ବ୍ରାଜିଲ ନିର୍ବାଚନରେ ବୋଲସୋନାରୋ, ଟ୍ରମ୍ପ୍
ବ୍ରାସିଲିଆ,୧୩।୧୧:ବ୍ରାଜିଲରେ ହେବାକୁ ଥିବା ପୌର ନିର୍ବାଚନ ମଇଦାନକୁ ବୋଲସୋନାରୋ ଓ ଟ୍ରମ୍ପ୍ ଉପନାମଧାରୀ ଅନେକ ପ୍ରାର୍ଥୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆଡିଲ୍ସନ ବୋଲସୋନାରୋ, ଆଡିଲୋ ବୋଲସୋନାରୋ, ଆଞ୍ଜେଲା ବୋଲସୋନାରୋ, ଜେଜିନ୍ହୋ ବୋଲସୋନାରୋ, ଜୁନିୟର ବୋଲସୋନାରୋ ଆଦି ପ୍ରାର୍ଥୀ। ରାଷ୍ଟ୍ରପତି ଜୈର୍…
ଅରୁନ୍ଧତୀ ରାୟଙ୍କ ପୁସ୍ତକକୁ ବିରୋଧ
ଚେନ୍ନାଇ,୧୩।୧୧:ଲେଖିକା ଅରୁନ୍ଧତୀ ରାୟଙ୍କ ପୁସ୍ତକ ‘ଓ୍ବାକିଂ ଓ୍ବିଥ୍ ଦ କମ୍ରେଡ୍ସ’କୁ ତାମିଲନାଡୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରୁ ହଟାଇ ଦିଆଯାଇଛି। ଆର୍ଏସ୍ଏସ୍ର ଛାତ୍ର ଶାଖା ଏବିଭିପିର ବିରୋଧ ପରେ ତିରୁନେଲ୍ଭେଲି ସ୍ଥିତ ମନୋନ୍ମାନିଆମ୍ ସୁନ୍ଦରନର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ହଟାଯାଇ ପିଜି ଇଂରାଜୀ ପାଠ୍ୟକ୍ରମରେ…
୨୩ରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଆଗୁଆ ଜାମିନ ଶୁଣାଣିି
ମୁମ୍ବାଇ,୧୩।୧୧:‘ମୁମ୍ବାଇର ସେସନ୍ସ କୋର୍ଟ ପକ୍ଷରୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ତାଙ୍କ ସ୍ତ୍ରୀ ସମ୍ୟାବ୍ରତ ରାୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୪ରେ ଗିରଫ କରିବାକୁ ଯାଇଥିବା ଜଣେ ମହିଳା…
ତେଜସ୍ବୀ ଭଲ ପିଲା, କିନ୍ତୁ…
ନୂଆଦିଲ୍ଲୀ,୧୩।୧୧:ତେଜସ୍ବୀ ଜଣେ ଭଲ ପିଲା। କିନ୍ତୁ ସେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ ବିହାରକୁ ଚଳାଇପାରି ନ ଥାନ୍ତେ ବୋଲି ବରିଷ୍ଠ ଭାଜପା ନେତ୍ରୀ ଉମା ଭାରତୀ ତାଚ୍ଛଲ୍ୟ କରିଛନ୍ତି। ଗଣମାଧ୍ୟମକୁ ଉମା ଭାରତୀ କହିଛନ୍ତି, ଆର୍ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ…
ପରାଜୟ ସ୍ବୀକାର କରୁନାହାନ୍ତି ଟ୍ରମ୍ପ୍
ଓ୍ବାଶିଂଟନ, ୧୩।୧୧:ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ନେତା ଜୋ ବାଇଡେନ୍ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍ଙ୍କ ଠାରୁ ଅଧିକ ୭୪ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଛନ୍ତି। ତେବେ ପରାଜୟକୁ ସ୍ବୀକାର କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ନାରାଜ।…
ମାଳଦ୍ୱୀପରେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ଛୁଟି କାଟୁଛନ୍ତି ଟାଇଗର !
ମୁମ୍ବାଇ, ୧୩।୧୧-ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପାଟାନିଙ୍କୁ ବୁଧବାର ଦେଖିବାକୁ ମିଳିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଉଭୟେ ସୋସିଆଲ ମିଡିଆ ଜରିଆରେ ମାଳଦ୍ୱୀପରୁ ଫଟୋ ଶେୟାର କରିଛନ୍ତି। ଏହି ଫଟୋ…
ଦେଓଘର ସତ୍ସଙ୍ଗ ଆଶ୍ରମକୁ ମିଳିଲା ରାଷ୍ଟ୍ରୀୟ ଜଳ ପୁରସ୍କାର
ଦେଓଘର, ୧୨ା୧୧: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍ସଙ୍ଗ ଆଶ୍ରମକୁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’ ପ୍ରଦାନ କରାଯାଇଛି। ଭର୍ଚୁଆଲ କାଯର୍ର୍ୟକ୍ରମ ମାଧ୍ୟମରେ ଜଳଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରତନ…
ପୋଲିସକୁ ଧକ୍କା ଦେଇ ଖସି ପଳାଇଲେ ଅଭିଯୁକ୍ତ
କଟକ ସଦର,୧୨ା୧୧(ଡି.ଏନ୍.ଏ.): କଟକ ସଦର ଥାନା ହାଜତରୁ ଗୁରୁବାର ସକାଳେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ବ୍ରାହ୍ମଣଝରିଲୋ ଅଞ୍ଚଳର ବସିର ଖଁା ଓରଫ୍ ଜୁଗା। ଏନେଇ ପୋଲିସ ଦଫା ୨୨୫ରେ ମାମଲା (ନଂ.୫୯୩/୨୦)ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ ଯେ,…
ସଚିନଙ୍କୁ କରୋନା
ଜୟପୁର,୧୨।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏ ନେଇ ସଚିନ ନିଜେ ଗୁରୁବାର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ ଆଇସୋଲେଶନରେ ରହିଥିବା କହିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ…
୫୦ ଲକ୍ଷ ଟଙ୍କାର ବାଣ ବୋଝେଇ ଟ୍ରକ ଛାଡି ପଳାଇଲେ ଚାଳକ
ଧରାକୋଟ,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମ ନିକଟ କଲେଜସ୍ଥିତ ପାହାଡ଼ପାଖରୁ ଏକ ବାଣବୋଝେଇ ଟ୍ରକକୁ ବୁଧବାର ରାତିରେ ଧରାକୋଟ ପୋଲିସ ଜବତ କରିଛି। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ଖବର ପାଇ ଆସିକା ଏସ୍ଡିପିଓଙ୍କ…
ଭାରତୀୟ ନୌସେନାରେ ସାମିଲ ହେଲା ଓ୍ବାଗିର
ମୁମ୍ବାଇ,୧୨।୧୧-ଭାରତୀୟ ନୌସେନାରେ ଗୁରୁବାର ସାମିଲ ହୋଇଛି ବୁଡାଜାହଜ ଓ୍ବାଗିର। ଦକ୍ଷିଣ ମୁମ୍ବାଇ ସ୍ଥିତ ମାଜାଗାଓଁ ଡକ୍ ସମୁଦ୍ରତଟରେ ଏହି ବୁଡାଜାହଜ ଜଳାବତରଣ କରିଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ…
ଗଡ଼ିବ ଆଉ ୪ ସ୍ପେଶାଲ ଟ୍ରେନ୍, ବନ୍ଦ ହେବ ୫
ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ପୂର୍ବତଟ ରେଲୱେ ପକ୍ଷରୁ ଆହୁରି ୪ଟି ସ୍ପେଶାଲ ଟ୍ରେନ ଚାଲିବ। ବିଶାଖାପାଟଣା-ରାୟଗଡ଼ା, ପଲାସା-ବିଶାଖାପାଟଣା, ପଲାସା-ଭୁବନେଶ୍ୱର, ଏବଂ ସମ୍ବଲପୁର-ରାୟଗଡ଼ା ସ୍ପେଶାଲ ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ଯଥେଷ୍ଟ ଯାତ୍ରୀ ହେଉ ନ ଥିବାରୁ ଆଉ ୫ ଯୋଡ଼ା ଟ୍ରେନ…
Archives


