ଭୁବନେଶ୍ୱର,୮।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୧ ଲୋକାଲ କେସ ରହିଛନ୍ତି। ସହିପରି ଆଜି ଭୁବନେଶ୍ୱରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଦିନିକିଆରେ ସର୍ବାଧିକ ଥର ‘ଶୂନ୍ୟ’ରେ ଆଉଟ ହୋଇଥିବା ୫ ଭାରତୀୟ: ତାଲିକାରେ କେଉଁ ସ୍ଥାନକୁ ଗଲେ ରୋହିତ ଶର୍ମା? ଜାଣନ୍ତୁ
ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜିତିବା ପାଇଁ ଭାରତକୁ ୧୮୬ ରନର ଲକ୍ଷ୍ୟ ମିଳିଥିଲା, ଯାହାର ପିଛା କରିବାକୁ ଯାଇ ଆରମ୍ଭ ଭଲ ରହିନଥିଲା।…
ଦିନିକିଆରେ ଆଉ ଏକ ନୂଆ ଇତିହାସ ରଚିଲେ କୋହଲି, ନିଜ ନାଁରେ କଲେ ବଡ଼ ରେକର୍ଡ, ତେନ୍ଦୁଲକରଙ୍କୁ ପକାଇଲେ ପଛରେ…
ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ (ODI) ସିରିଜର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆର ଦିଗ୍ଗଜ ଖେଳାଳି ବିରାଟ…
‘ଲଢ଼ିବିନି ନିର୍ବାଚନ, ସିଧା ନେବି CM ଶପଥ’, ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା! ରାଜନୀତିରେ ହଲଚଲ
ନୂଆଦିଲ୍ଲୀ, ୪।୧୧: ସମାଜବାଦୀ ପାର୍ଟି (ଏସ୍ପି) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଗାମୀ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼…
ଡୁଙ୍ଗୁରୀରେ ବେଆଇନ ମଦ ବିକ୍ରିକୁ ନେଇ ତାତି: ଥାନା ଘେରିଲେ ମହିଳା
ଅମରପାଲି, ୩।୧୧ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଡୁଙ୍ଗୁରୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।…
ଲାଇଭ୍ ମ୍ୟାଚ୍ରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଏମିତି କାମ କଲେ ଅର୍ଶଦୀପ: ଖୋଲି କହିଲେ ମନର କଥା
ଅକଲାଣ୍ଡ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ସେ ୧୦ ଓଭର ବୋଲିଂ କରି ୭୦ ରନ…
ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଖୋଲିଲା କୁଲଡିହା ଅଭୟାରଣ୍ୟ
ନୀଳଗିରି, ୪।୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି କୁଲଡିହା ଅଭୟାରଣ୍ୟ। ପ୍ରଥମ…
ଧନତେରସରୁ ଚମକିବ ୪ରାଶିଙ୍କ ଭାଗ୍ୟ, ପ୍ରଚୁର ଧନଲାଭ! ମିଳିବ ପୁଳାପୁଳା ଟଙ୍କା…
ନଭେମ୍ୱର 8, 2026 ରେ ଦୀପାବଳିର ମହାପର୍ୱ ପାଳନ କରାଯାଉଛି। ଏହାକୁ ବର୍ଷର ସବୁଠାରୁ ବିଶେଷ ପର୍ୱ ଭାବରେ ବିବେଚନା କରାଯାଏ, ଯାହା ଜୀବନରେ ଖୁସି, ଶୁଭପ୍ରଦତା,…
ଅଦ୍ଭୁତ କ୍ୟାଚ୍ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର…

