Home Left

ବାହା ହେବେ ଜାମ୍ପା: ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେନି

ବେଙ୍ଗାଲୁରୁ, ୨୫।୩(ପି.ଟି.): ଅଷ୍ଟ୍ରେଲିଆ ଲେଗ୍‌- ସ୍ପିନର ଆଡାମ ଜାମ୍ପା ବିବାହ କରିବାକୁ ଯାଉଛନ୍ତି। ଫଳରେ ସେ ଏପ୍ରିଲ ୯ ତାରିଖରୁ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିପାରିବେ ନାହିଁ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ…

ଶୈଖ ହମ୍‌ଦନ ବିନ୍‌ ରସିଦ୍‌ଙ୍କ ପରଲୋକ

ଦୁବାଇ, ୨୫ା୩: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ଉପ ଶାସକ ତଥା ଅର୍ଥମନ୍ତ୍ରୀ ଶୈଖ ହମ୍‌ଦନ ବିନ ରସିଦ୍‌ ଅଲ୍‌ ମକ୍ତୁମ(୭୫)ଙ୍କ ବୁଧବାର ପରଲୋକ ଘଟିଛି। ଶାସକ ତଥା ତାଙ୍କ ଭାଇ ଶୈଖ ମହମ୍ମଦ ବିନ ରସିଦ୍‌ ଅଲ ମକ୍ତୁମଙ୍କ ଅଧୀନରେ ଉପଶାସକ…

ଚିଦାମ୍ବରମ ବାପପୁଅଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୨୫ା୩: ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମନିଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଡ଼ୁଆ ବଢ଼ିଛି। ବାପପୁଅଙ୍କ ବିରୋଧରେ ମାମଲା ଆଗକୁ ବଢ଼ାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଦିଲ୍ଲୀର…

ଭାରତୀୟ ଦଳକୁ ବଡ଼ ଝଟ୍‌କା: ସିରିଜରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ବାଦ ଦିଆଯାଇଛି। ପୁଣେରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତାଙ୍କ କାନ୍ଧରେ…

କିଲ୍‌ ଦି ବିଲ୍‌

ଲଣ୍ଡନ,୨୫ା୩: କିଛି ମାସ ହେଲା ୟୁରୋପ ସାରା ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ଓ ଆନ୍ଦୋଳନ ମୁଣ୍ଡ ଟେକିଛି। ଗତବର୍ଷ ଆମେରିକାରୁ ଆରମ୍ଭ ହୋଇଥିବା ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର ଆନ୍ଦୋଳନ ବିଭିନ୍ନ ଦେଶକୁ ବ୍ୟାପିଥିଲା। ସେହିପରି ଫ୍ରାନ୍ସରେ ସୁରକ୍ଷା ଆଇନକୁ ନେଇ ବିବାଦ…

କେବଳ ଏହି ଉପାୟରେ ଗରିବରୁ ହୋଇଯିବ ଧନୀ, ଚାଣକ୍ୟ କହିଲେ…

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…

ଅଧା ଶରୀର କୁକୁର, ଅଧା ବାଘ

ବିଶ୍ୱରେ ଅନେକ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି। ମାତ୍ର ଏଥିମଧ୍ୟରୁ କିଛି ପ୍ରଜାତି ବିଲୁପ୍ତ ପ୍ରାୟ। ଏହିପରି ଏକ ପ୍ରଜାତି ହେଉଛି ତସମାନିଆ ବାଘ। ଏହି ପ୍ରଜାତି ପ୍ରାଣୀର ଶରୀର ଅଧା କୁକୁର ଏବଂ ଅଧା ବାଘ ପରି ଦେଖାଯାଏ। ଏହି ପ୍ରଜାତିର…

ପିଏମ୍‌ଏଓ୍ବାଇରେ ବହୁ କୋଟିର ଦୁର୍ନୀତି

ନୂଆଦିଲ୍ଲୀ,୨୫।୩: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବହୁକୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ୍‌ କରିଛି ସିବିଆଇ। ଏହି ଦୁର୍ନୀତିରେ ସମ୍ପୃକ୍ତ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)ର ପ୍ରମୋଟର କପିଲ୍‌ ଓ ଧୀରଜ ଓ୍ବାଧଓ୍ବାନଙ୍କ ବିରୋଧରେ ସିବିଆଇ ବୁଧବାର ମାମଲା ରୁଜୁ କରିଛନ୍ତି।…

ଜଷ୍ଟିସ୍‌ ରମନାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୫ା୩: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଆଣିଥିବା ଅଭିଯୋଗକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ବୁଧବାର ଏନେଇ ଏକ ସଂକ୍ଷିପ୍ତ ବିବୃତି ପ୍ରକାଶ ପାଇଛି। ଇନ୍‌-ହାଉସ୍‌ ପ୍ରକ୍ରିୟାରେ ଯାଞ୍ଚ…

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଅଫିସ,୨୫ା୩:ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ଦୁହେଁ ହେଲେ ମଙ୍କୁ ଓୟାମ୍‌(ଜୟରାମ) ଏବଂ ଲାଛୁ ମାଡ଼କାମ(ବିଶ୍ୱନାଥ)। ମଙ୍କୁଙ୍କ ଘର ଛତିଶଗଡ଼ର ବିଜାପୁର ଜିଲା କାରେମାର୍କା ଗ୍ରାମରେ। ସେହିପରି ଲାଛୁଙ୍କ ଘର ଆଡ଼ିସମେଟ ଗ୍ରାମରେ। ଦୁହେଁ…

‘ଶତପ୍ରତିଶତ ପ୍ରସ୍ତୁତି ପ୍ରମାଣପତ୍ର ଦିଅ’

ଭୁବନେଶ୍ୱର, ୨୫ା୩(ବ୍ୟୁରୋ): ରାଜ୍ୟର ପାନୀୟଜଳ ଯୋଗାଣ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳ କର୍ତ୍ତୃପକ୍ଷ ପାନୀୟ ଜଳ ଯୋଗାଣ ନେଇ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣପତ୍ର ଦେବା ଲାଗି…

ରାଜ୍ୟରେ ୪୮୫୩ ସୁନା ଦୋକାନ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ରାଜ୍ୟରେ ମୋଟ ୪୮୫୩ ସୁନା ଦୋକାନ ଅଛି। ସେମାନଙ୍କ ମଧ୍ୟରୁ ୨୦୧୮-୧୯ରେ ୨୭୬ ଦୋକାନରେ ଚଢ଼ାଉ କରାଯାଇ ୬ ଲକ୍ଷ ୬ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୨୦୧୯-୨୦ରେ ୪୦୦ ସୁନା ଦୋକାନ ଉପରେ ଚଢ଼ାଉ କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?