ସୁଉଚ୍ଚ ପର୍ବତର ଉଚ୍ଚତା ମାପିବ ନେପାଳ
କାଠମାଣ୍ଡୁ୨୭।୧୧: ନେପାଳ ଓ ଚାଇନା ଏକାସାଙ୍ଗରେ ଖୁବ୍ଶ୍ରୀଘ୍ର ସୁଉଚ୍ଚ ପର୍ବତ କୁହାଯାଉଥିବା ମାଉଣ୍ଟ ଏଭରେଷ୍ଟର ସଠିକ୍ ଉଚ୍ଚତା ବିଷୟରେ ସାରା ଦୁନିଆକୁ ଜଣାଇବେ। ଏଥିପାଇଁ ଚାଇନା ଗୃହମନ୍ତ୍ରୀ ନଭେମ୍ବର ୨୯ରେ ନେପାଳ ଗସ୍ତ କରିବେ ବୋଲି ଗୁରୁବାର ନେପାଳ ମିଡିଆ ପକ୍ଷରୁ…
କର୍ମ ନିଯୁକ୍ତି ସୁଯୋଗ ନାହିଁ: ରାଜ୍ୟ ବାହାରେ କାମ କରୁଛନ୍ତିି ଶ୍ରମିକ
କେନ୍ଦ୍ରାପଡ଼ା ଅଫିସ,୨୭ା୧୧: କେନ୍ଦ୍ରାପଡ଼ା ଜିଲାରେ କ୍ଷୁଦ୍ର, ମଧ୍ୟମ ତଥା ବୃହତ ଶିଳ୍ପ ନାହିଁ। ଶ୍ରମିକମାନଙ୍କୁ ଜିଲାରେ କର୍ମ ନିଯୁକ୍ତି ମିଳୁ ନ ଥିବାରୁ ବାହାର ରାଜ୍ୟ ଓ ଦେଶକୁ କାମ ଅନୁସନ୍ଧାନରେ ଯାଉଛନ୍ତି। ସେଠାକୁ ଯାଉଥିବା ଶ୍ରମିକମାନେ ଘର ପରିବାର ପ୍ରତିପୋଷଣର…
ଦୁର୍ଘଟଣାସ୍ଥଳ ପାଲଟିଛି ଆଳି ଡାକବଙ୍ଗଳା ଛକ
ଆଳି,୨୭ା୧୧(ଡି.ଏନ.ଏ.): ଆଳି ବ୍ଲକକୁ ଯୋଗାଯୋଗ ନିମନ୍ତେ ଗୋଟିଏ ପଟେ ବ୍ରାହ୍ମଣୀ ସେତୁ, ଅପରପକ୍ଷେ ବୈତରଣୀ ସେତୁ ଓ ଗୋବିନ୍ଦପୁର ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ ପରେ ଆଳି ଓ ରାଜକନିକା ଦୁଇଟି ବ୍ଲକର ଜନସାଧାରଣ ସିଧାସଳଖ ଜିଲା ବାହାରକୁ…
ଘରେ ନଜର ବନ୍ଦୀ ମେହେବୁବା ମୁଫତି
ଜମ୍ମୁ,୨୭ ।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କର ସମସ୍ୟା ପୁଣି ଥରେ ବଢି ଯାଇଛି । ଶୁକ୍ରବାର ସକାଳେ ତାଙ୍କ ଝିଅ ଫୋନ୍ କରି ଜଣାଇଛନ୍ତି କି ତାଙ୍କୁ ଓ ତାଙ୍କ ମାଆ ମେହେବୁବାଙ୍କୁ ଘରେ…
ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍କଣ୍ଠା ବଢୁଛି
ରସୁଲପୁର,୨୭ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ରାଉତରାପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଖୁବ୍ଶୀଘ୍ର ଉପନିର୍ବାଚନ ହେବ। ଉପନିର୍ବାଚନ ନେଇ ଦାବି ହେବାପରେ ଉପଜିଲାପାଳ ନିର୍ବାଚନ କମିଶନଙ୍କୁ ଚିଠି ନଂ-୧୩୮୭ାତା:୧୧ା୧୧ା୨୦ରେ ଶ୍ରୀଘ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି। ନିର୍ବାଚନ କମିଶନ…
ଜୋତାକୁ ନେଇ ଚର୍ଚ୍ଚାରେ ଏହି ଲୋକପ୍ରିୟ ଅଭିନେତ୍ରୀ
ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମା ଅନେକ ସମୟରେ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାକୁ ନେଇ ପ୍ରାୟ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ଅଭିନୟଠାରୁ ଅଧିକ ସେ ନିଜର ବୋଲ୍ଡ ଦୃଶ୍ୟ…
ଭଙ୍ଗା ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସାଳୟ
ଅମରପାଲି,୨୭।୧୧(ଡି.ଏନ.ଏ): ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଚିକିତ୍ସାଳୟ ସ୍ଥାପନ, ମାଗଣା ଔଷଧ ବଣ୍ଟନ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ତୃଣମୂଳ ସ୍ତରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ…
କୋଭିଡ୍ ହସ୍ପିଟାଲରେ ନିଆଁ: ୫ମୃତ, ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭ ।୧୧: ଗୁଜରାଟର ରାଜକୋଟରେ ଥିବା ଶିବାନନ୍ଦ କୋଭିଡ ହସ୍ପିଟାଲରେ ଗୁରୁବାର ରାତିରେ ନିଆଁ ଲାଗିଯିବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ଅଧିକାଂଶ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୯ଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲ ପାଇଁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ,୨୭।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଜାବ ଠାରୁ ଆରମ୍ଭ କରି କେରଳ ଯାଏ ସବୁଆ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଚାଷୀ ଶୋଭାଯାତ୍ରାରେ ଦିଲ୍ଲୀ…
ବୁମ୍ରାଙ୍କ ବଲ୍ରେ ଇତିହାସ ରଚିଲେ ଏହି ଅଷ୍ଟ୍ରେଲିଆ ଖେଳାଳି
ସିଡନୀ,୨୭।୧୧: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଇତିହାସ ସୃଷ୍ଟି କରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ଡିନ ଜୋନ୍ସଙ୍କୁ ପଛରେ ପକାଇ ସେ ଏକ ରେକର୍ଡ ହାସଲ କରିଛନ୍ତି। ଫିଞ୍ଚ ଏକଦିବସୀୟ କ୍ରିକେଟରେ ୫୦୦୦ ରନ ପୂରଣ…
ପିମ୍ପୁଡ଼ିଠାରେ ବିରଳ ଖଣିଜ
ନୂଆଦିଲ୍ଲୀ: ବିଚିତ୍ରମୟ ଜୀବଜଗତ। ଏଠାରେ ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ। ଖାଦ୍ୟ ଏବଂ ଖାଦକଙ୍କ ମଧ୍ୟରେ ଚାଲିଥିବା ଲୁଚାଛପା ଖେଳରେ ଜୀବନ ବଞ୍ଚାଇବାକୁ ପ୍ରକୃତି ସମସ୍ତଙ୍କୁ ସ୍ବତନ୍ତ୍ର କ୍ଷମତା ଦେଇଛି। ହାତୀ ଭଳି ବିଶାଳକାୟ…
ରୋହିତ ଶର୍ମାଙ୍କୁ ନେଇ ଚକିତ କଲା ଭଳି କଥା କହିଲେ କୋହଲି
ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରୋହିତ ଶର୍ମା ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ୟକୋହଲି କହିଛନ୍ତି ଯେ ରୋହିତ ଶର୍ମା କାହିଁକି ଅଷ୍ଟ୍ରେଲିଆ ଗସ୍ତ କରିନାହାଁନ୍ତି ସେ ଜାଣି ନାହାଁନ୍ତି। ବିରାଟ କୋହଲି…
Archives


