Posted inଜାତୀୟ

ରାଗିଲେ ନୀତୀଶ!

ପାଟନା,୮ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଧାରଣତଃ କମ୍ ରାଗିବାର ଦେଖାଯାଇଥାଏ । ହେଲେ ଗତ କିଛି ମାସ ହେବ ମଞ୍ଚ ଉପରେ ନୀତୀଶଙ୍କ ରାଗ ଦେଖିବାକୁ ମିଳୁଛି । ସୋମବାର ବିହାର ବିଧାନ ପରିଷଦ କାର୍ଯ୍ୟ ସମୟରେ ନୀତୀଶ କୁମାର ରାଷ୍ଟ୍ରୀୟ ଜନତା ଦଳର ଏମ୍‌ଏଲ୍‌ସି ସଦସ୍ୟଙ୍କ ଉପରେ ରାଗିଯାଇଛନ୍ତି । ଏହାସହ ସେ ଉ୍‌କ୍ତ ସଦସ୍ୟଙ୍କୁ ବସିବାକୁ କହି ସଦନର ନିୟମ କାନୁନ ବିଷୟରେ ଜାଣିବାକୁ କହିଥିଲେ । ସୂଚନାଯୋଗ୍ୟ, ବିଧାନ ପରିଷଦ ମଧ୍ୟରେ ଯେତେବେଳେ ତାରାଙ୍କିତ ପ୍ରଶ୍ନର ଉତ୍ତର ଦେବା କାର୍ଯ୍ୟକ୍ରମ ଚାଲିଥିଲା ସେତେବେଳେ ଆର୍‌ଜେଡି ସଦସ୍ୟ ଠିଆ ହୋଇ ଯାଇଥିଲେ ଓ ଆଉ ଏକ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ । । ଏହାକୁ ଦେଖି ନୀତୀଶ ରାଗିଯିବା ସହ ତାଙ୍କୁ ବସିବାକୁ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପାଇଁ ହାଇକମିଶନର…

ରାଜସ୍ଥାନ, ୧୦।୧୦: ରାଜସ୍ଥାନର ଝିଅ ଆଦିତି ମାହେଶ୍ୱରୀ ଗୋଟିଏ ଦିନ ପାଇଁ ଭାରତରେ ବ୍ରିଟିଶ ହାଇ କମିଶନର ହୋଇଛନ୍ତି। ୨୦ ବର୍ଷୀୟା ମାହେଶ୍ୱର ଦିଲ୍ଲୀ ବିଶ୍ୱବିଦ୍ୟାଳୟର...

ବ୍ୟବସ୍ଥା ଭୁଶୁଡ଼ିଛି

ନୂଆଦିଲ୍ଲୀ,୨୪ା୪: ମହାମାରୀ କରୋନା ନାହିଁ ନ ଥିବା ସଙ୍କଟ ସୃଷ୍ଟି କରିଛି। ଦେଶର ହସ୍ପିଟାଲଗୁଡ଼ିକରେ ବେଡ୍‌, ଅକ୍ସିଜେନ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଔଷଧର ଘୋର...

ଦ୍ୱିତୀୟଥର ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସାଙ୍ଗମା

ଶିଲଂ,୭।୩: ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଶପଥ ନେଲେ କନରାଡ ସାଙ୍ଗମା। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ...

ସ୍ବଚ୍ଛତା ଅଭିଯାନ: ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି ଛାତ୍ରୀଛାତ୍ର

ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ...

ଜଣଙ୍କୁ ମାରିଲେ, ୪ ଜଣଙ୍କୁ ମାରିଦେବୁ

କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ରାଜନୈତିକ ଯୁଦ୍ଧ ଏବେ ମୌଖିକ ଦଙ୍ଗାରେ ପରିବର୍ତ୍ତନ ହେଉଛି। ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା...

ଟ୍ରମ୍ପଙ୍କ ଭାଷଣରେ ବଲିଉଡ୍‌: ମନେ ପକାଇଲେ ସୋଲେ, ଡିଡିଏଲ୍‌ଜେ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେଠାରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ...

୩୧୭ କୋଟି ନକଲି ନୋଟ ଜବତ, ୬ ଗିରଫ…

ଅହମଦାବାଦ,୪।୧୦ : ଗୁଜୁରାଟର ସୁରଟ ପୋଲିସକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ୬୭ କୋଟି ପୁରୁଣା ନୋଟ ଏବଂ ୩୧୭ କୋଟି ଟଙ୍କାର ନୂଆ...

କରୋନା ସଂକ୍ରମିତଙ୍କ ଜନ୍ମଦିନ ପାର୍ଟି: ଭିଡିଓ ଶେୟାର କରି ଆଇପିଏସ୍‌ କହିଲେ ଏମିତି ନାଚିଲେ ହାରିଯିବ କରୋନା

ନୂଆଦିଲ୍ଲୀ,୬।୯: କେତେକ ଲୋକ ଅଛନ୍ତି ଯେଉଁମାନେ ସବୁ ପରିସ୍ଥିତିରେ ଖୁସି ରହିବାକୁ ଚେଷ୍ଟା କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏକ କରୋନା ହସ୍ପିଟାଲରେ।...

Advertisement
Archives

Model This Week