ଅର୍ଥମନ୍ତ୍ରୀ ନେଲେ କରୋନା ଟିକା
ଓ୍ବାୟନାଡ଼,୪।୩: କରୋନା ଟିକାର ସାର୍ବଜନୀକ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଟିକା ନେଇଛନ୍ତି। ସେ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ପହଞ୍ଚି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ତାଙ୍କୁ ଟିକାଦାନ କରିଥିବା ସିଷ୍ଟର ରାମୟା…
ତୋର ମୋର ଯୋଡ଼ି ସୁନ୍ଦର
କେତେବେଳେ ସେ ଥିଲେ ଅର୍ଚ୍ଚିତାଙ୍କ ପାଉଁଜି ପାଇଁ ପାଗଳ। ପୁଣି ତାଙ୍କ ପ୍ରେମରେ ପାଗଳ ହୋଇ ସାଜିଥିଲେ ସପନର ସୌଦାଗର। ପୁଣି ସେ କହୁଥିଲେ, ‘କେବେ ତମେ ନାହଁ କେବେ ମୁଁ ନାହିଁ’। କାରଣ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା…
ରାଜ୍ୟରେ ୮୧ କରୋନା ଆକ୍ରାନ୍ତ ଚିହ୍ନଟ: ସମ୍ବଲପୁରରୁ ସର୍ବାଧିକ
ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩୨ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
ବଲିଉଡ୍ ହାଲ୍ଚାଲ୍
‘ହେଲେନ୍’ ସିନେମାର ହିନ୍ଦୀ ରିମେକ୍ ହେବାକୁ ଯାଉଛି। ଜାହ୍ନବୀ କପୁର ଏହାର ଟାଇଟଲ ଭୂମିକାରେ ଅଭିନୟ କରିବେ। ଉକ୍ତ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନ୍ରୁ ଆରମ୍ଭ ହେବାକୁ ଯାଉଛି। ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ସିନେମାର…
ପ୍ରଥମେ ନା, ପରେ ହଁ
ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଦବଙ୍ଗ’। ହେଲେ ତାଙ୍କୁ ଯେତେବେଳେ ଏହି ଅଫର ମିଳିଲା ସେ ରାଜି ହୋଇ ନ ଥିଲେ। ତା’ପରେ ତାଙ୍କ କାନରେ ଏହି ସିନେମାର ନାୟକ ସଲମାନ ଖଁା କି ମନ୍ତ୍ର ଫୁଙ୍କିଲେ କେଜାଣି…
ଆଇଟମ୍ ପାଇଁ ଟେନ୍ସନ
ଦୀପିକା ପାଦୁକୋନଙ୍କ ଟେନ୍ସନ ନିକଟରେ ବଢ଼ିଯାଇଛି। କଥା କ’ଣ କି ତାଙ୍କୁ ଏକ ଅନଟାଇଟଲଡ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଛି। ହେଲେ ସେଥିରେ ଟିକେ କେଁ ରହିଯାଇଛି। କାହାଣୀ ହେଉ ଅବା ନିଜ ଭୂମିକା କେହି କାହାକୁ କମ୍ ନୁହେଁ।…
ପେଟ୍ରୋଲରେ ପାଣି ଅପମିଶ୍ରଣ ଘଟଣା: ପମ୍ପ ସିଲ୍
ଭୁବନେଶ୍ୱର,୪।୩(ବୂ୍ୟରୋ): ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଏଚ୍ପି ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶାଇ ଅପମିଶ୍ରଣ କରାଯାଉଥିବା ଜଣାପଡ଼ିବାପରେ ବୁଧବାର ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶହଶହ ଲୋକ ପାଣି ମିଶା ପେଟ୍ରୋଲ ବୋତଲ ଧରି ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିବା ସହ…
ଓଲଟି ପଡ଼ିଲା ଚୋରା କୋଇଲା ବୋଝେଇ ଟ୍ରକ୍, ଚାଳକ ଫେରାର
ମାଧପୁର,୪।୩(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବଇଣ୍ଡା କିଆକଟା ପୂର୍ତ୍ତ ରାସ୍ତାର ଦେଉଳଝରି ମନ୍ଦିର ନିକଟରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଟ୍ରକ୍ଟି କିଆକଟା ପଟରୁ ଆସୁଥିବା ସମୟରେ…
ଫଟୋଗ୍ରାଫରଙ୍କ ପ୍ରେମରେ ଉବୁଟୁବୁ ହେଲେଣି ଶ୍ରଦ୍ଧା, ଭାବି ଶ୍ୱଶୁର ବିବାହକୁ ନେଇ ଦେଲେ ସବୁଜ ସଙ୍କେତ
ବମ୍ବେ: ଫଟ୍ରୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର। ମୁହଁ ଖୋଲି କହୁ ନ ଥିଲେ ହେଁ ଉଭୟଙ୍କ ସମ୍ପର୍କ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ନିକଟରେ ମାଳଦ୍ୱୀପରେ ପ୍ରେମିକଙ୍କ ସହ ପ୍ରିୟାଙ୍କ…
ସହରୀ ଯୁବତୀଙ୍କ ଗାଁ ବୁଲା, ଗୋବର ଦେଖି କଲେ ଏମିତି…
ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର ହୋଇଥାଏ ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ସେମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ଫଟୋ ଦେଖିଲେ ଆପଣ ମଧ୍ୟ ନ ହସି ରହିପାରିବେନି। ଏହି ଫଟୋଟିକୁ ଆଇପିଏସ୍…
ଏହି ଉପଲବ୍ଧି ହାସଲ କରିବାରେ ଧୋନୀଙ୍କ ସମକକ୍ଷ ହେଲେ କୋହଲି, ପ୍ରତିକ୍ରିୟାରେ କହିଲେ…
ଅହମ୍ମଦାବାଦ,୪।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସବୁଠାରୁ ଅଧିକ ଥର ଟେଷ୍ଟ ମ୍ୟାଚ୍ରେ ଭାରତର ନେତୃତ୍ୱ ନେବା ମାମଲାରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମକକ୍ଷ…
ପାପା ଦି ଗ୍ରେଟ୍
ଶ୍ରଦ୍ଧା କପୁର ଆଜି ଅଭିନୟ କ୍ଷେତ୍ରରେ ଯେଉଁ ସ୍ଥାନରେ ପହଞ୍ଚତ୍ଛନ୍ତି ତା’ ପଛରେ ଜଣେ ବ୍ୟକ୍ତିଙ୍କର ଯଥେଷ୍ଟ ଅବଦାନ ରହିଛି। କାରଣ ସେ ତାଙ୍କ ପଛରେ ଛାଇ ପରି ରହିଛନ୍ତି। କେଉଁଠି ଭୁଲ ଭଟକା ହେଲେ ତୁରନ୍ତ ସତର୍କ କରାଇ ଦେବା…

