Home Left

କାନ୍ଦିଲେ ନୋରା!

ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ଏବେ ଡ୍ୟାନ୍ସିଂ କୁଇନ୍ ଭାବେ ବେଶ୍ ପରିଚିତ । ଦର୍ଶକଙ୍କର ଏବେ ସେ ପ୍ରଥମ ପସନ୍ଦ ଡ୍ୟାନ୍ସିଂ ଷ୍ଟାର ବୋଲି କୁହାଯାଏ । ଏହାସହ ସେ ଆଇଟମର ଫରଫେକ୍ଟ କୁଇନ୍ ବୋଲି ମଧ୍ୟ କେହି…

ଆଇପିଏସ୍ ଭୂମିକାରେ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜର ଆସିବେ । ଯାହାର ଲୁକ୍ ଏବେ ସାମ୍ନାକୁ ଆସିଛି । ଏହାସହ ୟାମିଙ୍କ ହାତରେ ବି ରହିଛି ଆଉ କିଛି ପ୍ରୋଜେକ୍ଟ । ୟାମି ତାଙ୍କ ଅଗାମୀ…

ବିନା ଦୋଷରେ ଷଣ୍ଢଙ୍କୁ ପିଟୁଥିଲେ ବୃଦ୍ଧ, ପାଇଲେ ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ବଲିଉଡ୍‌ରେ ଶ୍ୱେତାଙ୍କ ଝିଅ ପଲକଙ୍କ ଡେବ୍ୟୁ

ଫିଲ୍ମ ତଥା ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଶାଲ ମିଶ୍ରଙ୍କ ଫିଲ୍ମ ‘ରୋଜି’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାର ଶୁଟିଂ କାର୍ଯ୍ୟ ଚାଲୁରହିଛି। ଫିଲ୍ମର ନିର୍ମାଣ ମନ୍ଦିରା ଏଣ୍ଟରଟେନମେଣ୍ଟ, ବିବେକ…

ଅସ୍ତ୍ରବିରତି ପାଇଁ ଭାରତ-ପାକ ରାଜି ଘଟଣାକୁ ସ୍ୱାଗତ କଲା ଆମେରିକା

ୱାଶିଂଟନ,୨୬ ।୨: ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡାକଡି ପାଳନ କରିବା ଲାଗି ଭାରତ-ପାକିସ୍ତାନ ସହମତ ହୋଇଥିବା ବିବୃତିକୁ ସ୍ୱାଗତ କରିଛି ଆମେରିକା । ଆମେରିକା କହିଛି ଏହା ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତାର ଦେଶ…

୨ କୁକୁରଙ୍କୁ ଖୋଜି ଆଣିଲେ ମିଳିବ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ପୂରା ଘଟଣା ଜାଣିଲେ…

ଲେଡି ୱିଙ୍ଗର ପପ୍‌ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଥିବା କୁକୁରମାନଙ୍କୁ ଖୋଜି ଆଣିବା ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ହଲିଉଡରେ ଡକାୟତି ସମୟରେ ଲେଡି ଗାଗାଙ୍କ ଦୁଇଟି ବୁଲଡଗ ଚୋରି ହୋଇଛନ୍ତି। ଏହି ଘଟଣାରେ ଲେଡି…

ହାରିବା ପରେ ମାପିଚୁପି ପ୍ରତିକ୍ରିୟା ଦେଲେ ଇଂଲଣ୍ଡ ଅଧିନାୟକ: କହିଲେ ‘ପିଚ୍‌କୁ ଦୋଷ ଦେବା ଠିକ୍‌ ନୁହେଁ, ହେଲେ…’

ନୂଆଦିଲ୍ଲୀ,୨୬।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମୁକାବିଲାରେ ବିଜେତା ହୋଇଛି ଭାରତୀୟ ଟିମ୍‌। ୧୦ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇ ସିରିଜକୁ ୨-୧ ସ୍ଥିତିକୁ ଆଣିଛି ଭାରତ। ଏଥିସହ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ନିଜ ସ୍ଥାନ ନିଶ୍ଚିତ…

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…

ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ମାମଲାରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।…

କୋଲକାତାରୁ ଆଇପିଏଲ ବେଟିଂ ମୁଖିଆ ଗିରଫ: ୭୨. ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍‌

ବ୍ରହ୍ମପୁର ଅଫିସ ,୨୬।୨ : ଗଞ୍ଜାମ ଜିଲାରେ ଆଇପିଏଲ ବେଟିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦେଇ କେତେକ ବୁକିଂ ଜରିଆରେ କାରବାର ଚଳାଇଥିବା ମୁଖିଆଙ୍କୁ ବ୍ରହ୍ମପୁର ପୋଲିସ ଗୁରୁବାର କୋଲକାତାରୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ଦିନେଶ…

ସବ୍ୟସାଚୀଙ୍କ ଯୋଗୁ ଛଅ ମାସରେ ବଦଳିଗଲା କୁନିଙ୍କ ଜୀବନ, ଏବେ ବାନ୍ଧିଲେ ରାକ୍ଷୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): କୁନିଙ୍କ ହାତରେ ବଢ଼ୁଥିଲା ମାଂସ ପିଣ୍ଡୁଳା। ହେଲେ ପାଖରେ ଟଙ୍କା ନ ଥିବାରୁ ଚିକିତ୍ସା ହୋଇପାରୁ ନ ଥିଲା। ଲକ୍‌ଡାଉନ୍‌ ବେଳେ ସମାଜସେବାକୁ ନେଇ ଚର୍ଚ୍ଚାକୁ ଆସିଥିବା ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏବେ…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ଘରେ ବିଶେଷ ପୂଜା!

କୋଲକାତା,୨୬ ।୨: ନିର୍ବାଚନ କମିଶନଙ୍କ ଦ୍ୱାରା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରଯାଇଥିବା ବେଳେ ଏଥିରେ ୫ ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି । ହେଲେ ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ, ଭିଡିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି। ଏପରି ଲଢ଼େଇ ଆପଣ ଆଗରୁ କେବେ ଦେଖି ନ ଥିବେ। ଭିଡିଓରେ ଦେଖିବେ ଦୁଇଟି ଜିରାଫ ପାଖାପାଖି ଠିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?