Home Left

ମହିଳାଙ୍କ ଶରୀରର ଏହି ଅଙ୍ଗ ବଡ଼ ଥିଲେ ଶାଶୁଘରେ ରହେନାହିଁ ଧନର ଅଭାବ

କଥାରେ ଅଛି, ଭାଗ୍ୟରେ ଯାହା ଅଛି ତାହା ମିଳିବ। ହେଲେ ଭାଗ୍ୟ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଆମେ କର୍ମ କରିଥାଉ। ମାତ୍ର ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ, ଯେଉଁ ମହିଳାମାନଙ୍କ ଶରୀରର ଏହିସବୁ ଅଙ୍ଗ ବଡ଼ ହୋଇଥାଏ ସେମାନଙ୍କ ସ୍ବାମୀଙ୍କ ଭାଗ୍ୟ…

ବରପକ୍ଷ ଯୌତୁକ ମାଗିବାରୁ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କଲେ କନ୍ୟାପିତା

ଚଣ୍ଡିଗଡ଼,୨୩ା୧୧: ଯୌତୁକ ରୂପୀ ଭୂତ ସମାଜରୁ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ। ଆଜି ବି ଏ ସମାଜରେ କିଛି ଯୌତୁକଲୋଭୀ କନ୍ୟାପକ୍ଷଙ୍କୁ ଯୌତୁକ ମାଗିବାକୁ ପଛାଉ ନାହାନ୍ତି। ଫଳରେ ଏଥିରେ ମର୍ମାହତ ହୋଇ ଅନେକ କନ୍ୟା ପିତା ଆତ୍ମହତ୍ୟା କରୁଥିବା ନଜିର ରହିଛି।…

ଶୁଟିଂ ସେଟ୍‌ରେ ତାପସୀ

ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ପୁଣିଥରେ ଶୁଟିଂ ସେଟ୍‌କୁ ଫେରିଛନ୍ତି । ଏପର୍ଯ୍ୟନ୍ତ ତାପସୀ ଯେତୋଟି ଫିଲ୍ମରେ ଅଭିନୟ କରିଛନ୍ତି ପ୍ରାୟ ସମସ୍ତ ଚରିତ୍ର ଖୁବ୍ ଧମାକାଦାର୍ । ଏଥର ବି ସେ ଏମିତି ଏକ ଚରିତ୍ରରେ ନଜର ଆସିବେ…

ବିବାହ ଉତ୍ସବରେ ସାମିଲ ହେବେ ମାତ୍ର ଶହେ ଜଣ: ବ୍ୟାଣ୍ଡବାଜା, ଡିଜେ ଉପରେ ଲାଗିଲା ପ୍ରତିବନ୍ଧକ

ଲକ୍ଷ୍ନୌ,୨୩।୧୧: ଦେଶରେ କରୋନା ଭାଇରସ୍‌ ମହାମାରୀ ଆତଙ୍କ ଜାରି ରହିଛି। ଦିଲ୍ଲୀ, ଗୁଜରାଟ ସମେତ କେତେକ ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ କେତେକ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଓ ଲକ୍‌ଡାଉନ ଲାଗୁ ନେଇ ବିଚାର…

ଦୁଇ ଜଣଙ୍କୁ ବିବାହ କରିଥିବା ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ ବି କରିଥିଲେ ରାଜକୀୟ ବିବାହ

ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ନାଗା ଚୈତନ୍ୟ ୨୩ ନଭେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚୈତନ୍ୟ ପ୍ରସିଦ୍ଧ ସୁପରଷ୍ଟାର ଅଭିନେତା ଆକ୍କିନେନି ନାଗାର୍ଜୁନଙ୍କ ପୁଅ। ସେ ୧୯୮୬ ମସିହାରେ…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, ୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର କରିବା ଘଟଣାରେ ଅତିରିକ୍ତ ଜିଲା ଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ ଲୋକନାଥ ସାହୁ ସୋମବାର ପୋକ୍ସୋ ଆଇନରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ରାହୁଲଙ୍କ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୩ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଥିବା ବେଳେ ଏବେ ତାଙ୍କର ଏକ ଟୁଇଟ୍‌ର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସେ…

ସ୍କୁଲ ଫି’ ପ୍ରସଙ୍ଗ: କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): କରୋନା ସମୟରେ ଘରୋଇ ସ୍କୁଟ ଫି ଛାଡ କରିବା ମାମଲାର ଶୁଣାଣିକରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ସ୍କୁଲ ଫି କେତେ ହ୍ରାସ କରିପାରିବ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ସମ୍ପର୍କୀତ ସତ୍ୟପାଠ ଦାଖଲ…

ମାସ୍କ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୩ ।୧୧: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଭୋପାଳରେ ମାସ୍କ ବାଣ୍ଟିଛନ୍ତି । ସାଧାରଣ ଲୋକଙ୍କ…

ଡ୍ରଗ୍ସ ମାମଲା: ଭାରତୀ-ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୩ ।୧୧: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିଯାଇଛି । ମୁମ୍ବାଇର ସ୍ପେଶାଲ ଏନ୍‌ଡିପିଏସ୍ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଶନିବାର ନାର୍କୋଟିମ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭାରତୀଙ୍କ ଘରେ…

ବିହାର ବିଧାନସଭା ଆରମ୍ଭରୁ ବିବାଦ: ଏଆଇଏମ୍‌ଆଇଏମ୍ ବିଧାୟକ ଶପଥ ଗ୍ରହଣ ସମୟରେ ପଢିଲେ ନାହିଁ ‘ହିନ୍ଦୁସ୍ତାନ’ ଶବ୍ଦ

ପାଟନା,୨୩ ।୧୧: ସୋମବାର ଆରମ୍ଭ ହୋଇଛି ନବଗଠିତ ବିହାର ୧୭ ତମ ବିଧାନସଭାର ପ୍ରଥମ ଅଧିବେଶନ । ହେଲେ ପ୍ରଥମରୁ ହିଁ ବିବାଦ ଉପୁଜିଛି । ପ୍ରଥମ ଦିନ ସମସ୍ତ ନୂଆ ବିଧାୟକଙ୍କୁ ଶପଥ ଦିଆଯାଇଥିଲା । ଏହି ସମୟରେ ଏଆଇଏମ୍‌ଆଇଏମ୍‌ର…

ଗର୍ଭାବସ୍ଥାରେ ଶୁଟିଂ କରିଛନ୍ତି ଏହିସବୁ ଅଭିନେତ୍ରୀ: ତେବେ ଜଣଙ୍କର ହୋଇଥିଲା ମିସ୍‌କ୍ୟାରେଜ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୬ ମାସ ଚାଲିଛି। ଏହାରି ମଧ୍ୟରେ ସେ ଫିଲ୍ମ ଶୁଟିଂ ସେଟ୍‌କୁ ମଧ୍ୟ ଫେରିଛନ୍ତି। ବର୍ତ୍ତମାନ କରୀନା ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ହିମାଚଳପ୍ରଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri