ଏବେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି...

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ...

ବିଶ୍ୱକପ୍‌ର ସେମିଫାଇନାଲ-ଫାଇନାଲ୍‌ରେ ଶତକ ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ହେଲେ ଏହି କ୍ରିକେଟର: ଆଜି ବି ରହିଛି ରେକର୍ଡ

ନୂଆଦିଲ୍ଲୀ,୧୬।୧: କ୍ରିକେଟରେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଥାନ୍ତି କ୍ରିକେଟର। ହେଲେ କିଛି ରେକର୍ଡ ଏଭଳି ଥାଏ ଯାହା ଗୋଟିଏ ଥର ହୋଇଥିଲେ...

ଭାଇଙ୍କ ସହ କ୍ରିକେଟ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ ଯାଉଥିଲେ, ଏବେ ଭାରତୀୟ ଦଳରେ ସ୍ଥାନ ପାଇ ହାସଲ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ରୋହିତ ଟପ୍‌-୨ରେ ଅପରିବର୍ତ୍ତିତ

ଦୁବାଇ, ୫।୮(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ ଶର୍ମା ବୁଧବାର ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟ୍ସମ୍ୟାନ...

ଶଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌

ଆଡିଲେଡ: ଅଷ୍ଟ୍ରେଲିଆର ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ପ୍ରତିଯୋଗିତା ଶେଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌ ସୃଷ୍ଟି କରିଛନ୍ତି ଟେଷ୍ଟ ବ୍ୟାଟ୍ସମ୍ୟାନ ମାର୍କୁସ ହାରିସ ଓ ପ୍ରତିଭା ସମ୍ପନ୍ନ...

ଧୋନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୭।୭: ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୪୨ ବର୍ଷ ହୋଇଛି। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଏବେ ବି ଆଇପିଏଲରେ...

Advertisement
Archives

Model This Week