Home Left

ଗଙ୍ଗା-ଯମୁନା-ସରସ୍ବତୀରେ ରହିବେ ଏମ୍‌ପି

ନୂଆଦିଲ୍ଲୀ,୨୩।୧୧: ଏମ୍‌ପିଙ୍କ ରହିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂରେ ବହୁ ମହଲା ବିଶିଷ୍ଟ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ଏଠାରେ ଗଙ୍ଗା,ଯମୁନା ଏବଂ ସରସ୍ବତୀ ଆଦି ୩ଟି ଟାଓ୍ବାର ରହିଛି। ସ୍ଥାନୀୟ ଡ. ବି.ଡ଼ି ମାର୍ଗଠାରେ ଏହି…

ଏହି ୩ ଅକ୍ଷରଧାରୀ ପୁରୁଷ ସ୍ତ୍ରୀଙ୍କ କଥାରେ ହୋଇଥାନ୍ତି ବସ୍‌ଉଠ୍‌

ବିବାହ ଏମିତି ଏକ ବନ୍ଧନ ଯେଉଁଥିରେ ଉଭୟ ସ୍ବାମୀ-ସ୍ତ୍ରୀ ସାତଜନ୍ମ ପାଇଁ ବାନ୍ଧି ହୋଇଥାନ୍ତି। ପରସ୍ପର ସୁଖ ଦୁଃଖରେ ଚଳିବା ପାଇଁ କରିଥାନ୍ତି ବଜ୍ର ଶପଥ। ଆମ ସମାଜରେ କିଛି ମହିଳା ସ୍ବାମୀଙ୍କ ସୁଖ ଦୁଃଖର ସାଥୀ ହୁଅନ୍ତି, ତାଙ୍କ ପ୍ରତିଟି…

ଲକ୍‌ଡାଉନ୍‌ କ’ଣ ଏକମାତ୍ର ସମାଧାନ: ହାଇକୋର୍ଟ କଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୩।୧୧: ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିବା ନେଇ କରାଯାଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ କ’ଣ ଏକମାତ୍ର…

ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସୁହାନୀ ସି ଏକ୍‌ ଲଡ୍‌କୀ’ର ଅଭିନେତ୍ରୀ ରାଜଶ୍ରୀ ରାନୀ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜଶ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ଗୌରବ ମୁକେଶ ଜୈନ୍‌ଙ୍କୁ ନଭେମ୍ବର ୨୦ରେ ପାରମ୍ପରିକ ରିତିରେ ବିବାହ…

କୁକୁରକୁ ଗିଳୁଥିଲା କୁମ୍ଭୀର, ଉଦ୍ଧାର କରିବାକୁ ନଦୀକୁ ଡେଇଁଲେ ବୃଦ୍ଧ; ଭିଡିଓ ଭାଇରାଲ

ଫ୍ଲୋରିଡାରେ ଜଣେ ବୃଦ୍ଧ କୁମ୍ଭୀର ପାଟିରୁ ଏକ କୁକୁରକୁ ଉଦ୍ଧାର କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଫ୍ଲୋରିଡାରେ ଅଧିକ କୁମ୍ଭୀର ଦେଖିବାକୁ ମିଳିଥାନ୍ତି। ଏପରିକି ଲୋକଙ୍କ ଘର ପଛପଟ, ସୁଇମିଂ…

ଲଭ୍ ଜିହାଦକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସଞ୍ଜୟ

ମୁମ୍ବାଇ,୨୩ ।୧୧: ଲଭ ଜିହାଦ ପ୍ରସଙ୍ଗ ଏବେ ଦେଶର ରାଜନୀତିକୁ କରୁଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ଗୁଡିକ ଏବେ ଲଭ ଜିହାଦକୁ ନେଇ ଆଇନ ଆଣିବାକୁ ପ୍ର୍‌ସ୍ତୁତ ହେଉଛନ୍ତି । ଅନ୍ୟପଟେ ଶିବସେନା ନେତା ତଥା…

ମୂଲ୍ୟବାନ ଉଲ୍‌କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଜାକର୍ତ୍ତା,୨୩।୧୧: ଉଲ୍‌କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍‌କା ପିଣ୍ଡ ପାଇ ସେ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି ବରଂ ତାଙ୍କ ସଙ୍ଗେ ଧୋକା ହୋଇଛି ବୋଲି ଉକ୍ତ ଯୁବକ…

ଆଜି ଭାରତୀ, ହର୍ଷଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ,୨୩ା୧୧: କମେଡି କୁଇନ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ମୁମ୍ବାଇର କିଲା କୋର୍ଟ ସେମାନଙ୍କ ଜାମିନ ଆବେଦନର ଶୁଣାଣି କରିବେ। ଶନିବାର ଏହି ଦମ୍ପତିଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏନ୍‌ସିବି ଚଢ଼ାଉ…

ଥରେ ଗିରଫ ପରେ ସୁଧୁରିଲେନି: ପୁଣି ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି, ୨୩।୧୧(ଡି.ଏନ୍‌.ଏ.): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତର ପୁଣିଥରେ ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ହେ ହେଲେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପାନୁ ଚରଣ…

ରାହୁଲ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ନେବି ସନ୍ୟାସ: ହରିଶ୍‌ ରାଓ୍ବତ

ଡେରାଡୁନ୍‌,୨୩।୧୧: ଦେଶରେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ କଂଗ୍ରେସ ନେତା ହରିଶ୍‌ ରାଓ୍ବତ କହିଛନ୍ତି। ଦଳର ରାଷ୍ଟ୍ରୀୟ ମହାସଚିବ ତଥା ପଞ୍ଜାବର ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ…

ମ୍ୟାଲେରିଆ, ଡେଙ୍ଗୁ, କରୋନା ପରେ ଏବେ ପୁଣି କାମୁଡ଼ିଲା ସାପ, ତଥାପି ହାରି ଯାଇନାହାନ୍ତି ଏହି ବ୍ୟକ୍ତି

ଯୋଧପୁର,୨୩ା୧୧: ଏକ ଦାତବ୍ୟ ଅନୁଷ୍ଠାନରେ କାମ କରୁଥିବା ବ୍ରିଟେନ ନାଗରିକ ଇୟାନ ଜନ୍ସଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ତାଙ୍କ ସାହସକୁ ସାଲ୍ୟୁଟ୍‌ ମଧ୍ୟ କରିବେ। ପାରମ୍ପରିକ କଳାକାରଙ୍କ ପାଇଁ କାମ କରୁଥିବା ଜନ୍ସ ରାଜସ୍ଥାନର ଯୋଧପୁରରେ ପହଞ୍ଚିବା…

ଡିମ୍ପଲଙ୍କ ଅଭିନୀତ ହଲିଉଡ୍‌ ଫିଲ୍ମ ‘ଟେନେଟ’ ଏହି ଦିନ ଭାରତରେ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ୮୦ଦଶକର ନାୟିକା ଡିମ୍ପଲ କପାଡିଆଙ୍କ ବହୁ ପ୍ରତିକ୍ଷୀତ ହଲିଉଡ୍‌ ଫିଲ୍ମ ‘ଟେନେଟ’ ଡିସେମ୍ବର ୪ରେ ଭାରତରେ ରିଲିଜ୍‌ ହେବ। ଏହି ଫିଲ୍ମ ଭାରତରେ ରିଲିଜ୍‌ ହେବାକୁ ନେଇ ଅଭିନେତ୍ରୀ ଡିମ୍ପଲ ବେଶ୍‌ ଉତ୍ସାହିତ ଥିବା ବେଳେ ଏନେଇ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri