Posted inଫୁରସତ

ପରିବେଶ ପାଇଁ ୧୦ ବିଲିୟନ ଡଲାର

ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍‌ ବେଜୋସ୍‌ଙ୍କ ଅର୍ଥ ନିବେଶ ଥିବା ଆର୍ଥ ଫଣ୍ଡ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ୧୦ ବିଲିୟନ ଡଲାର ଖର୍ଚ୍ଚ କରିବ। ୨୦୩୦ ସୁଦ୍ଧା ଏହି ଅର୍ଥ ବିନିଯୋଗ କରାଯିବାକୁ ଯୋଜନା ଥିବା ଆର୍ଥ ଫଣ୍ଡ ସିଇଓ ଆଣ୍ଡ୍ର୍ୟୁ ଷ୍ଟିର୍‌ କହିଛନ୍ତି। ବୈଜ୍ଞାନିକ, ସାମାଜିକ ସଙ୍ଗଠନ, ଘରୋଇ ସେକ୍ଟରରେ ଆର୍ଥ ଫଣ୍ଡର ଅର୍ଥ ଲଗାଯାଇ ନୂଆ ଟେକ୍ନୋଲୋଜି ବ୍ୟବହାର ସହ ଓ କିଛି ନୀତିରେ ପରିବର୍ତ୍ତନ ଅଣାଯିବ। ଯଦି ସୃଜନଶୀଳ, ବୁଦ୍ଧିମାନ ଉପାୟରେ ଏହି ପାଣ୍ଠିର ଉପଯୋଗ କରାଯାଏ ତେବେ କ୍ଷତିକାରକ ପରିବର୍ତ୍ତନ ଉପରେ ରୋକ ଲଗାଯାଇପାରିବ ବୋଲି ଷ୍ଟିର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ, ବିଶ୍ରାମ ପୋଜ୍‌ରେ ଜିରାଫ: ଦେଖିଲେ ମନେପଡ଼ିବ ସ୍କୁଲ ଜୀବନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍‌ ବ୍ଲେଣ୍ଡର ଉପହାର

ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର...

ଆଇସୋଲେଶନ ଓ୍ବାର୍ଡରେ ପରୀକ୍ଷା ଦେଲେ ଦୁଇ କରୋନା ଆକ୍ରାନ୍ତ ନର୍ସ

ଚଣ୍ଡିଗଡ଼, ୨୩।୬- କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ମଧ୍ୟ ପଞ୍ଜାବର ଦୁଇଜଣ ନର୍ସ ଆଇସୋଲେଶନ ଓ୍ବାର୍ଡରେ ନର୍ସିଂ ପରୀକ୍ଷା ଦେବା ଏବେ ବେଶ୍‌ ଚର୍ଚ୍ଚାର...

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ...

ଜେଲ ଗଲା ବିଲେଇ: ଜାଣନ୍ତୁ କ’ଣ କରିଥିଲା

ଗୁରୁତର ଅପରାଧ ପାଇଁ ଏକ ବିଲେଇକୁ ଜେଲ ଯିବାକୁ ପଡିଛି। ମାତ୍ର ବିଲେଇଟି କିଛି ଦିନ ଜେଲରେ ରହିବା ପରେ ସେଠାରୁ ଖସି ପଳାଇବାରେ ସଫଳ...

କଳା କାରିଗର ସଞ୍ଜୟ

କାଠର କଠିନ ଆବରଣ ଉପରେ କଳାର କୋମଳ ଫୁଲ ଫୁଟେଇ ପାରୁଥିବା ପିତାଙ୍କଠାରୁ ମିଳିଛି ତାଙ୍କୁ ଚିତ୍ରକଳାର ଆତ୍ମା । ତହିଁରେ ସଞ୍ଜୟ ଭରନ୍ତି ନିଜ...

ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା...

ତାସ୍‌ରେ ତିଆରି ଫ୍ଲାଓ୍ବାର ଭେସ୍‌

ଏହି ଫ୍ଲାଓ୍ବାର ଭେସ୍‌ଗୁଡିକୁ ଦେଖିଲେ ଭାବିବେ ଚାଇନାର ସେରାମିକ୍‌ ଭେସ୍‌୍‌ ବୋଲି। ହେଲେ ଏଗୁଡିକ ସେରାମିକରେ ତିଆରି ନୁହେଁ। ବରଂ ଜଣେ କଳାକାର ଏହାକୁ ତିଆରି...

Advertisement
Archives

Model This Week