Home Left

ବିହାର ନିର୍ବାଚନବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟନା, ୧୭।୧୦: ବିହାର ନିର୍ବାଚନରେ ପ୍ରଚାର କରି ଫେରୁଥିବାବେଳେ ଭାଜପାର ଏକ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରର ପଙ୍ଖା କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ହେଲିକପ୍ଟର ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ,…

ବିହାର ନିର୍ବାଚନରେ ୯ ମାସର ଗର୍ଭବତୀ

ପାଟନା, ୧୭।୧୦: ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସମୟ କେତେ ଆହ୍ବାନପୂର୍ଣ୍ଣ ହୋଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି। ଭୋଜପୁର ଜିଲାର ଜଗଦୀଶପୁର ସିଟ୍‌ରେ ଠିଆ ହୋଇଥିବା ଜେଡିୟୁର ମହିଳା ପ୍ରାର୍ଥୀ ସୁଷମଲତା କୁଶଓ୍ବାଙ୍କ ବିଷୟରେ ଆମେ ଏଠାରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୨୮୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲାରୁ ୪୩୪ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୩୭, ନୂଆପଡ଼ା ୧୬୧…

ଡି ଭିଲର୍ସ, କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ; ରୟାଲ୍ସକୁ ହରାଇଲା ରୟାଲ୍‌

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ର ୩୩ତମ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ହରାଇ ଦେଇଛି। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରଥମେ…

ଆଜି ରାଜଧାନୀରୁ ୨୧୬ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୦୭

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଶନିବାର ରାଜଧାନୀରୁ ଆଉ ୨୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୫ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୬୧ ସ୍ଥାନୀୟ ସଂକ୍ରମିତ ବୋଲି ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସେହିପରି ଆଜି…

ମଳଦ୍ୱାରରେ ଲୁଚାଇ ନେଉଥିଲେ ୨.୧୬ କୋଟି ଟଙ୍କାର ସୁନା

ଚେନ୍ନାଇ, ୧୭।୧୦: କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଅଧିକାରୀମାନେ ୪.୧୪ କେଜି ମୂଲ୍ୟର ସୁନା ଜବତ କରିଛନ୍ତି। ଯାହାର ମୂଲ୍ୟ ୨.୧୬ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୩ ଜଣ ବ୍ୟକ୍ତିଙ୍କୁ ଗିରଫ…

୨୧ତମ ବିବାହ ବାର୍ଷିକୀରେ ସ୍ବାମୀଙ୍କୁ ଶୁଭକାମନା ଜଣାଇଲେ ମାଧୁରୀ

ମୁମ୍ବାଇ: ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ଆଜି ମାଧୁରୀ ତାଙ୍କର ୨୧ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ସେ ସ୍ବାମୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ମାଧୁରୀ…

ଲଗାତର ୨ ଉଇକେଟ୍‌ ନେଲେ ଚହଲ; ଖୁସିରେ ତାଳି ମାରିଲେ ଭାବି ସ୍ତ୍ରୀ ଧନଶ୍ରୀ

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା ରାଜସ୍ଥାନ ରୟାଲ୍‌ ସହ ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ଉଇକେଟ୍‌ ହରାଇ ୧୭୭ ରନ ସଂଗ୍ରହ କରିଛି। ତେବେ…

ବିରାଟଙ୍କ ମଜା ଉଡ଼ାଇଲେ ଜୋଫ୍ରା ଆର୍ଚର, ଅନୁଷ୍କା ବି ହେଲେ ଟ୍ରୋଲ୍‌

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ ୨୦୨୦)ରେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ବିରାଟ ମଜାଦାର ମୁଡ୍‌ରେ ଥିଲେ। ଓ୍ବାର୍ମ…

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମାନସୀ ଜୋଶୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆସନ୍ତା ମାସରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରରେ ସେ ଅଂଶଗ୍ରହଣ କରିପାରିବେ ନାହିଁ। ୨୭ ବର୍ଷୀୟା ମାନସୀଙ୍କ କରୋନା…

ଆଜି ଖୋଲିଲା ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଆଜି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ୮ ଦିନ ପରେ ବିଏମ୍‌ସି ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ ଏହି କାର୍ଯ୍ୟାଳୟ ଖୋଲାଯାଇଛି। ସୂଚନାଯୋଗ୍ୟ, ଚଳିତମାସ ୮ ତାରିଖରେ ଏମ୍‌ପି ତାଙ୍କ ଜନ୍ମଦିନ ପାଳନ…

ଯୁବରାଜଙ୍କୁ ୬ଥର ଆଉଟ୍‌ କରିଥିବା ବୋଲର କ୍ରିକେଟ୍‌ରୁ ନେଲେ ଅବସର

କରାଚି, ୧୭।୧୦: ପାକିସ୍ତାନର ଜଣାଶୁଣା ଦ୍ରୁତ ବୋଲର ଉମର ଗୁଲ୍‌ କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଘରୋଇ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ‘ନ୍ୟାଶନାଲ ଟି୨୦ କପ୍‌’ରେ ଗୁଲ୍‌ଙ୍କ ଦଳ ବାଲୋଚିସ୍ତାନ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ଏହାପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri