Home Left

ନୂଆ ଘର କିଣୁଛନ୍ତି କି? ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ଜଣେ ବ୍ୟକ୍ତି କେଉଁ ସ୍ଥାନରେ ଘର ନିର୍ମାଣ କରିବା ଉଚିତ୍‌ ଆଚାର୍ଯ୍ୟ ଚାଣକ୍ୟ…

ଘାଟିକୁଣ୍ଡ୍ରୁରେ ଲାଗିଛି ମାଓବାଦୀ ପୋଷ୍ଟର

ଭବାନୀପାଟଣା,୨୯।୧୦(ଡି.ଏନ୍‌.ଏ.): ବେଶ୍‌ କିଛି ଦିନ ନୀରବତା ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଛି। ଗୁରୁବାର ସକାଳୁ ମାଳିଯୁବାଙ୍ଗ ପଞ୍ଚାୟତ ଘାଟିକୁଣ୍ଡ୍ରୁଠାରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ମାରିବା ସହ ସରକାର ଓ ପୋଲିସର ଦମନଲୀଳା…

ଅଭିନେତାରୁ ନିର୍ଦ୍ଦେଶକ

ଓଡ଼ଆ ଚଳଚ୍ଚିତ୍ର ‘ରୁପା ଗାଁରେ ସୁନା କନିଆ’ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ପରବର୍ତ୍ତୀ ସମୟରେ ସେ ‘ସ୍ତ୍ରୀ’, ‘ସତମିଛ’, ‘କିଏ ପୋଛିବ ମୋ ମା’ ଆଖିର ଲୁହ’ରେ ଆକ୍ଟିଂ କରିଥିଲେ। ଆଉ ଏବେ ସେ ନିଜକୁ ଜଣେ ସଫଳ…

ପଶ୍ଚିମବଙ୍ଗରେ ଗଣତନ୍ତ୍ର ଲୋପ ପାଇଛି: ରାଜ୍ୟପାଳଙ୍କ ଅଭିଯୋଗ

ନୂଆଦିଲ୍ଲୀ, ୨୯।୧୦: ପଶ୍ଚିମବଙ୍ଗରେ ଗଣତନ୍ତ୍ର ଲୋପ ପାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଛି ବୋଲି ରାଜ୍ୟପାଳ ଜଗଦୀପ୍‌ ଧନକର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ଏଭଳି କହିଛନ୍ତି। ସେ ଶାହାଙ୍କୁ ତାଙ୍କ ବାସଭବନରେ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି…

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଚାଲିଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ଭୋଜପୁରୀ ଷ୍ଟାର ମନୋଜ ତିୱାରୀ ଏକ ହେଲିକପ୍ଟରରେ ଯିବା ସମୟରେ…

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ, ୨୯।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଏଠାରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାର ଅନୁମାନ କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି…

ବୀମାରାଶି ଲାଗି ତେଜିଲା ଚାଷୀ ଆନ୍ଦୋଳନ: ଅଟକାଇଲେ ଏମ୍‌ପିଙ୍କ ଗାଡ଼ି

ପାଟଣାଗଡ଼,୨୯।୧୦ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାପାଟଣାଗଡ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ। ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ୨୦୧୯-୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପାଟଣାଗଡ଼ ବ୍ଲକର ଅଧିକାଂଶ ଚାଷୀ ଫସଲ…

ପ୍ରଶଂସା ଅନ୍ତରାଳେ

କରୀନା ଏବେ ଆମୀରଙ୍କ ପ୍ରଶଂସାରେ ଶତମୁଖ। କଥା କ’ଣ କି ଦୁହେଁ ଏବେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଲାଲ୍‌ ସିଂ ଚଢ଼ା’ରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି କରୀନା। ବର୍ତ୍ତମାନ ସେ…

ବରଗଡ଼ରେ ଖସୁଛି କରୋନା ଗ୍ରାଫ୍‌: ଆଜି ମାତ୍ର ୩୫ ପଜିଟିଭ୍‌ ଚିହ୍ନଟ, ୮୫୩୪ରେ ପହଞ୍ଚିଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗୁରୁବାର ଜିଲାରେ ମାତ୍ର ୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରେ ଜଣେ, ବରଗଡ଼ ବ୍ଲକର ୨, ଅତାବିରା ବ୍ଲକର ୪, ପଦ୍ମପୁର ବ୍ଲକର…

ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିବେନି ନୀତୀଶ: ଚିରାଗ

ପାଟନା,୨୯ ।୧୦: ବିହାରରେ ୩ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡା ସୁରକ୍ଷା ମଧ୍ୟରେ ଓ କରୋନା କଟକଣା ସହ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ପାଇଁ…

ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍‌ଭେ

ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ…

ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହିଲା ରକ୍ତ

ବାରିପଦା ଅଫିସ,୨୯। ୧୦: ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହୁଛି ରକ୍ତ, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୨୫ ନଂ. ଓ୍ବାର୍ଡର ରହୁଥିବା ଯୁବକ ସିପୁ ଦାସ(୨୧)ଙ୍କ ସହ । ବୁଧବାର ସକାଳ ୧୦ଟା ସମୟରେ ପାଲବଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri